March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ପୂର୍ଣ୍ଣଚ୍ଛେଦ – ସ୍ରୋତସ୍ବିନୀ ପରିଡା*

। ପୂର୍ଣ୍ଣଚ୍ଛେଦ ।

ସ୍ରୋତସ୍ବିନୀ ପରିଡା
——————————–

କେବେ ଥରେ ଟାଣିଦିଅ
ମନ ମଧ୍ୟରେେ ପୂର୍ଣ୍ଣଚ୍ଛେଦ
ଚାହେଁ ସେ ଟିକେ ବିଶ୍ରାମ
କ୍ଳାନ୍ତ ହୋଇ ଅବଶ ପ୍ରାୟ।
ଅନେକ ଥର ପ୍ରେମ ତା’ର ପଣତ
ଆଉ ମୋହଭିଜା ଛତା ଧରି
ଦୌଡ଼ି ଆସେ ନିକଟକୁ
ହେଲେ ରାସ୍ତା ତ ସରେନି!
ଆଶାର ପାଣି ବୋତଲ
ଶୋଷ ମେଣ୍ଟେଇ ଦେଇ
ଆଗକୁ ଟାଣି ନିଏ
ଠିକ୍ ଏକ ସରଳ ରେଖାରେ।
ଏକ ଅସୁମାରୀ ଆକାଂକ୍ଷା
ଆକର୍ଷଣ କରି ନେଇ
କରେ ଆକ୍ରମଣ ।
ବାଧ୍ୟ କରେ ଦୌଡିବାକୁ
ଏକ ନିରାପଦ ସ୍ଥାନକୁ
ହେଲେ ଏମିତି କିଛି ତ ନାହିଁ!
ଖାଲି ମନ ବୁଝିବାକୁ ପ୍ରାୟ।
ଏଠି ତ ଚାଲିଛି ପ୍ରତିଯୋଗିତା
କେବେ ପ୍ରତିଷ୍ଠା ତ କେବେ ପ୍ରତିପତ୍ତି ର।
ସ୍ଥାୟୀ ଜୀବନ ବି ଅସ୍ଥାୟୀ ଲାଗେ।
ଅସ୍ତବ୍ୟସ୍ତ ସବୁକିଛି।
ଅସ୍ପଷ୍ଟ ସହରରେ
ମାନବିକତା ର ତକିଆକୁ ଜାବୁଡ଼ି
ଆଖିବୁଜି ଶୋଇପଡେ
କର୍ମର ଦ୍ୱାହି ଦେଇ।

ସ୍ରୋତସ୍ବିନୀ ପରିଡା

Loading

14 thoughts on “*ପୂର୍ଣ୍ଣଚ୍ଛେଦ – ସ୍ରୋତସ୍ବିନୀ ପରିଡା*

  1. Sorry for the huge review, but I am really loving the new Zune, and hope this, as well as the excellent reviews some other people have written, will help you decide if it as the right choice for you.

  2. It is in point of fact a great and useful pieceof info. I am glad that you simply shared this helpful information with us.Please stay us informed like this. Thank you for sharing.

  3. Hi! I know this is kind of off topic but I was wondering if you knewwhere I could get a captcha plugin for my comment form?I’m using the same blog platform as yours and I’m having difficulty finding one?Thanks a lot!

  4. I do accept as true with all of the idewas you’ve introducedon your post. They’re very convincing and will certainly work.Still, the posts arre too quick for newbies. Could you please extend them a little from subseqenttime? Thank you foor the post.

  5. low black pumps giesswein sneaker wildflower hoesje iphone 6s plus allen robinson mens game orange jersey nike nfl chicago bears alternate 12 damskie nylon crossbody torba disney princess iphone xs max case indianinfo

  6. Nice post. I was checking constantly this blog and I’m impressed!Very helpful info specifically the last part 🙂 I care for such info a lot. I was seeking this particular information for avery long time. Thank you and good luck.

  7. I do consider all of the ideas you have presented on your post.They are really convincing and will definitely work. Still,the posts are too quick for starters. May just you please lengthen them a bit from subsequent time?Thank you for the post.

Leave a Reply to Tattoo Cancel reply

Your email address will not be published. Required fields are marked *