🌷🙏ସମ୍ବିଧାନ🙏🌷
“””””””””””””””””””””””””””
ଭାରତୀୟ ବୋଲି ଆମେ ଗର୍ଭ କରିବା
ସମ୍ବିଧାନ ନିୟମକୁ ମାନି ଚଳିବା।
1949 ମସିହା ନଭେମ୍ବର 26 ତାରିଖ
ସମ୍ବିଧାନ ପ୍ରଣୟନ ସଭା ଆରମ୍ଭ ହେଲା।
ସମ୍ବିଧାନ କୁ ଆମେ ସମ୍ମାନ କରିବା।
ତାର ଉପଦେଶ କୁ ଗ୍ରହଣ କରିବା।
ଭାତୃତ୍ୱ ଭାବ ସଭିଙ୍କ ମନରେ ସୃଷ୍ଟି କରିବା।
ତାର ସାମାଜିକ,ରାଜନୈତିକ,ଅର୍ଥନୈତିକ
ନ୍ୟାୟ କୁ ଆଦର୍ଶ ମାନିବା।
ସଭିଙ୍କୁ ସମାନ ଦୃଷ୍ଟିରେ ରଖିବା।
ହିଂସା,କୁସଂସ୍କାର କୁ ଦୂରେଇ ଦେବା।
ଆମ ଦେଶର ସମସ୍ତ ସମ୍ପଦ କୁ ସୁରଖିତ କରିବା।
ଶିକ୍ଷାଲାଭ ପାଇଁ ସଭିଙ୍କୁ ଉସ୍ଛାହିତ କରିବା।
ଆମେ ଆମ ସମ୍ବିଧାର ନିୟମ ରକ୍ଷା କରିବା।
ତାର ପ୍ରତିଷ୍ଠାତା ଙ୍କୁ ସମ୍ମାନ କରିବା।
ଧର୍ମ ନିରପେକ୍ଷ ଭାବେ ସଂକଳ୍ପ କରିବା।
ସଭିଙ୍କ ମଧ୍ୟରେ ଏକତା ଭରିବା।
🙏🙏🙏
ମମତା ବାରିକ,+3(ଶିକ୍ଷା ସମ୍ମାନ),
ସ୍ଥାନ-ଯାଜପୁର,ବାରବାଟି,ଗ୍ରାମ-ବାମଦେବପୁର,
ମୋ-8658127910।
5 total views, 1 views today