March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ପ୍ରିୟତମା – ଦିନେଶ ଅଗ୍ରୱାଲା

ପ୍ରିୟତମା !
କାଚର ଆଇନା ଘରେ
ସାଇତି ରଖିଛି
ତୁମରି ନାଁ ରେ
ଗହମ ରଙ୍ଗର
ମହମ ପ୍ରତିମା l
ଅଦିନିଆ ଖରାବେଳେ
ଡରମାଡ଼େ
କାଳେ ତୁମେ ବହିଯିବ
ମୋ ଦେହର ଝାଳପରି
ଉପରୁ ତଳକୁ l
ପ୍ରିୟତମା
ମନ ଜଳେ ଦେହ ଜଳେ
ମହମ ତରଳେ
ହୃଦୟ ସଳିତା ହୋଇ
ପ୍ରେମ ଦୀପ ଦପ୍ ଦପ୍ ଜଳେ l

ମୋବାଇଲ ନମ୍ବର -9668881391

Loading

30 thoughts on “ପ୍ରିୟତମା – ଦିନେଶ ଅଗ୍ରୱାଲା

  1. Your style is really unique compared to other folks I’ve read stuff from. I appreciate you for posting when you have the opportunity, Guess I will just book mark this blog.

  2. Having read this I believed it was really enlightening. I appreciate you taking the time and energy to put this content together. I once again find myself spending a lot of time both reading and leaving comments. But so what, it was still worth it!

  3. Hey There. I found your blog using msn. That is a really neatly written article.I will make sure to bookmark it and return to readmore of your helpful info. Thanks for the post. I will definitely comeback.

  4. I’m now not sure the place you are getting your info,however good topic. I must spend a while finding out much more or understanding more.Thanks for wonderful info I used to be on the lookout for this information for my mission.

  5. I intended to compose you a bit of note in order to give many thanks again considering the beautiful basics you’ve contributed above. It’s extremely generous of people like you in giving easily all a few people could have advertised as an e-book in making some bucks for their own end, certainly considering that you could have done it if you considered necessary. The concepts additionally acted as a easy way to be aware that many people have a similar desire just as mine to figure out a great deal more concerning this condition. Certainly there are a lot more enjoyable instances ahead for folks who check out your blog.

  6. ବାସ୍ତବିକ ପ୍ରିୟତମା ଏକ ହୃଦୟସ୍ପର୍ଶୀ ପ୍ରେମ ଆଖ୍ୟାନ ମୂଳକ କବିତା,ପ୍ରତ୍ୟେକ କବିତାର କିଛି ନା କିଛି ରୂପ, ରସ, ଗନ୍ଧ ଥାଏ, ସେଥି ମଧ୍ୟରୁ ଆପଣଙ୍କ “‘ପ୍ରିୟତମା “” ଏକ ଅଭିନବ ଧରଣ ସ୍ଥାନ ଗ୍ରହଣ କରେ, ସତରେ ଆପଣଙ୍କ ପ୍ରତ୍ୟେକ ଶବ୍ଦରେ ରହିଛି ଅର୍ପୂବ ସାଙ୍ଗୀତିକତା ଯାହା ପ୍ରିୟତମାକୁ କରିଛି,ଅଧିକ ମାର୍ମିକ ଓ ଚିତ୍ତାକର୍ଷକ…

    1. ଭୀଷ୍ମ ତୁମର ଚିତ୍ତାକର୍ଷକ ଆଉ ସୁଚିନ୍ତିତ ମତ ବାସ୍ତବିକ ସ୍ୱୀକାରଯୋଗ୍ୟ l

  7. କବିତାରେ ବାହ୍ୟ ପରିବେଶର ବସ୍ତୁ ସହିତ ଅନ୍ତରର ପରିବେଶକୁ ଯୋଡି ହୃଦୟରୂପକ ସଳିତାରେ ମନରୂପକ ମହମ ତରଲାଇ ପ୍ରେମର ଦୀପ ପ୍ରଜ୍ଜଳିତ ହୋଇଛି l ରୂପକର ସଫଳ ପ୍ରୟୋଗ, ସୁନିର୍ବାଚିତ ସୁଶବ୍ଦସଜ୍ଜା ଘଟି ଏକ ହୃଦୟସ୍ପର୍ଶି ରୋମାଣ୍ଟିକ କବିତା ଭାବରେ ପାଠକ ମହଲରେ ଏକ ସ୍ୱତନ୍ତ୍ର ସ୍ଥାନ ଆବୋରିବ -ଏଥିରେ ତିଳେ ମାତ୍ରେ ସନ୍ଦେହ ନାହିଁ

    1. ଆନ୍ତରିକ ଧନ୍ୟବାଦ ଯୋଗେଶ୍ୱର l ଏ ମତଟି ବାସ୍ତବିକ ପ୍ରଣିଧାନଯୋଗ୍ୟ ଏବଂ ତୁମର ଶବ୍ଦବିନ୍ୟାସ ଶୈଳୀ ମଧ୍ୟ ମୋ ହୃଦୟକୁ ସ୍ପର୍ଶ କରେ l

  8. ଛାତି ତଳେ ସାଇତି ରଖିଥିବା ପ୍ରେମିକାର ଛବିକୁ ଅତି ପ୍ରାଞ୍ଜଳ ଭାବରେ ରୂପାୟିତ କରିବାରେ କବି ମହାଶୟ ସିଦ୍ଧହସ୍ତ….

    1. ଧନ୍ୟବାଦ ପ୍ରହଲ୍ଲାଦ ଭାଇ,ପ୍ରିୟତମା ଛବିକୁ କଣ ଅନାବନା ଜାଗାରେ ରଖିହୁଏ? ସେ ତ ସବୁବେଳେ ହୃଦୟ ମନ୍ଦିରରେ ପ୍ରେମର ପୂଜାରୀଠୁ ପୂଜା ପାଉଥାଏ l

  9. ଖୁପ୍ ସୁନ୍ଦର୍ କବିଙ୍କ କଳ୍ପନା ।ସତେ ତୁମର ପ୍ରେମିକାର ପ୍ରେମର ବାସ୍ନା ଖୁବ୍ ତରଳ ଓ କୋମଳ, ଯେଉଁଟା କି ତମ ଭୟ ର ପ୍ରଥମ କାରଣ।

    1. ଆନ୍ତରିକ ଧନ୍ୟବାଦ ଦାଦା, ଯେଉଁଠି ପ୍ରେମ ରହିଛି ସେଠି ଭୟର ମାତ୍ରା କମ ହେଇପାରେ ହେଲେ ନିଶ୍ଚିତ ଭାବରେ କିଛି ନା କିଛି ଭୟ ତ ରହିଛି l

    2. ନିହାତି। କିନ୍ତୁ ଲେଖାଟି ହୃଦୟ ସ୍ୱର୍ଶି।

Leave a Reply to power cbd gummies review Cancel reply

Your email address will not be published. Required fields are marked *