March 21, 2023
11 11 11 AM
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
Latest Post
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ

ଶୀତ ଆମ ମିତ—ନନ୍ଦିନୀ ରାଉତ

ଶୀତ ଆମ ମିତ

ଶୀତ ମାଉସୀ ଟା ଧୀରେ ଧୀରେ ଆସି
ପସରା ଦେଲାଣି ମେଲି ,
ହାବୁକା ମାଡ଼ରେ ବୁଢ଼ା ବୁଢ଼ୀ ସବୁ
ଆଉ ନ ପାରନ୍ତି ଚାଲି ।୧।

ନିଆଁ ଉମେଇକୁ ସାଥି କରି ସବୁ
ଜମାନ୍ତି ଗପ ଆସର ,
ଗରମ ମୁଢ଼ିକୁ ପକୁଡ଼ି ବରା ଯେ
ଦେଉଛି ସୁଆଦ ତାର ।୨।

ସାଲ୍ କମ୍ବଳ ବାହାରି ଆସିଣ
ଦେହରେ ପାଆନ୍ତି ଶୋଭା,
ନାଲି ନେଳି କେତେ ରଙ୍ଗ ସୁଅଟର
ଦିଶେ ବଡ଼ ମନ ଲୋଭା ।୩।

ଶଗଡ଼ ରେ ସବୁ ଧାନ ବୁହା ହୋଇ
ଖଳାରେ ଗଦେଇ ହୁଏ ,
ନାଲି ସୁରୁଜ ଟା ଶୀତର ଡର ରେ
ବିଳମ୍ବରେ ଆସୁଥାଏ ।୪।

ଗେଣ୍ଡୁ ଗୋଲାପର ଆସର ଚାଲିଛି
ଭରିଛି ଏ ବସୁନ୍ଧରୀ ,
କୋବି ମୂଳା ସାରୁ କେତେ ପରିବାରେ
ହାଟ ତ ଯାଉଛି ଭରି ।୫।

ଦିନ ସରିଯାଏ ସଅଳ ସଅଳ
ରାତି ହୋଇଯାଏ ବଡ଼,
ମନ ଦେଇ ସବୁ ପିଲା ପାଠ ପଢି
ସୁନାର ରାଇଜ ଗଢ଼ ।୬।

ଶୀତ ଅଟେ ଆମ ମିତ ପରା ସିଏ
ଏହି ବାରତା ଟି ଦିଏ ,
ମାତା ଲକ୍ଷ୍ମୀଙ୍କ ର ପ୍ରିୟ ବ୍ରତ ଏହି
ଶୀତ ଋତୁ ଆଣିଥାଏ ।୭।

ନନ୍ଦିନୀ ରାଉତ,ଶିକ୍ଷୟତ୍ରୀ, ବାଲିପଟ୍ଟା, ଅନୁଗୋଳ

 314 total views,  1 views today

Leave a Reply

Your email address will not be published. Required fields are marked *