*ପ୍ରୀତି ଭିକ୍ଷା–ନୀଳାମ୍ବର ବେହେରା*

**ପ୍ରୀତି ଭିକ୍ଷା* *( ନାୟିକା ପ୍ରତି ନାୟକର ଉକ୍ତି )** ଆଜ ଲାଜ କିମ୍ପାଇ ପ୍ରାଣସହୀରେ.. (ଘୋଷା )।। ଦେଖି ତ ମୁଖେ ହସ, ପୂର୍ବେ ବାନ୍ଧି ସାହସ, ପ୍ରବେଶି ତୋର ପାଶ, ପୀରତି ପୀୟୁଷ, ପିଆଇ ଥିଲିରେ, ଆଜ ଲାଜ କିମ୍ପାଇ ପ୍ରାଣସହୀରେ.. (ଘୋଷା ) ପାଇ ପୀରତି ରସ, ହେଲୁ ତୁହି ହରଷ, ମୋହରେ କରି … Continue reading *ପ୍ରୀତି ଭିକ୍ଷା–ନୀଳାମ୍ବର ବେହେରା*