May 22, 2022
11 11 11 AM
“କିଏ ତୁମେ ଅଭିସାରିକା” କବି- ପବିତ୍ର ବେହେରା
ଅପରାହ୍ନର ଅବଶୋଷ — ହୃଦୟ ରଞ୍ଜନ ପରିଡ଼ା
ଅପରାହ୍ନର ଅବଶୋଷ — ଚୁନିଲ କୁମାର ଗଙ୍ଗ ଦେଵ
ଅପରାହ୍ନର ଅବଶୋଷ — ସ୍ୱାଗତିକା ବେହେରା
ଅପରାହ୍ନର ଅବଶୋଷ — ଚିନ୍ମୟୀ ମହାପାତ୍ର
ଅପରାହ୍ନର ଅବଶୋଷ — ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ
ଅପରାହ୍ନର ଅବଶୋଷ— ରାଜେଶ କୁମାର ବାରିକ୍
ଅପରାହ୍ନର ଅବଶୋଷ — ଭାରତୀ ପଣ୍ଡା
ଅପରାହ୍ନର ଅବଶୋଷ — ପ୍ରୀତିରଞ୍ଜନ ନାୟକ
ଅପରାହ୍ନର ଅବଶୋଷ — ପ୍ରିୟଦର୍ଶିନୀ ମହାପାତ୍ର
ଲୁହର ଅନ୍ତରାଳେ — ପ୍ରଣତି ଆଚାର୍ଯ୍ୟ ମିଶ୍ର
ଇଛାମାନଙ୍କ ମୃତ୍ୟୁ ରେ — ମହେନ୍ଦ୍ର ନନ୍ଦ
ବିକୃତ — ଜୁମର ନାଥ ପାତ୍ର
ଗଙ୍ଗା ଯେ ଦେଶେ ବହେ — ଭରତ ବନ୍ଧୁ ବିଶ୍ୱାଳ
କବି ଟିଏ ମୁଁ କବି ଟିଏ — ଜାନକୀ ମହାନ୍ତ
ସନ୍ତାନ — ଅରେନ୍ଦ୍ର କୁମାର ଦାଶ
ଅତିବଡି ତବ ବଡ଼ିମା — ବିଶ୍ୱେଶ୍ୱର ମାଝୀ
ଆହ୍ୱାନ — ଜୟ କୁମାର ମିଶ୍ର
ଶେଷ ସ୍ପର୍ଶ — ଅରୁଣ କୁମାର ମହାପାତ୍ର
ଲୁହ — ରଶ୍ମୀବାଳା ଶତପଥୀ
Latest Post
“କିଏ ତୁମେ ଅଭିସାରିକା” କବି- ପବିତ୍ର ବେହେରା ଅପରାହ୍ନର ଅବଶୋଷ — ହୃଦୟ ରଞ୍ଜନ ପରିଡ଼ା ଅପରାହ୍ନର ଅବଶୋଷ — ଚୁନିଲ କୁମାର ଗଙ୍ଗ ଦେଵ ଅପରାହ୍ନର ଅବଶୋଷ — ସ୍ୱାଗତିକା ବେହେରା ଅପରାହ୍ନର ଅବଶୋଷ — ଚିନ୍ମୟୀ ମହାପାତ୍ର ଅପରାହ୍ନର ଅବଶୋଷ — ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ ଅପରାହ୍ନର ଅବଶୋଷ— ରାଜେଶ କୁମାର ବାରିକ୍ ଅପରାହ୍ନର ଅବଶୋଷ — ଭାରତୀ ପଣ୍ଡା ଅପରାହ୍ନର ଅବଶୋଷ — ପ୍ରୀତିରଞ୍ଜନ ନାୟକ ଅପରାହ୍ନର ଅବଶୋଷ — ପ୍ରିୟଦର୍ଶିନୀ ମହାପାତ୍ର ଲୁହର ଅନ୍ତରାଳେ — ପ୍ରଣତି ଆଚାର୍ଯ୍ୟ ମିଶ୍ର ଇଛାମାନଙ୍କ ମୃତ୍ୟୁ ରେ — ମହେନ୍ଦ୍ର ନନ୍ଦ ବିକୃତ — ଜୁମର ନାଥ ପାତ୍ର ଗଙ୍ଗା ଯେ ଦେଶେ ବହେ — ଭରତ ବନ୍ଧୁ ବିଶ୍ୱାଳ କବି ଟିଏ ମୁଁ କବି ଟିଏ — ଜାନକୀ ମହାନ୍ତ ସନ୍ତାନ — ଅରେନ୍ଦ୍ର କୁମାର ଦାଶ ଅତିବଡି ତବ ବଡ଼ିମା — ବିଶ୍ୱେଶ୍ୱର ମାଝୀ ଆହ୍ୱାନ — ଜୟ କୁମାର ମିଶ୍ର ଶେଷ ସ୍ପର୍ଶ — ଅରୁଣ କୁମାର ମହାପାତ୍ର ଲୁହ — ରଶ୍ମୀବାଳା ଶତପଥୀ

ପ୍ରକୃତି ପ୍ରଣୟେ -୨—ଦିନେଶ ନନ୍ଦିନୀ

ପ୍ରକୃତି ପ୍ରଣୟେ -୨

ସନ୍ଧ୍ୟା ସମୟର ଶେଷ ସବିତାର
ସୁଜ୍ୟୋସ୍ନା ସ୍ପର୍ଶେ ଶରୀର
ସାଥେ ଶୀତଳ ସମୀର
ଚୁମନ୍ତି ଚିକୁର ନୀର ନୟନର
ହୃଦେ କୋହ କରେ ଘର
ମନ ଆଜି ପ୍ରଶ୍ନପୁର।।

ଦିଅ ହେ ଉତ୍ତର ଅସୀମ ପ୍ରଶ୍ନର
ମୋ ପ୍ରିୟ ପ୍ରକୃତି ବର
ହେ ଶାଶ୍ଵତ ପ୍ରେମ ମୋର
ଅଗ୍ନି ବିରହର ଜାଳେ ବାରବାର
ଝୁରି ମରେ ମନ ମୋର
କାହିଁକି ଆଜି ମୁଁ ପର।।

କେଉଁ ଭୁଲ୍ ମୋର ଛିଣ୍ଡେ ସବୁ ଡୋର
ଭାଙ୍ଗେ ସପନର ଘର
ନିସଂଗତା ହିଁ ନିଜର……

କିରଣ ସୂର୍ଯ୍ୟର ଚାହାଣୀ ଚନ୍ଦ୍ରର
ନିକଟ ତନୁକୁ ମୋର
ହୃଦୟ ଯେ କାହିଁ ଦୂର
କାକଳି ପକ୍ଷୀର ରୂପ ଆକାଶର
ସୌନ୍ଦର୍ଯ୍ୟ ଏ ପ୍ରକୃତିର
ଥିଲେ ସୁଦ୍ଧା ମୁଁ ଗମ୍ଭୀର।।

✍🏻 ଦିନେଶ ନନ୍ଦିନୀ
କଟକ

 496 total views,  1 views today

8 thoughts on “ପ୍ରକୃତି ପ୍ରଣୟେ -୨—ଦିନେଶ ନନ୍ଦିନୀ

  1. 198933 345718I truly dont accept this particular post. Nonetheless, I had searched with Google and Ive found out that youre right and I had been thinking inside the improper way. Keep on creating top quality material related to this. 27046

  2. I do agree with all the ideas you have presented in your post. They’re very convincing and will certainly work. Still, the posts are too short for beginners. Could you please extend them a little from next time? Thanks for the post.

Leave a Reply

Your email address will not be published.

36 − = 28