*ଏ ମାଟିର ଗର୍ବ–ତ୍ରାହିମମ୍ ସିଂ ରାଉତ ରାୟ*

ଏ ମାଟିର ଗର୍ବ ……… ଏ ମାଟିର ଗର୍ବ ଲୋଡା ଅଛି ମୋତେ ପ୍ରାଣବାୟୁ ଚାଲିଯାଉ ଏହି ଘଟେ। ଏ ପ୍ରକୃତି ଦାନ କେତେ ମନଲୋଭା କବିର ଚାତୁର୍ଯ୍ୟ ଦିଏ କେତେ ଶୋଭା। ହୃଦୟକୁ ସ୍ପର୍ଶ ଆଖି ବୁଲି ଦେଖେ ଚାରିଦିଗ ଵୁଲି ଅପରୂପ ଲେଖେ। ଶୋଭା ପାଉଥାଏ କଲମ ହାତରେ ସଜ୍ଜି ଦେଉଥାଏ ପ୍ରକୃତିର ଗାରେ । … Continue reading *ଏ ମାଟିର ଗର୍ବ–ତ୍ରାହିମମ୍ ସିଂ ରାଉତ ରାୟ*