*ଦେବକି ଫେରାଇ–ବାଦଲ ନନ୍ଦ*

*ଦେବକି ଫେରାଇ* ଦେବକି ଫେରାଇ ?? ଜଗତର ସାଇଁ ପାଦ କାଢିଅଛି ଘରୁ , ଦର୍ଶନ ଅଭିଳାଷ ନ ହୋଇଲେ ତୋଷ ମନ ମୋ ହୋଇବ ମରୁ ll ମନେ ନାହିଁ ଖେଦ ହେବାକୁ ଯେ ଦଗ୍ଧ ଗନ୍ତବ୍ୟ ପଥରେ ମୋର , ପାଏ ପଛେ କଷ୍ଟ ପଥେ ହେଉ ଯେତେ ଦେଖେଁ ତୋ ସିଂହ ଦୁଆର ll … Continue reading *ଦେବକି ଫେରାଇ–ବାଦଲ ନନ୍ଦ*