September 22, 2023
11 11 11 AM
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
ଗୁରୁ ଏବଂ ଶିକ୍ଷକ ମଧ୍ୟରେ ଅନେକ ଫରକ୍
Latest Post
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ ଗୁରୁ ଏବଂ ଶିକ୍ଷକ ମଧ୍ୟରେ ଅନେକ ଫରକ୍

ପ୍ରେମ ଫାଗ– ଛବିରାଣୀ ପତି

ପ୍ରେମ ଫାଗ

ମହାକାଳ ପରି ସୁନ୍ଦର ଏ’ ପ୍ରେମ
ସଚେତ ଜରୁରୀ ଜାଣ !
ସେ ଫାନ୍ଦରେ ଛନ୍ଦି ବଳିପଡୁଛନ୍ତି
ଆଜି, ବେହିସାବ୍ ନାରୀ ପ୍ରାଣ ।

ଫୁଲ ଦେଇ ଯିଏ କରିଥାନ୍ତି ସାଥୀ
ଦଳନ୍ତି କେମିତି ହାତେ !
ପ୍ରତିଶ୍ରୁତି ଦେଇ ସାତ ଜନମକୁ
ଭୁଲନ୍ତି ଦି’ଦିନ ଅନ୍ତେ ।

ମନଲାଖି ଟେଡି ଉପହାର ଦେଇ
ଭରନ୍ତି ମନରେ ସ୍ବପ୍ନ
ଖେଳନାଟେ ଭାବି ମନଭରି ଖେଳି
ଛାଡିଯାନ୍ତି କରି ଭଗ୍ନ ।

ଲୁକାଇତ ଅବା ସର୍ବ ସମ୍ମୁଖରେ
ଦିଅନ୍ତି, ଆଲିଙ୍ଗନ ସାହାସରେ
ସରଳ ମନକୁ ବିଶ୍ୱାସେ ସିନ୍ଦୂର
ଭରିଥାନ୍ତି ଗୋପନରେ ।

ସମାଜେ ଦେବାକୁ ସ୍ଵୀକୃତି ସମ୍ମାନ
ଦେଖାନ୍ତି ଅନେକ ଆଳ !
ପ୍ରେମ ସପ୍ତାହଟା ସରି ଯାଉଯାଉ
ଆଉ, ରୁଚେନା ବାସି ପଖାଳ ।

ଏଣ୍ଡୁଅଟେ ପରି ବଦଳାନ୍ତି ରୂପ
ଷଡ଼ଯନ୍ତ୍ର କରି କେତେ !
ସମୟ ସ୍ରୋତରେ ପେଶିହୋଇ ନାରୀ
ଜୀବନ ଦିଅନ୍ତି ଯେତେ ।

ସାବଧାନ ହୁଅ ମୋ ଦେଶର ଝିଅ
ଏ ‘ କ୍ରୂର ଚରିତ୍ର ଫାଗ !
କାକୁସ୍ତଙ୍କ ପରି ନ’ସମର୍ପି ନିଜକୁ
ପରଖି ନିଅରେ ଆଗ ।

ଛବିରାଣୀ ପତି, ମଧ୍ୟଶାସନ
ବିରିଡ଼ି ,, ଜଗତସିଂହପୁର ।।
ଫୋନ୍ – ୯୩୩୭୯୬୦୦୬୦

Loading

10 thoughts on “ପ୍ରେମ ଫାଗ– ଛବିରାଣୀ ପତି

  1. I get pleasure from, result in I discovered exactly what I used to be looking for. You have ended my four day long hunt! God Bless you man. Have a great day. Bye

  2. I do consider all of the ideas you’ve introduced to your post. They are very convincing and will certainly work. Still, the posts are very short for newbies. May you please prolong them a bit from next time? Thank you for the post.

  3. การฝาก-ถอน รับประกันไม่เกิน 3 วิ ด้วยระบบอัตโนมัติ ระบบรองรับการใช้งานง่ายผ่านคอมพิวเตอร์ และสมาทโฟนใช้เวลาไม่กี่นาที ก็สามารถเข้าเล่นเว็บพนันออนไลน์ได้อย่างง่ายดาย

  4. Thanks for one’s marvelous posting! I really enjoyed reading it, you’re a greatauthor.I will make sure to bookmark yourblog and definitely will come back sometime soon. I want to encourage that you continue your great work, have a niceweekend!

  5. Super natural and super beautiful! ! ! happy! ! ! ! It’s really *true, and easy to use. The first time I used it, it was praised. I was worried that the clip would be unstable and easy to fall. In the end, I was not worried at all.

Leave a Reply

Your email address will not be published. Required fields are marked *