December 09, 2023
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ପ୍ରଭୁ ତବ ମହାନତା –ନୀହାରିକା ପଣ୍ଡା

ପ୍ରଭୁ ତବ ମହାନତା
             ନୀହାରିକା ପଣ୍ଡା

ମାଆର ବକ୍ଷରେ ପୀୟୂଷ ଭରିଛ
ବିଚିତ୍ର ବିସ୍ମୟ କଥା
ବାପାଙ୍କ କାନ୍ଧରେ କର୍ତ୍ତବ୍ୟର ଭାର
ଖୋଜେ ତୁମ ମହାନତା ।
ଭଉଣୀ ଆଖିରେ ସ୍ନେହର ଝରଣା
ତବ ସର୍ଜନାର ସୃଷ୍ଟି
ଭାଇର ମନରେ ଦାୟିତ୍ଵ ବହନ
ଦାଣ୍ଡେ ଯୁଝିବାର ଦୃଷ୍ଟି ।
ପତ୍ନୀର ପ୍ରାଣରେ ପ୍ରେମର ସପନ
ସବୁକିଛି ତବ ଦାନ
ଧନୀକ ମନରେ ଗର୍ବ ଅହଙ୍କାର
ଭରିପାର ଭଗବାନ ।
ଗରିବ ଆଖିରେ ପାଇବାର ଆଶା
ତବ ସର୍ଜନାର ଚିନ୍ତା
ବନ୍ଧୁର ବନ୍ଧନ ସହଭାଗୀତାରେ
ବ୍ୟବସ୍ଥିତ ତବ ଆସ୍ଥା ।
ସନ୍ତାନ ମନରେ ଶ୍ରବଣ ବେଭାର
ସମ୍ଭାବନା ଦାତବ୍ଯତା
ପ୍ରାରବ୍ଧ ଆଧାର ସୁଖ ଦୁଃଖ ଭାର
ପାପ ପୂଣ୍ୟ ସଫଳତା।
ଶତ୍ରୁର ହୃଦୟେ ପ୍ରତିଶୋଧ ଭାବ
ସୃଜନୀର ଉତ୍ସୁକତା
ସାଧୁ ସଜ୍ଜନଙ୍କ ଦୟାଶୀଳ ମନ
ପ୍ରଭୁ ତବ ମହାନତା ।

ରାକମା ,ନୟାଗଡ଼

Loading

23 thoughts on “ପ୍ରଭୁ ତବ ମହାନତା –ନୀହାରିକା ପଣ୍ଡା

  1. The road seemed to stretch on endlessly before us, but Alexis assured me that our journey was near an end. We’d turn before long into thick woods and travel through narrow, winding roads until we reached her family’s cabin. I had no choice but to trust her as GPS had given out nearly 20 minutes ago.

    “There’s good wifi and okay reception at the cabin,” she’d told me, “but you can’t get there unless you know the way.”
    https://telegra.ph/My-Lovely-Virgin-Venus-Lucy-Pt-05-09-13 https://rentry.co/5vwd4
    So here I was, driving alone in the middle of god knows where with a girl who was my student just a couple of weeks ago. Her and her four best friends had been together from first grade all the way through high school and now they had graduated with very different futures ahead of them. They had decided to kick off “the best summer ever” with a week long stay at Alexis’s family cabin. Alexis and I were heading up before everyone else, the four other girls and four guys.

  2. excellent points altogether, you simply gained a brand new reader. What would you suggest about your post that you made a few days ago? Any positive? Shea Dennis Aksel

  3. Greetings! Very useful advice in this particular article! It is the little changes which will make the greatest changes. Thanks for sharing! Tedda Darwin Corvese

  4. Sed lacinia, urna non tincidunt mattis, tortor neque adipiscing diam, a cursus ipsum ante quis turpis. Nulla facilisi. Ut fringilla. Suspendisse potenti. Nunc feugiat mi a tellus consequat imperdiet. Vestibulum sapien. Proin quam. Etiam ultrices. Jeri Ely Wind

  5. I was excited to discover this site. I wanted to thank you for ones time just for this wonderful read!! I definitely loved every little bit of it and I have you book-marked to check out new things on your blog. Angil Romeo Malachy

  6. I am so happy, my dear friend, so absorbed in the exquisite sense of mere tranquil existence, that I neglect my talents. I should be incapable of drawing a single stroke at the present moment; and yet I feel that I never was a greater artist than now. Bunni Petey December

  7. I cling on to listening to the newscast talk about getting free online grant applications so I have been looking around for the top site to get one. Could you advise me please, where could i get some? Moyna Dorian Liebermann

Leave a Reply

Your email address will not be published. Required fields are marked *