*ହେ କଲମ–ରାହୁଲ ମହାନ୍ତି*

_*ହେ କଲମ*_……✍🏻 ___________________________________ _*କବି – ରାହୁଲ ମହାନ୍ତି*_ ହେ କଲମ କେବେ ତୁମେ କଞ୍ଚା କାଦୁଅକୁ କର ଜୀବନ୍ତ ମୂର୍ତ୍ତି କେବେ ତୁମେ ଅକ୍ଷମ ଇଲାକେ ସ୍ଥାପନ ଯଶ ଓ କୀର୍ତ୍ତି ହେ କଲମ କେବେ ତୁମେ ତାମସ ରଜନୀର ଉଜ୍ଜ୍ୱଳ ଜ୍ୟୋସ୍ନା କେବେ ତୁମେ ପହିଲି ବର୍ଷା ଭିଜା ମାଟି ର ବାସ୍ନା ହେ କଲମ … Continue reading *ହେ କଲମ–ରାହୁଲ ମହାନ୍ତି*