May 29, 2023
11 11 11 AM
ALLUSION OF EVOLUTION – Manoj Kumar Panda 
ALLUSION OF MASOCHISM – Manoj Kumar Panda 
ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ
ମା’ତୁମେ ମମତାର ସାଗର – ଭାସ୍କର ରାଉତ
ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର
ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ
ସମୟ ବଡ଼ ବଳବାନ – ଭାସ୍କର ରାଉତ
ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ
ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ
ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ 
ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ
ଜୀବନ – ନଳିନୀ ପ୍ରଭା ମିଶ୍ର
କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର
ସାଧୁ ସାବଧାନ – ସୌଦାଗର ବିଶ୍ବାଳ
ପ୍ରତୀକ୍ଷାର ତୀରେ – ସୁଜାତା ଦାସ
ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା
ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ
ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି
Latest Post
ALLUSION OF EVOLUTION – Manoj Kumar Panda  ALLUSION OF MASOCHISM – Manoj Kumar Panda  ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ ମା’ତୁମେ ମମତାର ସାଗର – ଭାସ୍କର ରାଉତ ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ ସମୟ ବଡ଼ ବଳବାନ – ଭାସ୍କର ରାଉତ ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ  ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ ଜୀବନ – ନଳିନୀ ପ୍ରଭା ମିଶ୍ର କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର ସାଧୁ ସାବଧାନ – ସୌଦାଗର ବିଶ୍ବାଳ ପ୍ରତୀକ୍ଷାର ତୀରେ – ସୁଜାତା ଦାସ ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି

କବିତା-ପ୍ରେମ–କବି-ଯୁଧିଷ୍ଠିର ମୁଦୁଲି

*ପ୍ରେମ*

ପ୍ରେମ,
ଜୀବନ ସହ ଯୁଝିବାର
ନିରଙ୍କୁଶ ପ୍ରୟାସ
ହୃଦୟକୁ ଯୋଡିବାର
ଅନ୍ୟ ଏକ ବିଶ୍ୱାସ,
ପ୍ରେମ,
ଚାତକର ନୀରଭିଜା
ନଭାଗତ ବିନ୍ଦୁ
ନଦୀ ସହ ମିଳନର
ଅପେକ୍ଷାରତ ସିନ୍ଧୁ,
ପ୍ରେମ,
ହରେଇବାର ନେପଥ୍ୟରେ
ପାଇବାର ହେତୁ
ଜୀବନର ଶୁଷ୍କ ନଦୀରେ
ବନ୍ଧନର ସେତୁ,
ପ୍ରେମ,
ସାମାଜିକ ଶୃଙ୍ଖଳର
ଶଙ୍କାଯୁକ୍ତ ବିବାଦ
ଜାତିଗତ ପରମ୍ପରାର
ଭିନ୍ନ ଏକ ବିଷାଦ,*କବିତା-ପ୍ରେମ*
*କବି-ଯୁଧିଷ୍ଠିର ମୁଦୁଲି*

ପ୍ରେମ,
ଜୀବନ ସହ ଯୁଝିବାର
ନିରଙ୍କୁଶ ପ୍ରୟାସ
ହୃଦୟକୁ ଯୋଡିବାର
ଅନ୍ୟ ଏକ ବିଶ୍ୱାସ,
ପ୍ରେମ,
ଚାତକର ନୀରଭିଜା
ନଭାଗତ ବିନ୍ଦୁ
ନଦୀ ସହ ମିଳନର
ଅପେକ୍ଷାରତ ସିନ୍ଧୁ,
ପ୍ରେମ,
ହରେଇବାର ନେପଥ୍ୟରେ
ପାଇବାର ହେତୁ
ଜୀବନର ଶୁଷ୍କ ନଦୀରେ
ବନ୍ଧନର ସେତୁ,
ପ୍ରେମ,
ସାମାଜିକ ଶୃଙ୍ଖଳର
ଶଙ୍କାଯୁକ୍ତ ବିବାଦ
ଜାତିଗତ ପରମ୍ପରାର
ଭିନ୍ନ ଏକ ବିଷାଦ,
ପ୍ରେମ,
ପିତାମାତାଙ୍କ ବନ୍ଧନରେ
ସମର୍ପଣର ସାଧନ
ଈଶ୍ୱରଙ୍କ ଆଶୀର୍ବାଦର
ଅନ୍ୟ ଏକ ବନ୍ଧନ,
ତଥାପି,
ଜୀବନ ପ୍ରେମମୟ
ମିଳନ ଯେ ଦୁଇଟି ହୃଦୟର ।।

ଭବାନୀପାଟଣା,
କଳାହାଣ୍ଡି
ଦୂରାଭାଷ-୯୭୭୮୦୭୨୯୦୮
ପ୍ରେମ,
ପିତାମାତାଙ୍କ ବନ୍ଧନରେ
ସମର୍ପଣର ସାଧନ
ଈଶ୍ୱରଙ୍କ ଆଶୀର୍ବାଦର
ଅନ୍ୟ ଏକ ବନ୍ଧନ,
ତଥାପି,
ଜୀବନ ପ୍ରେମମୟ
ମିଳନ ଯେ ଦୁଇଟି ହୃଦୟର ।।

ଭବାନୀପାଟଣା,
କଳାହାଣ୍ଡି
ଦୂରାଭାଷ-୯୭୭୮୦୭୨୯୦୮

 532 total views,  1 views today

Leave a Reply

Your email address will not be published. Required fields are marked *