April 24, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)

ସରସ୍ୱତୀ ଜଣାଣ

ନମସ୍ତେ ନମସ୍ତେ ବାଣୀ ବିଦ୍ୟା ପ୍ରଦାୟିନୀ,
ନମସ୍ତେ ନମସ୍ତେ ଦେବୀ ଅଭୟା କଲ୍ୟାଣି।।

ସୁଦୟା ବହିଲେ ମୂର୍ଖେ ଦେଉ ବ୍ରହ୍ମଜ୍ଞାନ,
ମୁକ କୁ କରୁ ବାଚାଳ ମୁଖରୀ ତୋ’ ନାମ।।

ଅନାହତ ସୂତ୍ରେ ଗଣ୍ଠି ଫିଟାଉ ତୁ’ ହେଳେ,
କାଳିଦାସ ଇତିବୃତ୍ତ କୀର୍ତ୍ତି ମହୀତଳେ।।

ଦେଲୁ ଅଯାଚିତ ଭାବେ କବିତ୍ୱର ବର,
ଗଣ୍ଡମୁର୍ଖ ପାଲଟିଲେ ପଣ୍ଡିତ ପ୍ରବର।।

ପବିତ୍ର ବସନ୍ତପଞ୍ଚମୀ ରେ ମା ଭଗବତୀ ମରାଳ ବାହିନୀ, ବାଗ୍ଦେବୀ, କାବ୍ୟ କଳା ଠାକୁରାଣୀ, ଦଶମହାବିଦ୍ୟା ଅନ୍ତର୍ଗତ ଉଗ୍ରତାରା ନୀଳସରସ୍ୱତୀ ସମସ୍ତଙ୍କୁ ଆଶିଷ ପ୍ରଦାନ ପୂର୍ବକ ଗାୟକ, ବାୟକ,କବି, ବିଦ୍ୟାର୍ଥୀ ଙ୍କ ସର୍ବବିଧ ମଙ୍ଗଳ କରନ୍ତୁ।

(ସମସ୍ତଙ୍କ ଅବଗତି ନିମନ୍ତେ ବେଦୋକ୍ତ ପ୍ରଭାବଶାଳୀ ନୀଳ ସରସ୍ୱତୀ ସ୍ତବ ନିମ୍ନରେ ଉଲ୍ଲେଖ କଲି)

*ଶ୍ରୀନୀଲସରସ୍ୱତୀସ୍ତୋତ୍ରମ୍*

ଘୋରରୂପେ ମହାରାବେ ସର୍ୱଶତ୍ରୁ ଭୟଙ୍କରୀ
ଭକ୍ତେଭ୍ୟୋ ବରଦେ ଦେବି ତ୍ରାହି ମାଂ ଶରଣାଗତମ୍ ॥ ୧॥

ଓଁ ସୁରାଽସୁରାର୍ଚିତେ ଦେବି ସିଦ୍ଧଗନ୍ଧର୍ୱସେବିତେ ।
ଜାଡ୍ୟପାପହରେ ଦେବି ତ୍ରାହି ମାଂ ଶରଣାଗତମ୍ ॥ ୨॥

ଜଟାଜୂଟସମାୟୁକ୍ତେ ଲୋଲଜିହ୍ୱାନ୍ତକାରିଣୀ ।
ଦ୍ରୁତବୁଦ୍ଧିକରେ ଦେବି ତ୍ରାହି ମାଂ ଶରଣାଗତମ୍ ॥ ୩॥

ସୌମ୍ୟ କ୍ରୋଧଧରେ ରୂପେ ଚଣ୍ଡରୂପେ ନମୋଽସ୍ତୁ ତେ ।
ସୃଷ୍ଟିରୂପେ ନମସ୍ତୁଭ୍ୟଂ ତ୍ରାହି ମାଂ ଶରଣାଗତମ୍ ॥ ୪॥

ଜଡାନାଂ ଜଡତାଂ ହନ୍ତି ଭକ୍ତାନାଂ ଭକ୍ତବତ୍ସଲା
ମୂଢତାଂ ହର ମେ ଦେବି ତ୍ରାହି ମାଂ ଶରଣାଗତମ୍ ॥ ୫॥

ବଂ ହ୍ରୂଂ ହ୍ରୂଂ କାମୟେ ଦେବି ବଲିହୋମପ୍ରିୟେ ନମଃ ।
ଉଗ୍ରତାରେ ନମୋ ନିତ୍ୟଂ ତ୍ରାହି ମାଂ ଶରଣାଗତମ୍ ॥ ୬॥

ବୁଦ୍ଧିଂ ଦେହି ଯଶୋ ଦେହି କବିତ୍ୱଂ ଦେହି ଦେହି ମେ ।
ମୂଢତ୍ଵଂ ଚ ହରେଦେବି ତ୍ରାହି ମାଂ ଶରଣାଗତମ୍ ॥ ୭॥

ଇନ୍ଦ୍ରାଦି ବିଳସ୍ ଦ୍ୱୃନ୍ଦବନ୍ଦିତେ କରୁଣାମୟୀ ।
ତାରେ ତାରାଧିନାଥାସ୍ୟେ ତ୍ରାହି ମାଂ ଶରଣାଗତମ୍ ॥ ୮॥

॥ ଅଥ ଫଲଶ୍ରୁତିଃ ॥

ଅଷ୍ଟମ୍ୟାଂ ଚ ଚତୁର୍ଦଶ୍ୟାଂ ନବମ୍ୟାଂ ଯଃ ପଠେନ୍ନରଃ ।
ଷଣ୍ମାସୈଃ ସିଦ୍ଧିମାପ୍ନୋତି ନାଽତ୍ର କାର୍ୟା ବିଚାରଣା ॥ ୧॥

ମୋକ୍ଷାର୍ଥୀ ଲଭତେ ମୋକ୍ଷଂ ଧନାର୍ଥୀ ଲଭତେ ଧନମ୍
ବିଦ୍ୟାର୍ଥୀ ଲଭତେ ବିଦ୍ୟାଂ ତର୍କବ୍ୟାକରଣାଦିକାମ୍ ॥ ୨॥

ଇଦଂ ସ୍ତୋତ୍ରଂ ପଠେଦ୍ୟସ୍ତୁ ସତତଂ ଶ୍ରଦ୍ଧୟାନ୍ୱିତଃ ।
ତସ୍ୟ ଶତ୍ରୁଃ କ୍ଷୟଂ ଯାତି ମହାପ୍ରଜ୍ଞା ଚ ଜାୟତେ ॥ ୩॥

ପୀଡାୟାଂ ବାପି ସଙ୍ଗ୍ରାମେ ଜାଡ୍ୟେ ଦାନେ ତଥା ଭୟେ ।
ଯ ଇଦଂ ପଠତି ସ୍ତୋତ୍ରଂ ଶୁଭଂ ତସ୍ୟ ନ ସଂଶୟଃ ॥ ୪॥

ଇତି ପ୍ରଣମ୍ୟ ସ୍ତୁତ୍ଵା ଚ ଯୋନିମୁଦ୍ରାଂ ପ୍ରଦର୍ଶୟେତ୍।।୫॥

।।ଇତି ଶ୍ରୀ ନୀଳସରସ୍ଵତୀ ସ୍ତୋତ୍ର ସଂପୂର୍ଣ୍ଣମ୍।।

ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
କୃପାସିନ୍ଧୁପୁର ଶାସନ
ଶରଦୁର୍ଗ
ଗଞ୍ଜାମ

Loading

Leave a Reply

Your email address will not be published. Required fields are marked *