April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
May
2022
11

ସୂର୍ଯ୍ୟଙ୍କ ସହିତ ଚାଟିଂ — ଶ୍ରୀ ଅରେନ୍ଦ୍ର କୁମାର ଦାଶ

ସୂର୍ଯ୍ୟଙ୍କ ସହିତ ଚାଟିଂ          ସୂର୍ଯ୍ୟଦେଵ ସଙ୍ଗେ ଚାଟିଂ କରୁଥିଲି କାଲି ସନ୍ଧ୍ୟା ସମୟରେ ଥିଲେ ସୂର୍ୟ୍ଯଦେବ ପାହାଡ଼ ସେପାଖ ତାଙ୍କ ସେହି ବଷାଘରେ   ଡିଓଟି ସାରିକି ବଷାଘରେ ଯାଇ ଆରାମରେ ଟିକେ ବସି ମୋବାଇଲି ଖୋଲି ଦେଖିଲେ ମେସେଜ ଅନଲାଇନିରେ ଆସି   ମେସେଜ ପଢିକି ରିପିଲାୟ ଦେଲେ କୁହ ବାବୁ

Loading

May
2022
11

ହଜିଲା ଦରବ:–୫ — ଦିଲ୍ଲୀପ କୁମାର ନନ୍ଦୀ

ହଜିଲା ଦରବ:—–୫     ଜିନିସ୍ ଟପ୍ ତ ଘର ଠୁ ମନ୍ଦିର ଶାଢ଼ୀ ଓଢ଼ଣୀ ଉଠିଲାଣି ସ୍ତନ୍ୟପାନ କାଳେ ସୌନ୍ଦର୍ଯ୍ୟ ତ ହାନୀ ଡବା କ୍ଷୀର ଜମି ଗଲାଣି।୧।   ପ୍ରଣାମ କରିଲେ ଅଣ୍ଟା ବ୍ୟଥା ହୁଏ ନମସ୍କାର ଠିଆ ଠିଆରେ ଯୋଡ଼ା ବେଣିକୁ ତ ରିବନ ସାଜୁନି ଚ଼ିବୁକେ ସୁନେଲି ଆହାଃରେ।୨।   କଜ୍ଜଳ ନାସିକା

Loading

May
2022
11

ଲଲାଟ ଲିଖନ — ଦିଲ୍ଲୀପ କୁମାର ନନ୍ଦୀ

ଲଲାଟ ଲିଖନ     ଲଲାଟ ଲିଖନ କେ କରିବ ଆନ ଯାହା ଲେଖିଅଛି ବିହି ଲେଖନୀ ଧରିଛି ସେ ଅଦୃଶ୍ୟ ଶକ୍ତି ଜଠରେ ଥିଲି ମୁଁ ରହି।।   ଭୂମିଷ୍ଠ ହୋଇଲି କୁଆଁ ରାବଦେଲି ନଅମାସ ଦଶଦିନ ଯେବେ ସଂଚରିଲି ମାତୃ ଗର୍ଭେ ମୁଁ ହିଁ ଯେସନେ ଜଳରେ ମୀନ।।   ଜନମ ଦେଇଛି ମାତା ସିନା

Loading

May
2022
11

 ପିତୃ  ଆଶୀର୍ବାଦ — ରଞ୍ଜୁଲତା ପାଢୀ

 ପିତୃ  ଆଶୀର୍ବାଦ   ପିତୃ ଆଶୀର୍ବାଦ   ସ୍ୱର୍ଗୀୟ ସଂପଦ ସନ୍ତାନ ସନ୍ତତି ପାଇଁ ଆଶୀର୍ବାଦ ହସ୍ତ  ଥାଏ ଯା ମସ୍ତକେ ସହଜେ ହାରଇ ନାହିଁ।। ଧୈର୍ଯ୍ୟ, ସାହାସର  ଚିର ଗନ୍ତାଘର ଅଚଳ ହେ ମହାମେରୁ ଜୀବନ ନଉକା    ସଧୀରେ ଚଳଇ ତୁମ ଅସୀମ କୃପାରୁ।। ତୁମ ବ୍ୟତିରେକେ  ନଥିଲା ଆମର ସଂସାରରେ ଜ୍ଞାନାର୍ଜନ ସେଥିପାଇଁ ଆମେ ଦେଇଛୁ ତୁମକୁ

Loading

May
2022
11

ଡାଏରୀ — ସୁଜାତା ପତି

ଡାଏରୀ   ଯେବେ ଠାରୁ ମୋର ସାଥି ହୋଇଛୁ ତୁ ଖୋଲି କହେ ସବୁ ମନର କଥା ଖାଲି ଶୁଣୁଥାଉ ଉତ୍ତର ଦେଉନା ଦୂର ହୋଇଯାଏ ମନର ବ୍ଯଥା।   ଆପଣାର ଲୋକ ଅଛନ୍ତି ଅନେକ ଆଗ୍ରହେ ଶୁଣିବେ ଦୁଃଖର କଥା ସୁଖର କଥାକୁ ବାଣ୍ଟିବା ବେଳକୁ ଆସିଯାଏ ତାଂକ ମୁଣ୍ଡର ବ୍ଯଥା..   ସେତିକିରେ ତାଂକ ଦିନ

Loading

May
2022
11

ନୀସଙ୍ଗ ଜୀବନ ସାଥୀ — ଶୁଭଜ୍ୟୋତି ବେହେରା

ନୀସଙ୍ଗ ଜୀବନ ସାଥୀ   ନୀସଙ୍ଗ ଜୀବନେ ସାଥୀଟିଏ ତୁମେ ଶବ୍ଦର ତାନରେ ନିତୀ ଗୀତ ଗାଏ । ତୁମ ସ୍ପର୍ଶ ରେ ମୁଁ ନୀଜକୁ ହଜାଏ ତୁମ ପ୍ରେମର ମୁଁ ପ୍ରେୟସୀ ସାଜେ । ତୁମ ପାଖକୁ ମୁଁ ଯେବେ ଧାଇଁ ଯାଏ ତୁମ କୋମଳ ଶୀତଳତା ମୋ ମନକୁ ଭିଯାଏ । ମୋ ମନେ ଖେଳିଯାଏ

Loading

May
2022
11

ସତ୍ୟ ଜୀବନର–ଅରୁଣ କୁମାର ମହାପାତ୍ର

ସତ୍ୟ ଜୀବନର  କୁଆଁ କୁଆଁ ଡାକ ପୁଙ୍ଗୁଳା ଶରୀର ନେଇଛୁ ଜନମ ଏଠି ସରିଗଲେ ଅଭିନୟ ଜୀବନର ଭୂଇଁରେ ପଡ଼ିବୁ ଲୋଟି। ମୁଁ ଓ ମୋହର କହି ଅବୋରିଛୁ ଯେତେ ଧନ ଦଉଲତ ଖେଳ ସରିଗଲେ ବୁଜି ଦେଲେ ଆଖି ଚାଲିଯିବ ଅନ୍ୟ ହାତ। ସୁନା ରୂପା ଥାଳି କରି ବ୍ୟବହାର ଆଜି ପରଶିଲେ ଭାତ ଶେଷ ଶଯ୍ୟା

Loading

May
2022
11

*”ରେଣୁ ଅପା” ଏକ ଧାରାବାହିକ ଉପନ୍ୟାସ(ଷଷ୍ଠ ଭାଗ)–ମମତା ଶତପଥୀ*

🖌️🖌️*”ରେଣୁ ଅପା” ଏକ ଧାରାବାହିକ ଉପନ୍ୟାସ(ଷଷ୍ଠ ଭାଗ)–ମମତା ଶତପଥୀ* 🖌️🖌️ 🖌️🖌️🖌️🖌️🖌️🖌️ ♾️♾️♾️♾️♾️♾️♾️ ଜେଜେମା ଶ୍ରଦ୍ଧାରେ ନାତୁଣୀର ମୁଣ୍ଡ ଆଉଁସି ଦେଇ କହେ “ଏଡିକି ଟିକି ମୁଣ୍ଡରେ ତୋର ଏତେ କଥା ଖେଳୁଛି ! ନିରିମାଖିଟି ତୁ।ବଡ ହୋଇ ଦେଶ ଦୁନିଆରେ ନାଁ କର।ଠାକୁରଙ୍କ କଥା କହିଲୁ ଯେ ଠାକୁର ସିନା ଆମକୁ ଜୀବନ ଦାନ ଦିଅନ୍ତି କିନ୍ତୁ

Loading

May
2022
11

ଜନନୀ ମୋ ଜନମ ଭୂମି — ରଞ୍ଜୁଲତା ପାଢୀ                                               

ଜନନୀ ମୋ ଜନମ ଭୂମି                                       ସବୁଜ ସବୁଜ ଚିର ସବୁଜ ମୋ ଜନନୀ ଜନମ ଭୂମି ତାହାରି କୋଳରେ ଗଢିଲି ଜୀବନ ସେହି ମୋ କରମ ଭୂମି।। ତରୁଲତା ଭରା ଛୋଟ

Loading

May
2022
11

ବୃଥା ବିଳାପ — ଚିନ୍ମୟୀ ସାହୁ

  ବୃଥା ବିଳାପ   (ଅଣୁ ଗଳ୍ପ)     ଥରେ ନୁହେଁ ବହୁଥର ଆସିଛି ସେ ସୁନେଲି ସ୍ୱପ୍ନ ବୟସର ଦ୍ରାଘିମା ଡେଇଁ, ପରିସ୍ଥିତିର ବିବଶତା ଡେଇଁ, ତୁମ ସହ ମୋ ମଧୁର ମିଳନର ବାର୍ତ୍ତା ନେଇ। ମାତ୍ର ମିଳନ ପୂର୍ବରୁ ହିଁ ଭାଙ୍ଗିଯାଏ କାହିଁକି କେଜାଣି ସେ ସୁନାଝରା ସ୍ୱପ୍ନସବୁ। ବୋଧହୁଏ ଅବଚେତନରେ ମଧ୍ୟ ମୋର ବିବେକରୂପି

Loading

May
2022
11

ଶ୍ରୀମନ୍ଦିର — ଜିତେନ୍ଦ୍ର ଗିରି

ଶ୍ରୀମନ୍ଦିର   ପୁରାଣପୋଥିରେ ତୁମେ ଅବନ୍ତିନଗରୀର ସୂର୍ଯ୍ୟବଂଶୀ ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କ ଦ୍ୱାରା ନିର୍ମିତ ଶ୍ରୀକ୍ଷେତ୍ରରେ ଜଗନ୍ନାଥ ଙ୍କ ମନ୍ଦିର ଆଉ କେତେବେଳେ ମାଦଳାପାଞ୍ଜି ଏବଂ ଇତିହାସ ରେ ତୁମେ ଯଯାତି କେଶରୀ ,ଅନନ୍ତ ବର୍ମନ ଚୋଡ଼ ଗଙ୍ଗଦେବ ଓ ଅନଙ୍ଗ ଭିମଦେବ ଙ୍କର ଶ୍ରୀମନ୍ଦିର।   କେଉଁ କାଳରୁ ତୁମେ ବିରାଜମାନ ଆଜିଯାଏଁ ସଠିକ୍ ଆକଳନ କେହି

Loading

May
2022
11

ଅହଲ୍ୟା ଉଦ୍ଧାର — କୁଞ୍ଜ ବିହାରୀ ଦଳାଇ

ଅହଲ୍ୟା ଉଦ୍ଧାର ରାଗ – (ଆହାରୀ) କୁଞ୍ଜବିହାରୀ ଦଳାଇ   ତ୍ରେତୟା ଯୁଗରେ ଅଯୋଦ୍ଧା ରାଜ୍ୟରେ ସରଜୁର ତଟ ଦେଶରେ , କୁଟୀର ନିର୍ମାଣ କରି ରହୁଥିଲେ ଗଉତମ ଋଷି ଶାନ୍ତିରେ , ଅହଲ୍ୟା— ନାମ ତାଙ୍କ ଧର୍ମ ପତ୍ନୀର , କୋଟି ମନଜିଣା ଲାବଣ୍ୟ ପ୍ରତିମା ତୁଳନା ନଥିଲା ରୂପର ।   ଦେବରାଜ ଇନ୍ଦ୍ର ବିମୋହିତ

Loading

May
2022
11

କର୍ତ୍ତବ୍ୟ –ଶରତ ଚନ୍ଦ୍ର ପଣ୍ଡା

କର୍ତ୍ତବ୍ୟ ଶରତ ଚନ୍ଦ୍ର ପଣ୍ଡା   ନିଜ କାମ ନିଜେ କରିବ ବାଳକେ ଅନ୍ୟ ପାଇଁ କିଛି ରଖିବ ନାହିଁ,, ଅନ୍ୟ ପାଇଁ କାମ ଛାଡିଲେ ଧନରେ ଉଦାହରଣଟେ ହୋଇବନାହିଁ  ll   ଯାହା କାମ ଅଛି ବୋଲି ଭାବୁଅଛ ତାହା ସମ୍ପାଦିବ ନ’କରି ହେଳା, ପିତାମାତା, ବନ୍ଧୁ ଉପରେ ଛାଡିଲେ ଭବିଷ୍ୟତେ ଜାଣ ବୁଡ଼ିବ ଭେଳା ll

Loading

May
2022
11

ଅକ୍ଷୟ ତୃତୀୟା — ଶକ୍ତିଦା ବିଷୋୟୀ

ଅକ୍ଷୟ ତୃତୀୟା (ରାଗ-ଆହାରୀ) ଶକ୍ତିଦା ବିଷୋୟୀ   ପବିତ୍ର ବୈଶାଖ ମାସ ଶୁକ୍ଳପକ୍ଷ ତିଥି ରେ ତୃତୀୟା ଅକ୍ଷୟ କରିଥାନ୍ତି ଧାର୍ଯ୍ୟ ସମ୍ପାଦନା କାର୍ଯ୍ୟ ହୋଇବ ମଙ୍ଗଳ ବିଜୟ ଏଦିନେ ବିବିଧ କାର୍ଯ୍ୟ ସମ୍ପାଦନ କିରତି ଅକ୍ଷୁର୍ଣ୍ଣ ରହିବ ଅକ୍ଷୟ ନ ଘଟିବ କୈାଣସି ବିଘ୍ନ।।   ପୂରାଣ ବର୍ଣ୍ଣିତ ଏତିଥି ସୁଚିତ ବହୁ କିମ୍ବଦନ୍ତୀ ରଚିତ ଦ୍ରୌପଦୀଙ୍କୁ

Loading

May
2022
10

ଗ୍ରୀଷ୍ମ ତାପରେ ଜୀବନ — ସୁଜାତା ପତି

ଗ୍ରୀଷ୍ମ ତାପରେ ଜୀବନ              ସୁଜାତା ପତି   ୠତୁରାଜ ଗଲା ଗ୍ରୀଷ୍ମ ଆସିଲା ଉତ୍ତପ୍ତ ହୁଅଇ ଧରା, ଆଜି ଏ ଗ୍ରୀଷ୍ମରେ ଝାଞ୍ଜି ପବନରେ ଅସହ୍ଯ ଲାଗୁଛି ଖରା।   ଓଡିଶା ଜଳୁଛି ତାତି ପବନ ରେ ଦେହ ହାତ ପୋଡିଯାଏ, ନିଷ୍ଠୁର ମଣିଷ ବୃକ୍ଷ ଲତା କାଟି ଅନ୍ଯକୁ

Loading

May
2022
10

ଅକ୍ଷୟ ତୃତୀୟା — ଶରତ ଚନ୍ଦ୍ର ପଣ୍ଡା

ଅକ୍ଷୟ ତୃତୀୟା   ଶରତ ଚନ୍ଦ୍ର ପଣ୍ଡା   ବୈଶାଖ ଶୁକ୍ଳ ତୃତୀୟା ତିଥି ରେ ମହତ ଦିବସ ଓଡ଼ିଆ ପାଇଁ, ଅକ୍ଷୟ ତୃତୀୟା ଚଷାକୁଳ ଖୁସି ଅନୁକୂଳ ଏହି ଦିନ ହୁଅଇ ll 1   ଗୀତଗୋବିନ୍ଦ ର ପ୍ରାରମ୍ଭ ଏ ଦିନ ଜୟ ଦେବ ସ୍ଵାମୀ ଆରମ୍ଭି ଥିଲେ,, କେନ୍ଦୁବିଲ୍ଵ ଗ୍ରାମେ ପବିତ୍ର କବିତା ରାଧା

Loading

May
2022
10

ଅକ୍ଷି ମୁଠି — ପ୍ରଶାନ୍ତ କୁମାର ନାଥ

ଅକ୍ଷି ମୁଠି   କୃଷକର ଏହି ନିଧି ଗଣ୍ଠି ଧନ ଅକ୍ଷି ମୁଠି ନାମ ତା’ର, ଅନୁକୁଳ କରି ଘରୁ ଵାହାରଇ ଟୋକେଇକୁ କରି ଭାର ।   ବୈଶାଖ ମାସର ଶୁକ୍ଳ ତୃତୀୟାରେ ପଡଇ ଏହି ପରଵ, ଓଡିଶା ରାଇଜ କୃଷକ ମନରେ ଵଢଇ ଅମାପ ଭାଵ।   ଏହି ପୂଣ୍ୟ ତିଥି ପାଳଇ କୃଷକ ମନରେ

Loading

May
2022
10

ରୌଦ୍ରତାପେ ଉତ୍ତପ୍ତ ଧରିତ୍ରୀ — ଝରଣା ତନ୍ତୀ

ରୌଦ୍ରତାପେ ଉତ୍ତପ୍ତ ଧରିତ୍ରୀ   କିମ୍ପା କର କୋପ ଆହେ ଭାନୁଦେବ ଧରାକୁ ଜାଳି ଦେଲଣି, ପଶୁ ପକ୍ଷୀ ନର ସର୍ବେ ହାହାକାର ସଭିଙ୍କୁ ପଡେ ଭାଳେଣି ।   ତୁମ୍ଭ ରୌଦ୍ରତାପେ ଭୁପୃଷ୍ଠର ଜଳ ହେଲାଣି ପାତାଳ ଗାମୀ, ଅସହ୍ୟ ଉତ୍ତାପ ସହି ନ ପାରିଣ ଲାଭା ଉଦ୍ଗାରଇ ଭୂମି ।   ‘ଅଂଶୁଘାତ’ ର ହେଉଛନ୍ତି

Loading

May
2022
10

ଅଖି ତୃତୀୟା — ଜୁମର ନାଥ ପାତ୍ର

ଅଖି ତୃତୀୟା   ଉଠୁ ରେ ଅଖି ସୁରୁଜ ଯାଇ ମଥାନରେ କେତେ ଡାକିବି ଯେ ଗାଧେଇ ପାଧେଇ ସୁରୁଜକୁ ପାଣି ଟେକି ନାଲି ଚା’ ପିଇ ତୋ ପାଇଁ ଘୋଡେ଼ଇ ରଖଛି… ଉଠୁ ବୋପାଟା ଗଲା ବାଧକରେ ଅଧା ବୟସରେ ବୁଝିଲୁନୁ ଜମି ଜମା କଥା ବୁଢ଼ୀ ଟା ମୁଁ କେତେ ଧାଁ ଧପଡ କରିଥାନ୍ତି ଦେଇଦେଲି

Loading

May
2022
10

ଅକ୍ଷୟ ତୃତୀୟା — ଗୌରୀ ବେହେରା

ଅକ୍ଷୟ ତୃତୀୟା   ଗୌରୀ ବେହେରା   ବରଷକୁ ବାର ମାସ ଲୋ ସଜନୀ ବରଷକୁ ବାର ମାସ ବାରମାସରେ ତେର ପରବ ଯେ ଏ କଥା ମନରେ ହେଜ ସଜନୀ ଲୋ ଏ କଥା ମନରେ ହେଜ ।   ବୈଶାଖ ମାସର ଶୁକ୍ଳ ତୃତୀୟାତିଥି ରେ ପଡ଼ଇ ପବିତ୍ର ଅକ୍ଷୟ ତୃତୀୟା ସଜନୀ ଗୋ ପଡ଼ଇ

Loading