April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ପ୍ରକୃତି — ଅନିତା ବିଶ୍ୱାଳ

🌱 ପ୍ରକୃତି🌳

 

✍️”ଇଶ୍ଵର ଙ୍କ ସୃଷ୍ଟି ବଡ଼ ବିଚିତ୍ର ।ସତରେ ଇଶ୍ଵର ପ୍ରକୃତି କୁ ବେଶ୍ ସୁନ୍ଦର ଭାବରେ ସର୍ଜନା କରିଛନ୍ତି ।ପ୍ରକୃତି ରାଣୀ ସବୁଜ ଜୀମା ରେ ପରିପୂର୍ଣ୍ଣ ।ଜଣେ ମଣିଷ ଯେତେବେଳେ ପ୍ରକୃତି ର ଅପରୂପ ସୌନ୍ଦର୍ଯ୍ୟ ରାଜି କୁ ଉପଭୋଗ କରେ ସତରେ ସେ ଏକ ଅଜଣା ଦୁନିଆରେ ହଜିଯାଇଥାଏ।ଅରଣ୍ୟ,ଲତା ,ବନଭୂମି ଦ୍ଵାରା ଆଚ୍ଛାଦିତ ଏହି ପ୍ରକୃତି ରାଣୀ ।ପ୍ରକୃତି ର ଅପରୂପ ସୌନ୍ଦର୍ଯ୍ୟ ରାଜି କୁ କେହି ବା ଅନୁଭବ ନ କରି ରହି ପାରିଛି ନା ରହିପାରିବ ।ଏପରିକି ମୟୂର🦚ମଧ୍ୟ ପ୍ରକୃତି ରେ ଦୃଶ୍ୟ କୁ ଦେଖି କଳାହାଣ୍ଡିଆ ମେଘ କୁ ଦେଖି ଆନନ୍ଦ ରେ ନାଚିଉଠେ।ପ୍ରକୃତି ର ଅପରୂପ ସୌନ୍ଦର୍ଯ୍ୟ କୁ ଯେ କେବଳ ମନୁଷ୍ୟ ଅନୁଭବ କରି ଥାଏ ତାହା ନୁହଁ ବରଂ ପଶୁ ,ପକ୍ଷୀ ,ଇତର ପ୍ରାଣୀଙ୍କ ଠାରୁ ଆରମ୍ଭ କରି ସବୁ ପ୍ରକୃତି କୁ ଉପଭୋଗ କରିଥାନ୍ତି ।ଗଛ ଲତା ପାଇଁ ସମଗ୍ର ପୃଥିବୀ ବଞ୍ଚିରହୁଛି।

ନାମ_
ଅନିତା ବିଶ୍ଵାଳ ।

ସହର_ରାଉରକେଲା

 341 total views,  2 views today

3 thoughts on “ପ୍ରକୃତି — ଅନିତା ବିଶ୍ୱାଳ

Leave a Reply

Your email address will not be published. Required fields are marked *