March 25, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*ନିଦ ତୁ ନିଭୃତ ପକ୍ଷୀ – ନୀହାରିକା ପଣ୍ଡା*

ନିଦ ତୁ ନିଭୃତ ପକ୍ଷୀ

 

ନୀହାରିକା ପଣ୍ଡା 

 

——————————————–

 

ନାହିଁ ତୋ ଠିକଣା ନାହିଁ ତୋର ଡେଣା,

ସପନ ସମ୍ପୂଟ ତୋ ସ୍ମୃତି ଅଗଣା,

ବସା ସିନା ବେନି ଆଖି….

ନିଦ ତୁ ନିଭୃତ ପକ୍ଷୀ।

ସୁଖସ୍ୱପ୍ନ ତୋର ନୁହେଁ ଚିରଦିନ,

ନିଶା ଅନ୍ଧକାର ତୋ ଓଠ ଚୁମ୍ବନ,

ସପନେ କାହାଣୀ ଲେଖି….

ନିଦ ତୁ ନିଭୃତ ପକ୍ଷୀ ।

ନୀଳନଭ ତାରା ଚାନ୍ଦ ଗଳାହାର,

ସ୍ଥାୟୀ ରଙ୍ଗତୂଳୀ ନୁହେଁ ଆପଣାର,

କାହିଁ ଏତେ ନିରିମାଖି….

ନିଦ ତୁ ନିଭୃତ ପକ୍ଷୀ ।

ନିଶା ଅନ୍ଧକାରେ ପ୍ରସାରୀ ଆୟୁଷ,

ପାହାନ୍ତି ସପନେ ନିବିଡ ଆଶ୍ଳେଷ,

କିଛି ପୂର୍ଣ୍ଣ କିଛି ବାକି…..

ନିଦ ତୁ ନିଭୃତ ପକ୍ଷୀ ।

କେବେ ସ୍ମାରକୀର ସ୍ନିଗ୍ଧ ସ୍ଥାବର,

ନିଶାନ୍ତ ନିଶାପ ନିଶିଥ ସାକ୍ଷୀ,

ନିସ୍ତବ୍ଧ ନିଦ୍ରିତ କୁକ୍ଷି….

ନିଦ ତୁ ନିଭୃତ ପକ୍ଷୀ।

 

ନୀହାରିକା ପଣ୍ଡା 

 

 

 

 

 

 

 

 

 

 814 total views,  1 views today

17 thoughts on “*ନିଦ ତୁ ନିଭୃତ ପକ୍ଷୀ – ନୀହାରିକା ପଣ୍ଡା*

  1. Hello there, I found your website by way of Google at the same time as
    searching for a related subject, your site came up, it seems to be good.
    I have bookmarked it in my google bookmarks.
    Hello there, just become aware of your blog via Google,
    and located that it’s truly informative.
    I’m going to be careful for brussels. I will appreciate in case you proceed this in future.
    Lots of other people can be benefited from your writing.
    Cheers!

  2. I like the valuable info you provide in your articles.
    I’ll bookmark your weblog and check again here regularly.
    I’m quite sure I will learn a lot of new stuff right here!
    Best of luck for the next!

  3. Undeniably imagine that that you said. Your favorite reason appeared to be on the internet
    the simplest factor to take note of. I say to you, I certainly get annoyed at the
    same time as folks consider concerns that they just do not recognise about.

    You managed to hit the nail upon the highest and also outlined out the whole thing
    with no need side effect , folks can take a signal.
    Will probably be back to get more. Thank you

  4. Aw, this was a very good post. Spending some time and actual effort to make a top notch articleÖ but what can I sayÖ I put things off a lot and don’t manage to get nearly anything done.

  5. Write more, thats all I have to say. Literally, it seems as though you
    relied on the video to make your point. You obviously know what youre talking about,
    why throw away your intelligence on just posting videos to
    your blog when you could be giving us something enlightening to read?

  6. Hello, Neat post. There’s an issue along with your website in web explorer, would test this?
    IE nonetheless is the marketplace chief and a big section of other folks will omit your magnificent writing due to this problem.

  7. You could definitely see your enthusiasm in the article you write. The world hopes for even more passionate writers such as you who aren’t afraid to say how they believe. All the time follow your heart.

  8. ନ ‘ କୁ ଆଦ୍ୟ ସ୍ୱର ରେ ବ୍ୟବହାର କରି ଆପଣଂକ ର ଚମତ୍କାର ଶବ୍ଦ ସଂଯୋଜନା ଖୁବ ଭଲ ଲାଗିଲା

Leave a Reply

Your email address will not be published. Required fields are marked *