*ପ୍ରେମ–ତପସ୍ବିନୀ ଜେନା*

ପ୍ରେମ ———- ପ୍ରେମ ସତେ ଏକ ପାହାଡ଼ି ଝରଣା, ବନ୍ଧ ବାଡ଼ ସତେ କିଛି ସେ ମାନେନା । ଅଙ୍କା ବଙ୍କା ହୋଇ ଯାଏ ବହି ବହି, ସାଥେ ନେଇ କେତେ ସ୍ମୃତିର ସେ ଛାଇ । ଅଙ୍କା ବଙ୍କା ଏହି ଜୀବନର ବାଟ, ଅନେକ ପଥିକ ହୋଇଥାନ୍ତି ଭେଟ । ପ୍ରେମିକ ପାଇଁ ମୁଁ ଅଟେ ତା … Continue reading *ପ୍ରେମ–ତପସ୍ବିନୀ ଜେନା*