January 28, 2023
11 11 11 AM
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା,
ହେ ଶିଳ୍ପୀ-କୁମାର ସୋନୁ
ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ
ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର
କଳା କୃତି-ସବିତା ପଟ୍ଟନାୟକ
କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ
बेटी बचाओ बेटी पढ़ाओ-लक्ष्मीप्रिया बेहेरा
ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ
ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ
ମୋର ଭୁଲ୍ କ’ଣ-ମମତା ବାରିକ୍
କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି
ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ
ଜାରଜ-ମୁକ୍ତିରାଣୀ ଦେବତା
ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା
ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ
ସାମାଜିକ ପରିବର୍ତ୍ତନ-କୁମାର ସୋନୁ
ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ
ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି
Latest Post
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା, ହେ ଶିଳ୍ପୀ-କୁମାର ସୋନୁ ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର କଳା କୃତି-ସବିତା ପଟ୍ଟନାୟକ କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ बेटी बचाओ बेटी पढ़ाओ-लक्ष्मीप्रिया बेहेरा ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ ମୋର ଭୁଲ୍ କ’ଣ-ମମତା ବାରିକ୍ କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ ଜାରଜ-ମୁକ୍ତିରାଣୀ ଦେବତା ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ ସାମାଜିକ ପରିବର୍ତ୍ତନ-କୁମାର ସୋନୁ ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି

ପ୍ରେମ ଫାଗ– ଛବିରାଣୀ ପତି

ପ୍ରେମ ଫାଗ

ମହାକାଳ ପରି ସୁନ୍ଦର ଏ’ ପ୍ରେମ
ସଚେତ ଜରୁରୀ ଜାଣ !
ସେ ଫାନ୍ଦରେ ଛନ୍ଦି ବଳିପଡୁଛନ୍ତି
ଆଜି, ବେହିସାବ୍ ନାରୀ ପ୍ରାଣ ।

ଫୁଲ ଦେଇ ଯିଏ କରିଥାନ୍ତି ସାଥୀ
ଦଳନ୍ତି କେମିତି ହାତେ !
ପ୍ରତିଶ୍ରୁତି ଦେଇ ସାତ ଜନମକୁ
ଭୁଲନ୍ତି ଦି’ଦିନ ଅନ୍ତେ ।

ମନଲାଖି ଟେଡି ଉପହାର ଦେଇ
ଭରନ୍ତି ମନରେ ସ୍ବପ୍ନ
ଖେଳନାଟେ ଭାବି ମନଭରି ଖେଳି
ଛାଡିଯାନ୍ତି କରି ଭଗ୍ନ ।

ଲୁକାଇତ ଅବା ସର୍ବ ସମ୍ମୁଖରେ
ଦିଅନ୍ତି, ଆଲିଙ୍ଗନ ସାହାସରେ
ସରଳ ମନକୁ ବିଶ୍ୱାସେ ସିନ୍ଦୂର
ଭରିଥାନ୍ତି ଗୋପନରେ ।

ସମାଜେ ଦେବାକୁ ସ୍ଵୀକୃତି ସମ୍ମାନ
ଦେଖାନ୍ତି ଅନେକ ଆଳ !
ପ୍ରେମ ସପ୍ତାହଟା ସରି ଯାଉଯାଉ
ଆଉ, ରୁଚେନା ବାସି ପଖାଳ ।

ଏଣ୍ଡୁଅଟେ ପରି ବଦଳାନ୍ତି ରୂପ
ଷଡ଼ଯନ୍ତ୍ର କରି କେତେ !
ସମୟ ସ୍ରୋତରେ ପେଶିହୋଇ ନାରୀ
ଜୀବନ ଦିଅନ୍ତି ଯେତେ ।

ସାବଧାନ ହୁଅ ମୋ ଦେଶର ଝିଅ
ଏ ‘ କ୍ରୂର ଚରିତ୍ର ଫାଗ !
କାକୁସ୍ତଙ୍କ ପରି ନ’ସମର୍ପି ନିଜକୁ
ପରଖି ନିଅରେ ଆଗ ।

ଛବିରାଣୀ ପତି, ମଧ୍ୟଶାସନ
ବିରିଡ଼ି ,, ଜଗତସିଂହପୁର ।।
ଫୋନ୍ – ୯୩୩୭୯୬୦୦୬୦

 416 total views,  1 views today

10 thoughts on “ପ୍ରେମ ଫାଗ– ଛବିରାଣୀ ପତି

  1. I get pleasure from, result in I discovered exactly what I used to be looking for. You have ended my four day long hunt! God Bless you man. Have a great day. Bye

  2. I do consider all of the ideas you’ve introduced to your post. They are very convincing and will certainly work. Still, the posts are very short for newbies. May you please prolong them a bit from next time? Thank you for the post.

  3. การฝาก-ถอน รับประกันไม่เกิน 3 วิ ด้วยระบบอัตโนมัติ ระบบรองรับการใช้งานง่ายผ่านคอมพิวเตอร์ และสมาทโฟนใช้เวลาไม่กี่นาที ก็สามารถเข้าเล่นเว็บพนันออนไลน์ได้อย่างง่ายดาย

  4. Thanks for one’s marvelous posting! I really enjoyed reading it, you’re a greatauthor.I will make sure to bookmark yourblog and definitely will come back sometime soon. I want to encourage that you continue your great work, have a niceweekend!

  5. Super natural and super beautiful! ! ! happy! ! ! ! It’s really *true, and easy to use. The first time I used it, it was praised. I was worried that the clip would be unstable and easy to fall. In the end, I was not worried at all.

Leave a Reply

Your email address will not be published. Required fields are marked *