🌼 ଶ୍ରୀମଦ ଭାଗବତ🌼
✍️ହିନ୍ଦୁ ଧର୍ମର ଆରାଧ୍ୟ ଦେବତା ଜଗନ୍ନାଥ ।ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ ଶ୍ରୀମଦ ଭାଗବତ ଏକ ପୁଣ୍ୟ ଗ୍ରନ୍ଥ କହିଲେ ଅତ୍ୟୁକ୍ତି ହେବନାହିଁ । ପ୍ରାଚୀନ କାଳରେ ଲୋକ ବିଶ୍ୱାସ ଥିଲା ଯେ ନିଜ ଛୁଆ ମାନଙ୍କୁ ଦି ଅକ୍ଷର ପାଠ ପଢାଇଲେ ସେମାନଙ୍କ ଶେଷ ସମୟରେ ଦିପଦ ଭାଗବତ ଶୁଣିଲେ ସ୍ବର୍ଗ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ଥିଲା । ପ୍ରତ୍ୟେକ ଗ୍ରାମରେ ଏକ ଭାଗବତ ଟୁଙ୍ଗି ରହିଥିଲା ଗ୍ରାମରେ ସନ୍ଧ୍ୟା ବେଳକୁ ସବୁ ଲୋକ ନିଜ ର କାମ ସାରି ଭାଗବତ ପୁରାଣ ଶୁଣିବା ପାଇଁ ଏକଜୁଟ ହୁଅନ୍ତୁ । ଭାଗବତ ଶୁଣିଲେ ମନ ,ଆତ୍ମ କୁ ଶାନ୍ତି ମିଳିଥାଏ। ତେଣୁ ଭାଗବତ ଟୁଙ୍ଗୀ ସବୁ ଦିନ ପାଠ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ।
ନାମ_ ଅନିତା ବିଶ୍ଵାଳ ।
ସହର _ରାଉରକେଲା ।🌼
i love this complete article