*ପଳାଶ ଫୁଲ–ଅର୍ଚ୍ଚନା ତ୍ରିପାଠୀ*

     (     ପଳାଶ ଫୁଲ    ) ପଳାଶ ଫୁଲରେ ପଳାଶ ଫୁଲ , ଦେଖିବାକୁ ତୁହି କେଡେ ସୁନ୍ଦର । ବସନ୍ତ ଆଗମେ ତୁହି ବନରେ , ବୃକ୍ଷ ବିମଣ୍ଡିତ ହେଉ ଫୁଲରେ । ବିଧାତା ବିଧାନ ଯେଣୁ ଯହିଁକି , ବାସ ନ ଦେଇଛି ତତେ ତହିଁକି । କି ହେବ ତୋହର ସୁନ୍ଦର ଦେହେ, ଯେଣୁ … Continue reading *ପଳାଶ ଫୁଲ–ଅର୍ଚ୍ଚନା ତ୍ରିପାଠୀ*