October 27, 2021
11 11 11 AM
*ପାଂଥଶାଳା – ଶ୍ରୀ ଅଲେଖ ପ୍ରସାଦ ମହାରଣା*
*କୁମାର ପୂର୍ଣ୍ଣିମା – ଜଗଦୀଶ ଶତପଥୀ*
*ମୁଁ ଶେଫାଳି – ପ୍ରିୟଦର୍ଶିନୀ ମିଶ୍ର*
*ଟିକେ ଖରା ଟିକେ ଛାଇ – ନବ କୁମାର ଦାସ*
*ମଣିଷ ହୁଅନ୍ତି ବଣ୍ଟା-ସୀମାଞ୍ଚଳ ପଣ୍ଡା*
*ଲକ୍ଷ୍ୟ ପଥ – ବନଲତା ଜାଲି*
*ମୁଁ ଶିଶୁଟିଏ କହୁଛି-କଳ୍ପନା ରାୟ*
*ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ*
*ବଳୁଆ କିଏ – ସୀମାଞ୍ଚଳ ପଣ୍ଡା*
*ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା*
*ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା*
*ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା*
*ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା*
*ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା*
*ମାନବିକତା – ସୀମାଞ୍ଚଳ ପଣ୍ଡା*
*ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା*
*ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା*
*LOST IN SENSE- Dr.Prasana Kumar Dalai*
*MADE FOR EACH OTHER -Dr.Prasana Kumar Dalai*
*The current of time –  Alekha Prasad Moharana*
Latest Post
*ପାଂଥଶାଳା – ଶ୍ରୀ ଅଲେଖ ପ୍ରସାଦ ମହାରଣା* *କୁମାର ପୂର୍ଣ୍ଣିମା – ଜଗଦୀଶ ଶତପଥୀ* *ମୁଁ ଶେଫାଳି – ପ୍ରିୟଦର୍ଶିନୀ ମିଶ୍ର* *ଟିକେ ଖରା ଟିକେ ଛାଇ – ନବ କୁମାର ଦାସ* *ମଣିଷ ହୁଅନ୍ତି ବଣ୍ଟା-ସୀମାଞ୍ଚଳ ପଣ୍ଡା* *ଲକ୍ଷ୍ୟ ପଥ – ବନଲତା ଜାଲି* *ମୁଁ ଶିଶୁଟିଏ କହୁଛି-କଳ୍ପନା ରାୟ* *ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ* *ବଳୁଆ କିଏ – ସୀମାଞ୍ଚଳ ପଣ୍ଡା* *ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା* *ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା* *ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା* *ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା* *ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା* *ମାନବିକତା – ସୀମାଞ୍ଚଳ ପଣ୍ଡା* *ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା* *ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା* *LOST IN SENSE- Dr.Prasana Kumar Dalai* *MADE FOR EACH OTHER -Dr.Prasana Kumar Dalai* *The current of time –  Alekha Prasad Moharana*

*ତୁମେ ଆସୁଛ ବୋଲି – ନିଲୁ ମହାନନ୍ଦ*

 ତୁମେ_ଆସୁଛ_ବୋଲି

ନିଲୁ ମହାନନ୍ଦ

********************

ହେ ମା ….

ଏ ମାଟି ମୂରୁକି ହସିଲାଣି

ପାର୍ବଣ ର ସାଜସଜ୍ଜା ଦେଖି

ତୁମ ଆସୁଛ ବୋଲି …….!!

 

ଏଇ ଦେଖ

ନଦୀ ତୀରେ ତୀରେ

ଧଳା ଫରଫର ଚାଦର ଘୋଡେ଼ଇଲା ପରି

କାଶତଣ୍ଡି ଫୁଲ ଗୁଣୁଗୁଣୁ ଗୀତ ଗାଉଛି

ମଳୟ ପବନେ ଅଲସୀ ଅଲସୀ

ତୁମେ ଆସୁଛ ବୋଲି ……..!!

 

ତୁମ ଆସ

ମଣ୍ଡପେ ମଣ୍ଡପେ ମୃଣ୍ମୟ ସାଜି

ଶରତର ଶିଶିର ବିନ୍ଦୁରେ

ହାଲ୍କା ହାଲ୍କା କାକର ନେଇ

ତୁମେ ଆସୁଛ ବୋଲି

ମନ୍ଦାର ଫୁଲ ବି ଚାହିଁ ବସିଲାଣି

ତୁମରି ଗଳାରେ ମାଲ୍ୟ ହେବା ପାଇଁ

ତୁମେ ଆସୁଛ ବୋଲି ……..!!

 

ତୁମେ ଆସ

ନର ରୂପ ଧାରି ମା ନାରାୟଣୀ

ଦୁଃଖୀ ଜନ ପାଇଁ ସ୍ମିତ ହସ ହସି

ଅପେକ୍ଷା କରିଛି ଗ୍ରାମ୍ୟ ଗଳିକନ୍ଦି

ଅପେକ୍ଷା କରିଛି ଅଛୁଆଁ ସାହି

ମଣ୍ଡପେ ତାଙ୍କୁ ବାରଣ ବୋଲି

ତୁମେ ଆସ ନର ରୂପ ଧାରି ……!!

 

ତୁମେ ଆସ

ଖଣ୍ଡା , ଖର୍ପର ଧାରି

ଅର୍ଦ୍ଧ ରାତ୍ରୀରେ ମୁକୁଳା କେଶରେ

ଧରାକୁ ଶାନ୍ତନା ଆଶ୍ୱସନା ଦେଇ

ସମସ୍ତେ ଶୋଇ ଗଲା ପରେ

କାଳରାତ୍ରୀ ହୋଇ

ନୂତନ ସୂର୍ଯ୍ୟ ଆଣୁ ଆଶୀର୍ବାଦ ର କିରଣ ନେଇ

ତୁମେ ଆସ କାଳରାତ୍ରୀ ହୋଇ …….!!

******************

।। ନିଲୁ ମହାନନ୍ଦ।।

 82 total views,  1 views today

One thought on “*ତୁମେ ଆସୁଛ ବୋଲି – ନିଲୁ ମହାନନ୍ଦ*

  1. WwwwaqaaaaaaaaaaaaaaaaA3E3EEEEEEEE333A3ଏ ³³3³3

    i

    ତୁମେ ଆସୁଛ ବୋଲି

    ମନରେ ଅନେକ ଅହେତୁକ ପ୍ରଶ୍ନବାଚୀ ର ଉତ୍ତର, ମଳୟ ପବନରେ କାଶତଣ୍ଡୀ ର ଦୋହଲା ହାତହଲା ଅଭ୍ୟର୍ଥନା, ମଳୟ ପବନ ତାର ବୁକୁରେ ଅନେକ ସୁଗନ୍ଧର ସମାବେଶ ku ନେଇ ପୁଲକିତ ମନକୁ ନେଇଯାଏ କେଉଁ ଏକ ଅଜଣା ରାଇଜକୁ. ନାଁ ସହିତ କବିତା ଟି ଯଥାର୍ଥ.
    ନରୋତ୍ତମ ପରିଡା..ପୁନେ.

Leave a Reply

Your email address will not be published. Required fields are marked *