April 23, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ହଜିଯାଇଛି କି ଖଞ୍ଜଣି-ନଳିନୀ ପ୍ରଭା ମିଶ୍ର*

ହଜିଯାଇଛି କି ଖଞ୍ଜଣି

ନଳିନୀ ପ୍ରଭା ମିଶ୍ର

*************************************

ହଜିଯାଇଛି କି ଖଞ୍ଜଣି ଶବଦ

ସମୟର ତାଳେ ତାଳେ

ଗାଁ ଦାଣ୍ଡର ସେ ଭାଗବତ ଟୁଙ୍ଗୀ

ହଜିଅଛି କାଳ ବଳେ।

ଆକାଶ ଦୀପ ଟା ବଂଶ ଜଳେ ନାହିଁ

ଆଉ ତା ସ୍ଥାନରେ ଲିଚୁମାଳ

ଶୁଭେ ନାହିଁ ସେହି କାର୍ତ୍ତିକ ମାସର

ଖଞ୍ଜଣି ଓ ଖୋଳତାଳ।

ଅନ୍ଧ ବୁଢ଼ା ଆଉ ଆସି ଗାଁ ଦାଣ୍ଡେ

ଖଞ୍ଜଣି ଭଜନ ଗାଇ

ଆରତର ସୁରବାରେ ଗୀତର ସେ

ମାଧୁର୍ଯ୍ୟ ଶୁଭେ ନାହିଁ।

ମହିମା ଭଜନ ଖଞ୍ଜଣି ଆଲେଖ୍ୟ

ନାହିଁ ସେହି ସଂକୀର୍ତ୍ତନ

ଯୁଗ ବଦଳିଛି ମଣିଷ ତା ସାଥେ

ହୋଇଛି ପରିବର୍ତ୍ତନ।

ଲୁପ୍ତ ହୋଇବାକୁ ବସିଲାଣି ଆସି

ଅତୀତର ପରମ୍ପରା

ଡିଜେ ପ୍ରଚଳନେ ମଣିଷ ହଜିଛି

ବଦଳାଇ ନିଜ ଧାରା।

ଆଧ୍ୟାତ୍ମିକ ଭାବ ହଜିଯିବ ଯଦି

ଭୁଲି ସଇତାନ ଧର୍ମ

ଲିପ୍ତ ହୋଇଯିବ ମାନବ ସମାଜ

କରି ନାନା କୁ କର୍ମ।

ଧର୍ମ ସଂସ୍ଥାପନ ହେବ ନାହିଁ ଆଉ

ବଢିବ ଅସୁର ଶକ୍ତି

ସାଧୁଜନ ବିନା ସୁନ୍ଦର କି!ହେବ

ଏହି ସୁନ୍ଦର ଧରିତ୍ରୀ।

କରି ଉଜ୍ଜୀବିତ ଅତୀତ ସଂସ୍କୃତି

ଖଞ୍ଜଣି ଭଜନ ତାଳେ

ଫେରାଇ ଆଣିବା ଆମ ପୂର୍ବ ନିଷ୍ଠା

ଭକ୍ତି ଭାବନା ର  ବଳେ। ୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍

ନଳିନୀ ପ୍ରଭା ମିଶ୍ର

Loading

5 thoughts on “*ହଜିଯାଇଛି କି ଖଞ୍ଜଣି-ନଳିନୀ ପ୍ରଭା ମିଶ୍ର*

  1. It’s remarkable to go to see this web site and reading the views of
    all friends on the topic of this piece of writing,
    while I am also keen of getting experience.

  2. Hey there are using WordPress for your blog platform?
    I’m new to the blog world but I’m trying to get started and create
    my own. Do you require any coding knowledge to make your
    own blog? Any help would be really appreciated!

  3. I will immediately clutch your rss as I can not to find your e-mail subscription link or e-newsletter service.
    Do you’ve any? Please let me realize so that
    I could subscribe. Thanks.

  4. Greetings! This is my first comment here so I just
    wanted to give a quick shout out and tell you I genuinely enjoy reading your blog posts.
    Can you suggest any other blogs/websites/forums that
    deal with the same subjects? Thanks!

Leave a Reply to Mason Cancel reply

Your email address will not be published. Required fields are marked *