March 21, 2023
11 11 11 AM
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
Latest Post
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ

ମାଆ ଓ ମାଟି — ସୁଦର୍ଶନ ମହାପାତ୍ର

ମାଆ ଓ ମାଟି

ମାଆର କୋଳ ଛାଡ଼ିବା ପରେ ହିଁ
ସାମ୍ନାକୁ ଆସିଲା
ସତମିଛର ଦୁନିଆ
ତା’ ପଣତ ଛାଡ଼ିବା ପରେ ହିଁ
ଅନୁଭବ କଲି
ଯେତେ ସବୁ ଦୁଃଖ ଓ ଯାତନା ।

ଆବୁଡା ଖାବୁଡା
ଏଇ ଜୀବନର ଚଲାପଥରେ
କେବେ ଝୁଣ୍ଟି ପଡିଲେ
ଖୋଜି ହୁଏ ତା’କୁ
ଧୂଳି ସବୁ ଝାଡି ଦେବାକୁ
କୋଳେଇ ନେବାକୁ ଥରେ
ମୋର ସମଗ୍ର ସତ୍ତାକୁ
ଅବୁଝା ମନକୁ..!

ସୁଖର ଅନ୍ବେଷଣରେ
ଯେଉଁଠି ରହିଲେ ବି
ନିଜକୁ ବୁଝାଇ ହୁଏନା
ନିଜ ମାଟିଠୁ ଦୂରେଇ ରହି
ଶୂନ୍ୟତାକୁ ଛୁଉଁଥାଏ ନିତି
ସାମ୍ନାରେ କେବେ ଉଭା ହୁଏ
ମାୟା ମରୀଚିକା ।

ଫେରି ଯିବାକୁ ଇଚ୍ଛା ହୁଏ
ପ୍ରାଣ ପ୍ରାଚୁର୍ଯ୍ୟରେ ଭରା
ଜନ୍ମ ଭିଟାମାଟି
ଯେଉଁଠି ଛାଡ଼ି ଆସିଥିଲି
ହର୍ଷିତ ସୁନେଲି ଫସଲ
ବୈକୁଣ୍ଠ ସମାନ ଛୋଟ ଏକ ଘର
ଆଉ ଲଙ୍ଗଳ ମୁନରେ ଲେଖା
କେରା କେରା ସ୍ବପ୍ନର ସାକ୍ଷର।

ମା’ ପରି….
ମାଟି ମାଆ ବି ପତେଇ ଦେଇଛି
ତା’ର ସୁବିସ୍ତୃତ ପଣତ
ମୋତେ ଏବେ ଲୋଡା
ମମତାରେ ଭରା
ମୋ ମାଆର ଦୁଇପଦ କଥା
ଭରିବାକୁ ଶୂନ୍ୟ ହୃଦୟକୁ,
ମୋତେ ବି ତ’ଲୋଡା
ମଥାର ତିଳକ ପାଇଁ
ଚିମୁଟେ ମାଟିର ସ୍ନିଗ୍ଧତା
ଖୁସିରେ ମହକି ଯିବାକୁ !!!

# ସୁଦର୍ଶନ ମହାପାତ୍ର,କୁଞ୍ଜବିହାରୀ ଲେନ,କଟକ#

 3,701 total views,  1 views today

27 thoughts on “ମାଆ ଓ ମାଟି — ସୁଦର୍ଶନ ମହାପାତ୍ର

  1. I do not even know how I ended up here, but I thought this podt was great.

    I don’t knbow who you are but certainly you are
    going to a famous blogger if you aare not already 🙂 Cheers!

  2. Well composed articles like yours renews
    my faith inn today’s writers.You’ve written information I can finally agree
    on and also use.Maany thanks for sharing.

  3. Helo all, here every person is sharing such know-how, so it’s pleasant
    to read this website, and I used to go to see this website daily.

  4. Greetings! Very helpful advice in this particular article!
    It’s the little changes thast make the most important changes.
    Manyy thanks for sharing!

  5. Very nice post. Ijust stumbled upon your blog and wantged to say that I’ve truly enjoyed surfing around your blog posts.
    In any case I will be subscribing to your feed and I hope you write again very soon!

  6. I ddo not even know how I ended up here, but I thought this post was great.
    I don’t know who you are but certainly you are going to a fzmous blogger if
    you are not already 🙂 Cheers!

Leave a Reply

Your email address will not be published. Required fields are marked *