March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ରକ୍ତାକ୍ତ ରାଜମୁକୁଟ– ଦୀପିକା ଦାଶ*

*ରକ୍ତାକ୍ତ ରାଜମୁକୁଟ*
◆◆◆◆◆◆◆◆◆◆◆
ସେଇ ବାଘୁଣୀର ମୁହଁରେ
ଲାଗି ସାରିଥିଲା ମଣିଷ ମାଂସର ସ୍ୱାଦ
କ୍ଷମତାର ନିଶା ଏମିତି ଗ୍ରାସ କରିସାରିଥିଲା ତାକୁ ଯେ
ନିରୀହ ଜନତାଙ୍କ ଶବ ର
ଚାଦର ବିଛାଇ
କରିଚାଲିଲା ତା ଉପରେ
ସିଂହାସନ ଆରୋହଣ ।

ବିରାଡ଼ି କଣ ସବୁଦିନ ଲୁଚିଲୁଚି
ଏମିତି କ୍ଷୀର ପିଉଥିବ ?
ଧରା ପଡିଗଲା ବିରାଡ଼ି ବୈଷ୍ଣବ
ଦିନେ ସେ ପିନ୍ଧିଥିବା ଶୁଭ୍ର ବସ୍ତ୍ରରେ
ପ୍ରାଞ୍ଜଳ ଭାବେ ଦିଶିଗଲା ଛିଟା ଛିଟା ରକ୍ତ।

ରାଜମୁକୁଟର ଅପପ୍ରୟୋଗରେ ବାଘୁଣୀ
ଲଗାଇଦେଲା ଶୃଗାଳ ପଲକୁ
ଆଖି ବୁଜିଦେଲା ଚିରକାଳ ପାଇଁ
ଏକ କୁନି ହରିଣୀ ।

“ୟେ ନ ଚଲ୍ ବେ…”

ଏବେ ସମୟ ଆସିଯାଇଛି,
ଚାଲ
ଆମ କ୍ଷେତକୁ ଆମେ ଚଷିବା
ଧାନ ବିଲରୁ ଅଗାଡ଼ି ବାଳୁଙ୍ଗା
ଗୋଟି ଗୋଟି କାଢି ଫିଙ୍ଗିଦେବା ।
★★★★★★★★
©ଦୀପିକା ଦାଶ

Loading

15 thoughts on “*ରକ୍ତାକ୍ତ ରାଜମୁକୁଟ– ଦୀପିକା ଦାଶ*

  1. Thanks for another magnificent post. Where else could anyone get that kind of information in such a perfect way of writing? I have a presentation next week, and I’m on the look for such information.

  2. Aw, this was an incredibly nice post. Finding the time and actual effort to make a good articleÖ but what can I sayÖ I procrastinate a lot and never seem to get nearly anything done.

Leave a Reply to more details Cancel reply

Your email address will not be published. Required fields are marked *