March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ପ୍ରଭୁ ଙ୍କ କୃପାରୁ ପାଇଥିଲି ଗୋଟେ ପୁତ୍ର*—ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ

*ପ୍ରଭୁ ଙ୍କ କୃପାରୁ ପାଇଥିଲି ଗୋଟେ ପୁତ୍ର***(ବ୍ୟଙ୍ଗ କବିତା)**
****************************

 

ପୁଅ ନାହିଁ ବୋଲି ସାଇ ପଡିଶାରେ
ସଭିଏଁ କଲେ ଛି ଛା
କି କହିବି ଆଉ ନିନ୍ଦା ଅପନିନ୍ଦା
ଛାଡ଼ିଲାନି ମୋର ପିଛା ||
ବଂଶ ରକ୍ଷା ପାଇଁ ପୁତ୍ରଟିଏ ଲୋଡ଼ା
ରହିଅଛି ଏହି ପ୍ରଥା
କନ୍ୟା କୁ ପାସୋରି ପୁତ୍ର ଟିଏ ପାଇଁ
ହୋଇଲା ମୋ ମୁଣ୍ଡ ବ୍ୟଥା ||
କନ୍ୟା ସନ୍ତାନଟି ଥାଇ ମଧ୍ୟ ମୋର
କହିଲେ ନାହିଁ ମୋ ନେତ୍ର
କେତେ ପୂଜା କରି ପ୍ରଭୁଙ୍କ କୃପାରୁ
ପାଇଗଲି ଗୋଟେ ପୁତ୍ର ||
ଯାହା ଆଣିଥାଏ କନ୍ୟାକୁ ନଦେଇ
ପ୍ରଥମେ ଦିଏ ପୁତ୍ରକୁ
ଶେଯରୁ ଉଠିଲେ ପୁତ୍ର ମୁଖ ଚାହେଁ
ଶୁଭ ମଣେ ସେହି ଦିନକୁ||
ଗମେଣ୍ଟ ସ୍କୁଲରେ ପଢ଼ାଏ କନ୍ୟାକୁ
ଟଙ୍କାକିଛି ଲୋଡାନାହିଁ
ପୁଅ ପଢେ ମୋର ଇଂରାଜୀ ସ୍କୁଲ ରେ
ଦରମାଯାଏ ଶେଷହୋଇ||
ଭଲମନ୍ଦ କିଛି ଦେଖେନାହିଁ ଝିଅ
ସୁଖ ଦୁଃଖ ସାହିଯାଏ
ପୁଅ ସବୁ କଥାରେ ଡିମାଣ୍ଡ କରେ
ଟେନସନ ଖାଲି ଦିଏ ||
ଦିନପରେ ଦିନ ବିତିଯେ ଗଲା
ଦୁହେଁଯେ ବିବାହ କଲେ
କନ୍ୟା ମୋହର ଶାଶୂଘର ଗଲା
ପୁତ୍ର ଟି ରହିଲା ଭଲେ ||
ବଧୂ ଆଣିଥିଲି କେଡେ ସରଧାରେ
ସେବାଟି ପାଇବି ବୋଲି
ଘରେ ନପଶୁଣୁ ମୁଣ୍ଡେ ଚାଳବାଜିଲା
ସାତ ପାଞ୍ଜିରୁ ମୁଁ ଗଲି ||
ଦିନ ଆଠଟାରେ ଶେଯରୁ ଉଠିବ
ବେଡ଼ “ଟି” ଲୋଡ଼ା ଭାଇ
ବ୍ରେକଫାଷ୍ଟ ସାରି ସେ ପୁଣି ଶୋଇବ
ହେଡଫୋନ କାନେଦେଇ ||
ସାଉଁଳେଇ କଥା କହୁଥିବୁ ଯେତେ
ଦେଖିବୁ ତା ଶାନ୍ତରୂପ
କାମ କରିବାକୁ କହିଦେବୁ ଯଦି
ଲୋଡ଼ାହେବ ଝୁଣାଧୂପ ||
ପୁଅକୁ ଯଦି କହିବୁ ତାର ଗୁଣ
ନଶୁଣିଲା ପରି ହେବ
ଆଶ୍ୱାସନା ଦେଇ କହିବ ଆମକୁ
ଆଜଷ୍ଟ କରିଦେବ ||
ସ୍ତ୍ରୀକୁ ଧରି ପୁଅ ସହରେ ରହିଲା
ନ ଚାହିଁଲା ଆମ ମୁହଁ
ଅଲଟ୍ରାସାଉଣ୍ଡ କରି ଲାଞ୍ଚ ଦେଇ
ପାଇଥିଲୁ ଗୋଟେ ପୁଅ ||
ଭୃଣ ହତ୍ୟାକରି ପୁତ୍ର ଜନ୍ମ ଦେଇ
ପାଉଛି ଆଜି ତାଫଳ
ଏଇ ବୁଢ଼ାବୁଢ଼ୀ ବୟସ ଟା ଆଜି
ତା ପାଇଁ ସାଜିଛି କାଳ||
ଝିଅଟି ମୋହର ସୁଖେ ଦୁଃଖେ ଆଜି
ପାଖରେ ହେଉଛି ଛିଡା
ରାତି ଦିନ ଆମ ସେବା କରୁଅଛି
ସହୁଛି ସେ କେତେ ପୀଡା ||
ଏତିକି ମିନତୀ କରୁଛି ସଭିଙ୍କୁ
ଭ୍ରୁଣ ହତ୍ୟା କରନାହିଁ
ପୁଅଠାରୁ ଝିଅ ଅଧିକ ଯେ ଅଟେ
ଏହି କଥା ଭୂଲ ନାହିଁ||

*ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ(ଶିକ୍ଷୟିତ୍ରୀ)**
*ବେଦପୁର, ବାଙ୍କୀ, କଟକ**

Loading

29 thoughts on “*ପ୍ରଭୁ ଙ୍କ କୃପାରୁ ପାଇଥିଲି ଗୋଟେ ପୁତ୍ର*—ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ

  1. Hello all, here every person is shring such know-how, so it’s pleasant tto read tuis website,
    and I uused to go to see this website daily.

  2. Howdy! I could have sworn I’ve beesn to this blog before but after browsing through some of thee post I realixed it’s
    new tto me. Nonetheless, I’m definitely delighted I found it and I’ll be bookmarking
    and checking back frequently!

  3. I need to to thank you for this fantastic read!! I definitely enjoyed every bitt
    of it.I have got you book-marked to look at new things you post…

  4. I’m very happy to discover this page. I need to to
    thank you for ones timme just for this fantastic read!

    I definitely relly liked every little bit of it and I have you bookmarked to check out new thins in your blog.

  5. Hello There. I found your blog using google. This is an extremely well written article.
    I’ll make sure to bookmark it and return to read more off your useful information. Thanks for the post.
    I’ll certainly return.

Leave a Reply to cars for kids donation Cancel reply

Your email address will not be published. Required fields are marked *