🌼ଶ୍ରାଦ୍ଧ🌼

ଏହି ଶ୍ରାଦ୍ଧ ଶବ୍ଦଟି ଶ୍ରଦ୍ଧା ରୁ ସୃଷ୍ଟି ।ଇଶ୍ଵର ଙ୍କ ସୃଷ୍ଟି ବଡ଼ ବିଚିତ୍ର ଜନ୍ମ ମୃତ୍ୟୁ ଦୁନିଆର ରୀତି ନୀତି। ଜନ୍ମ ମରଣ କୁ କେହି କେବେ ରୋକି ପାରିବେ ନାହିଁ । ଆମେ କୌଣସି ଲୋକର ମୃତ୍ୟୁ ପରେ ପ୍ରତ୍ୟେକ ବର୍ଷ ରେ ଥରେ ପିଣ୍ଡ ଦାନ କରାଯାଏ । ଆତ୍ମା ର ଶାନ୍ତି ନିମନ୍ତେ ପିଣ୍ଡ ଦିଆଯାଏ ।ସବୁ ଲୋକ ନିତିଦିନ ଖାଦ୍ୟ ଖାଆନ୍ତି କିନ୍ତୁ ପିଣ୍ଡ ଦାନ ବ୍ୟକ୍ତି ଙ୍କ କେବଳ ସେ ଗୋଟେ ଦିନ ଖାଦ୍ୟ ଗ୍ରହଣ କରନ୍ତି ।ଆମ
ମନରେ ଯଦି ଜଣ ଙ୍କ ପାଇଁ ଶ୍ରଦ୍ଧା ଉପୁଜେ ତେବେ ଆମେ ପିଣ୍ଡ ଦାନ କରିବା ଉଚିତ୍ । ପିଣ୍ଡ ଦାନ କରିବାର ଅର୍ଥ ପିତୃପୁରୁଷଙ୍କୁ ସମ୍ମାନ ପ୍ରଦାନ କରିବା ।

ନାମ _ଅନିତା ବିଶ୍ଵାଳ।
ସହର _ରାଉରକେଲା

 143 total views,  2 views today

One thought on “ଶ୍ରାଦ୍ଧ — ଅନିତା ବିଶ୍ୱାଳ”

Leave a Reply

Your email address will not be published. Required fields are marked *