April 12, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ଆଲୋକମୟ ସ୍ପର୍ଶ-ପ୍ରିୟଦର୍ଶିନୀ ମହାପାତ୍ର*

ଆଲୋକମୟ ସ୍ପର୍ଶ
~~~~~~~~~~~~~

ବିବ୍ରତ ବିମର୍ଷ ବିକୃତ ଏ ହୃଦୟ ପରିଧିରେ
କାହା ପଦଧ୍ଵନି ଶୁଣି ପଳାୟନ କଲା ମୋ ଆଳସ୍ୟ,
ସମ୍ପୂର୍ଣ୍ଣ ଜୀବନ ମୋର ହୋଇଗଲା ସ୍ତବ୍ଧ
ସତେ ଅବା ଅଟକିଗଲା ସମୟର ଗତି,
ଲୋତକ ଲୁଚାଇ ହସିବାରେ ଅଭ୍ୟସ୍ତ ନେତ୍ରଦ୍ୱୟ ପୁନର୍ବାର ଶିଖିଗଲେ କ୍ରନ୍ଦନ ।

ଆଳସ୍ୟରେ ଆସକ୍ତ ନୟନ ନିଦ୍ରାକୁ କଲା ବିସ୍ମରଣ,
ଜିହ୍ଵା ଶିଖିଗଲା ସଂଯମ,
କ୍ଷୁଧାର୍ତ୍ତ ଶରୀରରେ ବି ଖେଳିଗଲା ସକ୍ରିୟତା ।
ନୁହେଁ ଏହା ଶାରୀରିକ ସ୍ପର୍ଶ,
ଏହା ପବିତ୍ର ନିର୍ମଳ ଶାଶ୍ୱତ ତମଭେଦୀ
ଉଜ୍ଜ୍ୱଳ ଆଲୋକମୟ ସ୍ପର୍ଶ, ହଁ, ଆଲୋକମୟ ସ୍ପର୍ଶ ।

ନିୟୁତ ବର୍ଷର ଅନ୍ଧକାରକୁ କାହିଁ କେତେ ଦୂରକୁ ଠେଲିଦେଲା ସେ,
ଦୂରତ୍ୱରେ ନିବିଡ଼ତାର ଅନୁଭବ ଅନୁଭୂତ କରାଇଲା ସେ,
ଏ ତୁଚ୍ଛ ମଣିଷର ହୀନମନ୍ୟତା ଆଜି
ମହାନତାରେ ପରିବର୍ତ୍ତିତ ହେବାକୁ ନେଲା ସଂକଳ୍ପ ।

ନିସ୍ତେଜ ମର୍ମଶିଖା ମୋର ସାଜିଲା ପ୍ରତିବଦ୍ଧତାର ବହ୍ନି
ପ୍ରଶାନ୍ତ ରତ୍ନାକରେ ଦୃଶ୍ୟମାନ ହେଲା ଉଦବେଳିତ ଉର୍ମି,
ଶୁଷ୍କ ନେତ୍ରଧାରେ ଅଶ୍ରୁର ସୁନାମୀ,
ଆଜନ୍ମ ପ୍ରପୀଡିତ ରକ୍ତାକ୍ତ ଆତ୍ମା ଲଭିଲା ସତେ ଆତ୍ମତୃପ୍ତି,
କଣ୍ଟକର ଆଘାତରେ କ୍ଷତାକ୍ତ ପାଦ ପାଇଁ କୁସୁମ କୋମଳ ପରଶ…
ସେ ଆଲୋକମୟ ସ୍ପର୍ଶରେ ଆଲୋକିତ ହେଉ ମୋର ସମ୍ପୂର୍ଣ୍ଣ ଜୀବନ ପରିଧି ।

ପ୍ରିୟଦର୍ଶିନୀ ମହାପାତ୍ର
ଗଞ୍ଜାମ, ଓଡ଼ିଶା

Loading

One thought on “*ଆଲୋକମୟ ସ୍ପର୍ଶ-ପ୍ରିୟଦର୍ଶିନୀ ମହାପାତ୍ର*

Leave a Reply

Your email address will not be published. Required fields are marked *