July 05, 2022
11 11 11 AM
କମ୍ଭୁ-କଟକ ରେ କୋଟି ବ୍ରହ୍ମାଣ୍ତ ନାୟକ–ପବିତ୍ର ବେହେରା
*ଈଶ୍ବରଙ୍କୁ ପ୍ରଶ୍ନ–ହୃଦୟ ରଞ୍ଜନ ପରିଡ଼ା*
ବୁନ୍ଦାଏ ଲୁହ — ଭାରତୀ ପଣ୍ଡା
ବୁନ୍ଦାଏ ଲୁହ — ତପସ୍ୱିନୀ ଜେନା
ବୁନ୍ଦାଏ ଲୁହ — ନିର୍ମଳ ବାରିକ
ବୁନ୍ଦାଏ ଲୁହ — ସରୋଜ କୁମାର ସାହୁ
ବୁନ୍ଦାଏ ଲୁହ — ଚୁମକି ଦାସ
ବୁନ୍ଦାଏ ଲୁହ — ସୁଧାଂଶୁ ଗିରି
ବୁନ୍ଦାଏ ଲୁହ — ଜ୍ଞାନ ରଞ୍ଜନ ନାୟକ
ବୁନ୍ଦାଏ ଲୁହ — ମୁକ୍ତିରାଣୀ ଦେବତା
A spoon of tears —  Ratikanta Samal
A spoon of tears — Chinmayee Mohapatra
A spoon of tears — Sreekanta Panda
A spoon of tears — Dr.Satish C.Srivastava
A spoon of Tears — Shiw Shankar Shaw
A spoon of Tears — Pankajam Kottarath
A spoon of Tears — Bagawath Bhandari
A spoon of Tears — Afrose Saad
ବୁନ୍ଦାଏ ଲୁହ — ଭାରତୀ ପଣ୍ଡା
ବୁନ୍ଦାଏ ଲୁହ — ସ୍ୱାଗତିକା ବେହେରା
Latest Post
କମ୍ଭୁ-କଟକ ରେ କୋଟି ବ୍ରହ୍ମାଣ୍ତ ନାୟକ–ପବିତ୍ର ବେହେରା *ଈଶ୍ବରଙ୍କୁ ପ୍ରଶ୍ନ–ହୃଦୟ ରଞ୍ଜନ ପରିଡ଼ା* ବୁନ୍ଦାଏ ଲୁହ — ଭାରତୀ ପଣ୍ଡା ବୁନ୍ଦାଏ ଲୁହ — ତପସ୍ୱିନୀ ଜେନା ବୁନ୍ଦାଏ ଲୁହ — ନିର୍ମଳ ବାରିକ ବୁନ୍ଦାଏ ଲୁହ — ସରୋଜ କୁମାର ସାହୁ ବୁନ୍ଦାଏ ଲୁହ — ଚୁମକି ଦାସ ବୁନ୍ଦାଏ ଲୁହ — ସୁଧାଂଶୁ ଗିରି ବୁନ୍ଦାଏ ଲୁହ — ଜ୍ଞାନ ରଞ୍ଜନ ନାୟକ ବୁନ୍ଦାଏ ଲୁହ — ମୁକ୍ତିରାଣୀ ଦେବତା A spoon of tears —  Ratikanta Samal A spoon of tears — Chinmayee Mohapatra A spoon of tears — Sreekanta Panda A spoon of tears — Dr.Satish C.Srivastava A spoon of Tears — Shiw Shankar Shaw A spoon of Tears — Pankajam Kottarath A spoon of Tears — Bagawath Bhandari A spoon of Tears — Afrose Saad ବୁନ୍ଦାଏ ଲୁହ — ଭାରତୀ ପଣ୍ଡା ବୁନ୍ଦାଏ ଲୁହ — ସ୍ୱାଗତିକା ବେହେରା

ସମ୍ବିଧାନ — ମମତା ବାରିକ

🌷🙏ସମ୍ବିଧାନ🙏🌷
“””””””””””””””””””””””””””
ଭାରତୀୟ ବୋଲି ଆମେ ଗର୍ଭ କରିବା
ସମ୍ବିଧାନ ନିୟମକୁ ମାନି ଚଳିବା।
1949 ମସିହା ନଭେମ୍ବର 26 ତାରିଖ
ସମ୍ବିଧାନ ପ୍ରଣୟନ ସଭା ଆରମ୍ଭ ହେଲା।
ସମ୍ବିଧାନ କୁ ଆମେ ସମ୍ମାନ କରିବା।
ତାର ଉପଦେଶ କୁ ଗ୍ରହଣ କରିବା।
ଭାତୃତ୍ୱ ଭାବ ସଭିଙ୍କ ମନରେ ସୃଷ୍ଟି କରିବା।
ତାର ସାମାଜିକ,ରାଜନୈତିକ,ଅର୍ଥନୈତିକ
ନ୍ୟାୟ କୁ ଆଦର୍ଶ ମାନିବା।
ସଭିଙ୍କୁ ସମାନ ଦୃଷ୍ଟିରେ ରଖିବା।
ହିଂସା,କୁସଂସ୍କାର କୁ ଦୂରେଇ ଦେବା।
ଆମ ଦେଶର ସମସ୍ତ ସମ୍ପଦ କୁ ସୁରଖିତ କରିବା।
ଶିକ୍ଷାଲାଭ ପାଇଁ ସଭିଙ୍କୁ ଉସ୍ଛାହିତ କରିବା।
ଆମେ ଆମ ସମ୍ବିଧାର ନିୟମ ରକ୍ଷା କରିବା।
ତାର ପ୍ରତିଷ୍ଠାତା ଙ୍କୁ ସମ୍ମାନ କରିବା।
ଧର୍ମ ନିରପେକ୍ଷ ଭାବେ ସଂକଳ୍ପ କରିବା।
ସଭିଙ୍କ ମଧ୍ୟରେ ଏକତା ଭରିବା।
🙏🙏🙏
ମମତା ବାରିକ,+3(ଶିକ୍ଷା ସମ୍ମାନ),
ସ୍ଥାନ-ଯାଜପୁର,ବାରବାଟି,ଗ୍ରାମ-ବାମଦେବପୁର,
ମୋ-8658127910।

 212 total views,  1 views today

Leave a Reply

Your email address will not be published.

sixty ÷ sixty =