July 05, 2022
11 11 11 AM
କମ୍ଭୁ-କଟକ ରେ କୋଟି ବ୍ରହ୍ମାଣ୍ତ ନାୟକ–ପବିତ୍ର ବେହେରା
*ଈଶ୍ବରଙ୍କୁ ପ୍ରଶ୍ନ–ହୃଦୟ ରଞ୍ଜନ ପରିଡ଼ା*
ବୁନ୍ଦାଏ ଲୁହ — ଭାରତୀ ପଣ୍ଡା
ବୁନ୍ଦାଏ ଲୁହ — ତପସ୍ୱିନୀ ଜେନା
ବୁନ୍ଦାଏ ଲୁହ — ନିର୍ମଳ ବାରିକ
ବୁନ୍ଦାଏ ଲୁହ — ସରୋଜ କୁମାର ସାହୁ
ବୁନ୍ଦାଏ ଲୁହ — ଚୁମକି ଦାସ
ବୁନ୍ଦାଏ ଲୁହ — ସୁଧାଂଶୁ ଗିରି
ବୁନ୍ଦାଏ ଲୁହ — ଜ୍ଞାନ ରଞ୍ଜନ ନାୟକ
ବୁନ୍ଦାଏ ଲୁହ — ମୁକ୍ତିରାଣୀ ଦେବତା
A spoon of tears —  Ratikanta Samal
A spoon of tears — Chinmayee Mohapatra
A spoon of tears — Sreekanta Panda
A spoon of tears — Dr.Satish C.Srivastava
A spoon of Tears — Shiw Shankar Shaw
A spoon of Tears — Pankajam Kottarath
A spoon of Tears — Bagawath Bhandari
A spoon of Tears — Afrose Saad
ବୁନ୍ଦାଏ ଲୁହ — ଭାରତୀ ପଣ୍ଡା
ବୁନ୍ଦାଏ ଲୁହ — ସ୍ୱାଗତିକା ବେହେରା
Latest Post
କମ୍ଭୁ-କଟକ ରେ କୋଟି ବ୍ରହ୍ମାଣ୍ତ ନାୟକ–ପବିତ୍ର ବେହେରା *ଈଶ୍ବରଙ୍କୁ ପ୍ରଶ୍ନ–ହୃଦୟ ରଞ୍ଜନ ପରିଡ଼ା* ବୁନ୍ଦାଏ ଲୁହ — ଭାରତୀ ପଣ୍ଡା ବୁନ୍ଦାଏ ଲୁହ — ତପସ୍ୱିନୀ ଜେନା ବୁନ୍ଦାଏ ଲୁହ — ନିର୍ମଳ ବାରିକ ବୁନ୍ଦାଏ ଲୁହ — ସରୋଜ କୁମାର ସାହୁ ବୁନ୍ଦାଏ ଲୁହ — ଚୁମକି ଦାସ ବୁନ୍ଦାଏ ଲୁହ — ସୁଧାଂଶୁ ଗିରି ବୁନ୍ଦାଏ ଲୁହ — ଜ୍ଞାନ ରଞ୍ଜନ ନାୟକ ବୁନ୍ଦାଏ ଲୁହ — ମୁକ୍ତିରାଣୀ ଦେବତା A spoon of tears —  Ratikanta Samal A spoon of tears — Chinmayee Mohapatra A spoon of tears — Sreekanta Panda A spoon of tears — Dr.Satish C.Srivastava A spoon of Tears — Shiw Shankar Shaw A spoon of Tears — Pankajam Kottarath A spoon of Tears — Bagawath Bhandari A spoon of Tears — Afrose Saad ବୁନ୍ଦାଏ ଲୁହ — ଭାରତୀ ପଣ୍ଡା ବୁନ୍ଦାଏ ଲୁହ — ସ୍ୱାଗତିକା ବେହେରା

ରାତ୍ରି ଗୋ ତୁମେ — ରଞ୍ଜନ କୁମାର ମହାନ୍ତି

ରାତ୍ରି ଗୋ ତୁମେ

ରାତ୍ରି ଗୋ ତୁମେ ନିଶବ୍ଦ ଉକ୍ତିର
ଆଞ୍ଜୁଳାଏ ଅନୁସୂଚି
ତୁମେ ପୁଣି କେବେ ପ୍ରକୃତି ପୁସ୍ତକେ
ପ୍ରତ୍ୟାଶାର ପ୍ରଶ୍ନବାଚୀ
ସୁଷମା ସାଗରୁ ବାଛି
ସରଗର ଶିରୀ ମରତର କୋଳେ
ଆପେ ଆପେ ଦିଅ ଯାଚି

ରାତ୍ରି ତୁମେ କେବେ କୃଷ୍ଣପଟ ସାଜ
ଅଙ୍ଗେ ଧରି କେତେ ଚିହ୍ନ
ଧ୍ୟାନମୟୀ ତୁମେ ସମୟ ସାରଥୀ
ସାଧନାର ମଧୁଲଗ୍ନ
ଜ୍ୟୋତ୍ସ୍ନା ସିକ୍ତ ହୁଏ ଜହ୍ନ
ତୁମରି ପରଶେ ଶେଫାଳୀ କଳିକା
ବିକାଶରେ ହୁଏ ମଗ୍ନ

ରାତ୍ରି ତୁମେ ପୁଣି ବେଳାଭୂମି ବକ୍ଷେ
ଉତ୍ତାଳ ଉର୍ମି ଚୁମ୍ବନ
ଜହ୍ନ ହୁଏ ସାକ୍ଷୀ ବାଲୁକା ଶଯ୍ୟାରେ
ଅପୂର୍ବ ମହାମିଳନ
ପ୍ରକୃତିର ନିର୍ବାଚନ
ଉଷାର ଜନନୀ ପରିତ୍ୟକ୍ତ ପ୍ରାଣେ
ତୁମେ ଏକ ଆଲିଙ୍ଗନ

ରଞ୍ଜନ କୁମାର ମହାନ୍ତି
ବାଲେଶ୍ୱର
ମୋ –8658574945

 388 total views,  1 views today

2 thoughts on “ରାତ୍ରି ଗୋ ତୁମେ — ରଞ୍ଜନ କୁମାର ମହାନ୍ତି

  1. Thanks a bunch for sharing this with all of us you really know what you are talking about! Bookmarked. Kindly also visit my website =). We could have a link exchange agreement between us!

Leave a Reply

Your email address will not be published.

eighty eight ÷ = eleven