February 01, 2023
11 11 11 AM
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
ସ୍ମୃତି – ସୁମିତ୍ରା ନାୟକ 
ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ 
କୁହୁକ କୁହାଟ  – ସୁମିତ୍ରା ନାୟକ 
Latest Post
ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ  ସ୍ମୃତି – ସୁମିତ୍ରା ନାୟକ  ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ  କୁହୁକ କୁହାଟ  – ସୁମିତ୍ରା ନାୟକ 

*ଅଜଣା ଛାୟାବାଜି-ମମତା ବାରିକ*

🌹ଅଜଣା ଛାୟାବାଜି🌹

ମମତା ବାରିକ

****************

ହଜିଯାଏ ମନ ଆଜି ସମସ୍ତଙ୍କର

ଉଡିବୁଲୁଥିବା ପ୍ରେମ ର ଛାୟାବାଜି ମଧ୍ୟରେ,

ନା ତାକୁ ସ୍ପର୍ଶ କରିହୁଏ,

ନା ତାକୁ ପରୀକ୍ଷଣ କରିହୁଏ,

କେବଳ ତା’ମଧ୍ୟେ!

ନିଜହୃଦୟ କୁ ସମାହିତ କରି

ଯାତନା ସହ୍ୟ କରିବାକୁ ପଡେ।।

 

କାରଣ ତା’ଗତି ସୌଦାମିନୀ ସମ,

କେବେ ସେ ଶୁଖିଲା ପିଣ୍ଡ ରେ ବର୍ଷି ଦେଇଯାଏ,,,,

ଅନେକ ଭାବନା ତ!

ଆଉ କେବେ ରଚି ଦିଏ ମୃତ୍ୟୁ ର ତାଣ୍ଡବ ଲୀଳା!

କେବେ ସେ କରିଦିଏ ତପସ୍ଵୀ ଙ୍କୁ ଦୃଷ୍ଟିହିନ ତ!

କେବେ ସେ ରଚିଦିଏ ଲଙ୍କା କାଣ୍ଡ!!

ତା’ ଗତିପଥ କୁ କିଏବା ସ୍ଥିର କରି ପାରିବ?

 

ସିଏ ଏମିତି ଏକ ଧ୍ୱନୀ ଯେ,

ନିଶ୍ଚଳ ହୃଦୟ ରେ ଭରିଦିଏ

ଅସଂଖ୍ୟ ପ୍ରତିଧ୍ବନି ର କବିତା ବଳୀ।

ସେ ସୃଷ୍ଟି କରିପାରେ ଉର୍ଦ୍ଧିପନା ର ଖାଦ୍ୟ ଥାଳୀ।

ସେ ଛାୟାବାଜି ଲାଗେ ସତେ

ଆମ ଦିଗଦର୍ଶନ ର ଏକ ମାତ୍ର ମାର୍ଗ,

ତା’ ବିନା ଲାଗେ ଜୀବନ ନିରର୍ଥକ,

ସତେ ଯେମିତି ସେ ଆମ ନବ ସଙ୍ଗାତ।।

 

🙏🙏🙏

(ମାମୁନୀ)❤

ମମତା ବାରିକ

 702 total views,  1 views today

3 thoughts on “*ଅଜଣା ଛାୟାବାଜି-ମମତା ବାରିକ*

Leave a Reply

Your email address will not be published. Required fields are marked *