November 28, 2021
11 11 11 AM
*BEYOND LIMITS -Dr.Prasana Kumar Dalai*
*କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*
*ଦି’ ଦିନ ଜୀବନ – ପ୍ରସନ୍ନ କୁମାର ମେହେର*
*ମରିଯାଉଥିବା ଆଶା – ମନୋଜ କୁମାର ଦାସ*
*ଜାତିରୁ ବିପତ୍ତି – ସୀମାଞ୍ଚଳ ପଣ୍ଡା*
*ହେ… ଚକାନୟନ – ରୀକ୍ଷିରାମ ମେହେର*
*ବିଦ୍ୟାପତି-ଲଳିତା ଉପାଖ୍ୟାନ-ଜାନକୀ ମହାନ୍ତ*
*କଥାର ମୃତ୍ୟୁ- ନବ କୁମାର ଦାସ*
*ଟିକେ ମନକୁ ପଚାର – ଭାସ୍କର ରାଉତ*
*ଶୀତର ପରଶ- ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା *
*ଆପଣା ଓ ପର- ଜୟ କୁମାର ମିଶ୍ର *
*ଜୀବେ ଦୟା କର-ଜାନକୀ ମହାନ୍ତ*
*ଶରଶଯ୍ୟା ଜୀବନ- ଡ଼ଃ ଲଷ୍ମୀକାନ୍ତ ଦାଶ*
*ପ୍ରେମ–ବନସ୍ମିତା ପଣ୍ଡା*
*ବସନ୍ତ କରିଛି ଆଗମନ–ବନସ୍ମିତା ପଣ୍ଡା*
*ଏକାନ୍ତ– ବନସ୍ମିତା ପଣ୍ଡା*
*ପରିଚୟ(ଭାଗ-ଏକ)– ବନସ୍ମିତା ପଣ୍ଡା*
*ସେ! – ବନସ୍ମିତା ପଣ୍ଡା*
*ସାଗର କହେ – ସୀମାଞ୍ଚଳ ପଣ୍ଡା*
*ଅମୃତର ସୃଷ୍ଟି ଶିଶୁ – ପ୍ରତାପ କିଶୋର ରାଉତ*
Latest Post
*BEYOND LIMITS -Dr.Prasana Kumar Dalai* *କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି* *ଦି’ ଦିନ ଜୀବନ – ପ୍ରସନ୍ନ କୁମାର ମେହେର* *ମରିଯାଉଥିବା ଆଶା – ମନୋଜ କୁମାର ଦାସ* *ଜାତିରୁ ବିପତ୍ତି – ସୀମାଞ୍ଚଳ ପଣ୍ଡା* *ହେ… ଚକାନୟନ – ରୀକ୍ଷିରାମ ମେହେର* *ବିଦ୍ୟାପତି-ଲଳିତା ଉପାଖ୍ୟାନ-ଜାନକୀ ମହାନ୍ତ* *କଥାର ମୃତ୍ୟୁ- ନବ କୁମାର ଦାସ* *ଟିକେ ମନକୁ ପଚାର – ଭାସ୍କର ରାଉତ* *ଶୀତର ପରଶ- ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା * *ଆପଣା ଓ ପର- ଜୟ କୁମାର ମିଶ୍ର * *ଜୀବେ ଦୟା କର-ଜାନକୀ ମହାନ୍ତ* *ଶରଶଯ୍ୟା ଜୀବନ- ଡ଼ଃ ଲଷ୍ମୀକାନ୍ତ ଦାଶ* *ପ୍ରେମ–ବନସ୍ମିତା ପଣ୍ଡା* *ବସନ୍ତ କରିଛି ଆଗମନ–ବନସ୍ମିତା ପଣ୍ଡା* *ଏକାନ୍ତ– ବନସ୍ମିତା ପଣ୍ଡା* *ପରିଚୟ(ଭାଗ-ଏକ)– ବନସ୍ମିତା ପଣ୍ଡା* *ସେ! – ବନସ୍ମିତା ପଣ୍ଡା* *ସାଗର କହେ – ସୀମାଞ୍ଚଳ ପଣ୍ଡା* *ଅମୃତର ସୃଷ୍ଟି ଶିଶୁ – ପ୍ରତାପ କିଶୋର ରାଉତ*

*ନାରୀ ନାରାୟଣୀ – ସସ୍ମିତା ବେହେରା*

🌷ନାରୀ-ନାରାୟଣୀ🌷

*ସସ୍ମିତା ବେହେରା *

***************************

ନାରୀ ନୁହେଁ ସେତ ଦେବତାମନ୍ଦିର

କୋଳେ ତା ସରଗ ଶାନ୍ତି

ଜନ୍ମରୁ ଜାତନା ଅନ୍ତିମ ଯାତ୍ରାରେ

ଦିଏ ସେ ପଣତପାତି।।

 

ବିପଦେ ଆପଦେ ସରଗ ସମ୍ପଦେ

ମାଆର ପଣତ ଛାଇ

ଲୁହ ଧାର ଝରି ଆସଇ କଷଣେ

ମାତୃତ୍ଵ ମମତା ଦେଇ।।

 

ଜାୟା ଓ ଜନନୀ ଭଗିନୀ ରୂପରେ

ନାରୀ ଭୂମିକା ନିଭାଏ

ମମତା ବନ୍ଧନ ସ୍ନେହ ପ୍ରେମ ଦାନ

ସମୟ ପରଶି ଦିଏ।।

 

ଚେନାଏ ହସରେ ସକାଳ ଆସଇ

ପଣତ ଛାଇରେ ରାତି

ମାଆ କୋଳୁ ପୁଅ ଲଘେଂ ଗିରିବନ

ସଂସାରେ ନଥାଏ ଭୀତି।।

 

ନାରୀଟିଏ ବୁଝି ନାରୀର ବେଦନା

ଶ୍ରୀଆର ଦୁଆରେ ଦିନେ

ନାରାୟଣୀ ସାଜି ଏଧରା ବକ୍ଷରେ

ସୃଷ୍ଟି ମହିଷା ମର୍ଦ୍ଦନେ ।।

 

ନାରୀଟିଏ ଦିନେ ନାରାୟଣୀ ରୂପେ

ଦଶାନନେ ଦେଲେ ଶିକ୍ଷା

ମହୀୟସୀ ସିଏ ଆଦ୍ୟପୂଜ୍ୟ ସ୍ରଷ୍ଟା

ଦେବଗଣେ କରି ରକ୍ଷା ।।

 

ନାରୀ ସାଜିଥିଲା ନାରାୟଣୀ ଦିନେ

ଦ୍ରୌପଦୀ ବିବସ୍ତ୍ର କାଳେ

କ୍ରୋଧର ନିଆଁରେ ବସ୍ତ୍ର ଜଳିଗଲା

ଇନ୍ଦୁମତି ସଭାତଳେ ।।

 

ବସୁଧାର ଭାରା ଧାରଣ କରି ସେ

ଅନ୍ତିମ ଶକତି ଯାଏ

ଲକ୍ଷ୍ମଣ ରେଖାଟା ଅତିକ୍ରମ ହେଲେ

ସୃଷ୍ଟି ଧ୍ଵଂସ ହୋଇଯାଏ ।।

*****************************

*** ସସ୍ମିତା ବେହେରା***

**** ବାଙ୍କୀ, କଟକ****

 234 total views,  1 views today

Leave a Reply

Your email address will not be published. Required fields are marked *