🌹ଅଜଣା ଛାୟାବାଜି🌹
ମମତା ବାରିକ
****************
ହଜିଯାଏ ମନ ଆଜି ସମସ୍ତଙ୍କର
ଉଡିବୁଲୁଥିବା ପ୍ରେମ ର ଛାୟାବାଜି ମଧ୍ୟରେ,
ନା ତାକୁ ସ୍ପର୍ଶ କରିହୁଏ,
ନା ତାକୁ ପରୀକ୍ଷଣ କରିହୁଏ,
କେବଳ ତା’ମଧ୍ୟେ!
ନିଜହୃଦୟ କୁ ସମାହିତ କରି
ଯାତନା ସହ୍ୟ କରିବାକୁ ପଡେ।।
କାରଣ ତା’ଗତି ସୌଦାମିନୀ ସମ,
କେବେ ସେ ଶୁଖିଲା ପିଣ୍ଡ ରେ ବର୍ଷି ଦେଇଯାଏ,,,,
ଅନେକ ଭାବନା ତ!
ଆଉ କେବେ ରଚି ଦିଏ ମୃତ୍ୟୁ ର ତାଣ୍ଡବ ଲୀଳା!
କେବେ ସେ କରିଦିଏ ତପସ୍ଵୀ ଙ୍କୁ ଦୃଷ୍ଟିହିନ ତ!
କେବେ ସେ ରଚିଦିଏ ଲଙ୍କା କାଣ୍ଡ!!
ତା’ ଗତିପଥ କୁ କିଏବା ସ୍ଥିର କରି ପାରିବ?
ସିଏ ଏମିତି ଏକ ଧ୍ୱନୀ ଯେ,
ନିଶ୍ଚଳ ହୃଦୟ ରେ ଭରିଦିଏ
ଅସଂଖ୍ୟ ପ୍ରତିଧ୍ବନି ର କବିତା ବଳୀ।
ସେ ସୃଷ୍ଟି କରିପାରେ ଉର୍ଦ୍ଧିପନା ର ଖାଦ୍ୟ ଥାଳୀ।
ସେ ଛାୟାବାଜି ଲାଗେ ସତେ
ଆମ ଦିଗଦର୍ଶନ ର ଏକ ମାତ୍ର ମାର୍ଗ,
ତା’ ବିନା ଲାଗେ ଜୀବନ ନିରର୍ଥକ,
ସତେ ଯେମିତି ସେ ଆମ ନବ ସଙ୍ଗାତ।।
🙏🙏🙏
(ମାମୁନୀ)❤
ମମତା ବାରିକ
Greetings! Very useful advice in this particular article! It’s the little changes that will make the most important changes. Thanks for sharing!
Hello, its good post regarding media print, we all know media is a fantastic source of facts.
I love looking through an article that can make people think. Also, many thanks for allowing for me to comment!