March 25, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ଶୀତ –ବନଲତା ଜାଲି

ଶୀତ

ବନଲତା ଜାଲି

ଶୀତ ଆସିଅଛି
ଏ ମରତ ପରେ
ଧରି ଦୁଃଖ ଆଉ ସୁଖ
କିଏ ଖୁସି ହୁଏ
କାନ୍ଦୁଥାଏ କିଏ
କାହାର ଶୁଖଇ ମୁଖ ।।

ଘାସ ଗାଲିଚାରେ
ହିରକ ଶିଶିର
ବୁଣିଅଛି ଶୀତରାଣୀ
ସୋରିଷ ଫୁଲରେ
ସୁବର୍ଣ୍ଣ ମଣ୍ଡିତା
ହୋଇଛି ସୁଶ୍ରୀ ଧରଣୀ ।।

ବାସହୀନ ଜନ
ଅତିହିନୀମାନ
କାଳ ତାଙ୍କ ପାଇଁ ଶୀତ
ରାସ୍ତା କଡେ ବସି
ଅଳିଆ ନିଆଁକୁ
ପୁଇଁଥାନ୍ତି ସାରା ରାତ୍ର ।।

କିଏ ଶୋଇଥାଏ
ଗହନ ନିଦରେ
ଖଟ ପଲଙ୍କ ଶେଯରେ
କିଏ ଥରୁଥାଏ
ପୁଙ୍ଗୁଳା ଦେହରେ
ଭିଜି କାକର ଟୋପାରେ ।।

ସକାଳ ଖରାକୁ
ଖୋଜୁଥାନ୍ତି ସର୍ବେ
ଉଇଁ ଆସିଲେ ସୂରୁଯ
ଶେଯ ଛାଡି ଆସି
କଅଁଳ ଖରାରେ
ବସିଥାନ୍ତି ହୋଇ ସଜ ।।

ଜିଏ ତୃପ୍ତିହୁଏ
ସ୍ଵାଦିଷ୍ଟ ବ୍ଯଞ୍ଜନେ
କା’ଆଖିରୁ ଝରେ ପାଣି
କିଏ ଖୋଜୁଥାଏ
ଭଙ୍ଗା ଆଟିକାର
ବାସି ପଖାଳ ତୋରାଣି ।।

ଶୀତ ପାଖେଅଛି
ପାତର ଅନ୍ତର
ନାହିଁ ନିରପେକ୍ଷ ନୀତି
କାହା ପାଇଁ ସିଏ
ଦୁଃଖର ପାହାଡ
କା’ପାଇଁ ଅମରାବତୀ ।।

କୃଷ୍ଣ ପ୍ରସାଦ,ପୁରୀ

 458 total views,  1 views today

9 thoughts on “ଶୀତ –ବନଲତା ଜାଲି

  1. I was suggested this web site by my cousin. I’m not sure whether this
    post is written by him as nobody else know such detailed
    about my problem. You’re amazing! Thanks!

    my web page: coupon

  2. I have been exploring for a bit for any high-quality articles or blog
    posts on this kind of space . Exploring in Yahoo I eventually stumbled upon this web site.
    Reading this information So i am glad to convey that I’ve
    a very just right uncanny feeling I discovered just
    what I needed. I such a lot indubitably will make sure to do not fail
    to remember this site and provides it a look regularly.

    Also visit my web-site :: tracfone special coupon 2022

  3. Your style is unique compared to other folks I have read stuff from. Many thanks for posting when you have the opportunity, Guess I will just bookmark this blog.

Leave a Reply

Your email address will not be published. Required fields are marked *