March 25, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*ସ୍ୱଚ୍ଛ ଭାରତ – ପ୍ରସନ୍ନ କୁମାର ସାହୁ*

ସ୍ୱଚ୍ଛ ଭାରତ

 

ପ୍ରସନ୍ନ କୁମାର ସାହୁ

******************************

ସ୍ୱଚ୍ଛ ଭାରତ ଅଭିଯାନ ଚାଲିଛି ପଲିଥିନ ପ୍ୟାକ ସବୁ ଜିନିଷ,

ବ୍ୟାଗ୍ ହାତେ କିଏ ଧରୁଛି ଆଜି

ବ୍ୟାଗ୍ ଧରିଲେ ଲାଗେ ବିଷ।

ଗୁଟୁଖା କମ୍ପାନୀ ଟିକସ ଦିଏ

ସେ ସବୁ ବନ୍ଦ୍ ନୋହିଛି,

ସ୍ୱଚ୍ଛ ଅଭିଯାନ କିପରି ସମ୍ଭବ

ଫାଙ୍କା ଆୱାଜ ସୁଭୁଛି।

ଡ୍ରେସ ଛତା ଜୋତା ସବୁ ପରା

ପଲିଥିନ ପ୍ୟାକ ହୋଇଛି,

ଏହି ପଲିଥିନ ଆସୁଛି କେମିତି

ଦେଶ ନେତା କି ନ ଜାଣିଛି?

ନେତା ଙ୍କ ପାଟିକି ପାନ ଖିଲ

ସଦା ବେଳେ ଲୋଡା ହେଉଛି,

ପାନ ପୁଣି ଜରି ଗୁଡ଼ା ହେବ

ସହଜେ ସେ ଶୁଖି ନ ଯାଉଛି।

ହୋଟେଲ ପାର୍ଶଲ୍ ପାଇଁ ଲୋଡା

ପଲିଥିନ ପରା ହେଉଛି,

ବାହା ଘର ପୁଣି ସଭା ସମିତି

ପଲିଥିନ ସଯା ହେଉଛି।

ଲୋକ ମାନେ ପୁରା ଅଭ୍ୟସ୍ତ

ପଲିଥିନ କିଏ ଛଡୁଛି,

ସ୍ୱଚ୍ଛ ଭାରତ ପ୍ରଧାନ ମନ୍ତ୍ରୀଙ୍କ

ଖାଲି ସ୍ଲୋଗାନ ହୋଇଛି।

ମଦ ବୋତଲ କାଳେ ଦିଶିବ

ପଲିଥିନ ଗୁଡ଼ା ହେଉଛି,

ବୋତଲ ସହିତ ପଲିଥିନ ସବୁ

ରାସ୍ତାରେ ଫିଙ୍ଗା ଯାଉଛି।

ତଥାପି ଭାଷଣ ଚାଲିଛି ଆମର

ସ୍ୱଚ୍ଛ ଭାରତ ତିଆରି ହୋଇବ,

କେମିତି କେଜାଣି ସମ୍ଭବ ହେବ

ସମୟ ସେ କଥା କହିବ।

 

ପ୍ରସନ୍ନ କୁମାର ସାହୁ

 

 262 total views,  1 views today

Leave a Reply

Your email address will not be published. Required fields are marked *