April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ରାତ୍ରି ଗୋ ତୁମେ — ରଞ୍ଜନ କୁମାର ମହାନ୍ତି

ରାତ୍ରି ଗୋ ତୁମେ

ରାତ୍ରି ଗୋ ତୁମେ ନିଶବ୍ଦ ଉକ୍ତିର
ଆଞ୍ଜୁଳାଏ ଅନୁସୂଚି
ତୁମେ ପୁଣି କେବେ ପ୍ରକୃତି ପୁସ୍ତକେ
ପ୍ରତ୍ୟାଶାର ପ୍ରଶ୍ନବାଚୀ
ସୁଷମା ସାଗରୁ ବାଛି
ସରଗର ଶିରୀ ମରତର କୋଳେ
ଆପେ ଆପେ ଦିଅ ଯାଚି

ରାତ୍ରି ତୁମେ କେବେ କୃଷ୍ଣପଟ ସାଜ
ଅଙ୍ଗେ ଧରି କେତେ ଚିହ୍ନ
ଧ୍ୟାନମୟୀ ତୁମେ ସମୟ ସାରଥୀ
ସାଧନାର ମଧୁଲଗ୍ନ
ଜ୍ୟୋତ୍ସ୍ନା ସିକ୍ତ ହୁଏ ଜହ୍ନ
ତୁମରି ପରଶେ ଶେଫାଳୀ କଳିକା
ବିକାଶରେ ହୁଏ ମଗ୍ନ

ରାତ୍ରି ତୁମେ ପୁଣି ବେଳାଭୂମି ବକ୍ଷେ
ଉତ୍ତାଳ ଉର୍ମି ଚୁମ୍ବନ
ଜହ୍ନ ହୁଏ ସାକ୍ଷୀ ବାଲୁକା ଶଯ୍ୟାରେ
ଅପୂର୍ବ ମହାମିଳନ
ପ୍ରକୃତିର ନିର୍ବାଚନ
ଉଷାର ଜନନୀ ପରିତ୍ୟକ୍ତ ପ୍ରାଣେ
ତୁମେ ଏକ ଆଲିଙ୍ଗନ

ରଞ୍ଜନ କୁମାର ମହାନ୍ତି
ବାଲେଶ୍ୱର
ମୋ –8658574945

 488 total views,  1 views today

3 thoughts on “ରାତ୍ରି ଗୋ ତୁମେ — ରଞ୍ଜନ କୁମାର ମହାନ୍ତି

  1. I have observed that online education is getting well-liked because attaining your degree online has developed into popular selection for many people. A lot of people have certainly not had a chance to attend an established college or university yet seek the elevated earning potential and career advancement that a Bachelor’s Degree gives. Still people might have a diploma in one training but would want to pursue a thing they now develop an interest in.

  2. Thanks a bunch for sharing this with all of us you really know what you are talking about! Bookmarked. Kindly also visit my website =). We could have a link exchange agreement between us!

Leave a Reply

Your email address will not be published. Required fields are marked *