April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ପ୍ରକୃତି ପ୍ରଣୟେ -୨—ଦିନେଶ ନନ୍ଦିନୀ

ପ୍ରକୃତି ପ୍ରଣୟେ -୨

ସନ୍ଧ୍ୟା ସମୟର ଶେଷ ସବିତାର
ସୁଜ୍ୟୋସ୍ନା ସ୍ପର୍ଶେ ଶରୀର
ସାଥେ ଶୀତଳ ସମୀର
ଚୁମନ୍ତି ଚିକୁର ନୀର ନୟନର
ହୃଦେ କୋହ କରେ ଘର
ମନ ଆଜି ପ୍ରଶ୍ନପୁର।।

ଦିଅ ହେ ଉତ୍ତର ଅସୀମ ପ୍ରଶ୍ନର
ମୋ ପ୍ରିୟ ପ୍ରକୃତି ବର
ହେ ଶାଶ୍ଵତ ପ୍ରେମ ମୋର
ଅଗ୍ନି ବିରହର ଜାଳେ ବାରବାର
ଝୁରି ମରେ ମନ ମୋର
କାହିଁକି ଆଜି ମୁଁ ପର।।

କେଉଁ ଭୁଲ୍ ମୋର ଛିଣ୍ଡେ ସବୁ ଡୋର
ଭାଙ୍ଗେ ସପନର ଘର
ନିସଂଗତା ହିଁ ନିଜର……

କିରଣ ସୂର୍ଯ୍ୟର ଚାହାଣୀ ଚନ୍ଦ୍ରର
ନିକଟ ତନୁକୁ ମୋର
ହୃଦୟ ଯେ କାହିଁ ଦୂର
କାକଳି ପକ୍ଷୀର ରୂପ ଆକାଶର
ସୌନ୍ଦର୍ଯ୍ୟ ଏ ପ୍ରକୃତିର
ଥିଲେ ସୁଦ୍ଧା ମୁଁ ଗମ୍ଭୀର।।

✍🏻 ଦିନେଶ ନନ୍ଦିନୀ
କଟକ

 687 total views,  1 views today

8 thoughts on “ପ୍ରକୃତି ପ୍ରଣୟେ -୨—ଦିନେଶ ନନ୍ଦିନୀ

  1. I do agree with all the ideas you have presented in your post. They’re very convincing and will certainly work. Still, the posts are too short for beginners. Could you please extend them a little from next time? Thanks for the post.

  2. 198933 345718I truly dont accept this particular post. Nonetheless, I had searched with Google and Ive found out that youre right and I had been thinking inside the improper way. Keep on creating top quality material related to this. 27046

Leave a Reply

Your email address will not be published. Required fields are marked *