March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 
Apr
2022
3

*ମୋ ଓଡ଼ିଶା- ସନାତନ ମହାକୁଡ଼*

**ମୋ ଓଡ଼ିଶା** ସନାତନ ମହାକୁଡ ************* ସାଢେ଼ ଚାରିକୋଟି ଓଡ଼ିଆ ମୂଲକ ନାମ ଓଡ଼ିଶା ପ୍ରଦେଶ ଜଗତର ନାଥ ଜଗନ୍ନାଥ ପ୍ରଭୁ ଅଟନ୍ତି ତାହାର ଈଶ । (୧) ରାଇଜ-ବାସୀଙ୍କ ଭାଷା ଯେ ଓଡ଼ିଆ କଳା ସଂସ୍କୃତିରେ ଭରା ଓଡିଶୀର ନୃତ୍ୟ ଓଡ଼ିଆ ସଙ୍ଗୀତ ପ୍ରସିଦ୍ଧ ଜଗତ ସାରା । (୨) କଳିଙ୍ଗ ବୀରଙ୍କ ରକତରେ ଗଢା ଏଇ

Loading

Apr
2022
3

* ତୁମେ ଗଢିଛ ଏ ସୁନାର ସଂସାର-ସୀମାଞ୍ଚଳ ପଣ୍ଡା*

*ତୁମେ ଗଢ଼ିଛ ଏ ସୁନାର ସଂସାର* **********************                  ସୀମାଞ୍ଚଳ ପଣ୍ଡା                  *********** ସୁନାର  ସଂସାର   ଭୁବନରେ  ସାର ଗଢ଼ି ଦେଇଛ ହେ ବିଶ୍ୱ ବିନ୍ଧାଣି, ଜୀବ ଜଡ଼ ଯେତେ  ରଚି ଏ ମରତେ ସବୁ ଯୋଗାଇଛ

Loading

Apr
2022
2

*ବିନାଶ କାଳେ–ନିକୁଞ୍ଜ କୁମାର ଘୋଷ*

ବିନାଶ କାଳେ ======== ବିନାଶ କାଳେରେ ଷଢରିପୁ ଜାଗେ ମନରେ ବାନ୍ଧିଣ ବସା ଆୟତ୍ତ ବାହାରେ କର୍ମ ହୁଏ ପୂରା ଭୋଗିବାକୁ ନାନା ଦଶା ।। କାମନା ଅନଳେ ଭସ୍ମୀଭୂତ ହେଲେ ପୁଣ୍ୟ ପରି ଲାଗେ ସବୁ କିଛି ନ ରହିବ ଅନୁତାପ ବେଳେ ନର୍କେ ଘାଣ୍ଟି ହେଉ ଥିବୁ ।। କ୍ରୋଧ ଅଟେ ନିଜେ ନିଜର ବଇରୀ

Loading

Apr
2022
2

*ଅବ୍ଜମିଳନ–ପବିତ୍ର ବେହେରା*

“” ଅବ୍ଜମିଳନ“” ରାତି ପରା ସତ ଚେଷ୍ଟା କରି ପରସ୍ତ ପରସ୍ତ କରି ଘୋଡେ଼ଇ ଘାଡ଼େଇ ଲୁଚେଇ ପାରିନି ଜମା ଜହ୍ନକୁ , ଠିକ୍ ଯେମିତି ତୁମ କଳା ଶାଢ଼ୀ ତଳୁ ଜହ୍ନ ଠାରୁ ବେଶୀ ଦାଉ ଦାଉ ତୁମ ରୂପ ଜଳୁଛି ଶାଢ଼ୀ ଭେଦି ମୋ ଆଖିର ରେଟିନା ଚୁମୁଛି ମୁଁ ଦେଖୁଛି ତୁମ ଠାରୁ ଆହୁରି

Loading

Apr
2022
2

*ବାପା କହିଛନ୍ତି ମୋତେ–ଜିତେନ୍ଦ୍ର ଗିରି*

ବାପା କହିଛନ୍ତି ମୋତେ ଦୁଷ୍ଟଜନ ସଙ୍ଗେ ଜମ୍ମା ମିଶିବୁନି ଧୂଳି ମିଶେଇବେ ଭାତେ ନିଜେ ଖାଇବେନି ତତେ ବି ଦେବେନି ଢାଳିବେ ସେ ଚୁଲିଗାତେ । ମାଦକ ଦ୍ରବ୍ୟକୁ କେବେ ଛୁଇଁବୁନି ଯେତେ ଯାଚୁ ଯିଏ ତତେ ନିଜେ ପେଟେ ପିଇ ମାତାଲ ଉପାଧି ଧରେଇ ଦେବେ ତୋ ହାତେ। କୁଜିନେତା ସଙ୍ଗେ ଭାବ କରିବୁନି ପିଠି ଥାପୁଡ଼ନ୍ତୁ

Loading

Apr
2022
2

*ରେଣୁ ଅପା(ପ୍ରଥମ ଭାଗ)–ମମତା ଶତପଥୀ*

➖➖ରେଣୁଅପା➖➖ (ପ୍ରଥମ ଭାଗ) (ଧାରାବାହିକ ଉପନ୍ୟାସ) 🖌️🖌️🖌️🖌️🖌️🖌️ ରେଣୁ ଫଟାକପାଳୀ।ଜନ୍ମ ରୁ ମାଛେଉଣ୍ଡ।ବାପା ମଦୁଆ।ଏଇ ଫଗୁଣରେ ରେଣୁକୁ ଷୋହଳ ଛୁଇଁଲା।ସେ ଏବେ ଢଳ ଢଳ ଦରଫୁଟା କଳୀ୍।ଯାହାକୁ ଗାଁ ଲୋକେ ସାଇ ମାଇପେ ‘ଘଇତା ଖାଇ’ କହି ନିନ୍ଦା ଅପବାଦ ଦିଅନ୍ତି, ସେହି ଜେଜେମାର ତତ୍ତ୍ବାବଧାନରେ ରେଣୁ ଉତିଆଣି ଛୁଆରୁ ଷୋହଳ ବର୍ଷର କିଶୋରୀ।ରେଣୁର ବାପା ରବି ମାତ୍ର

Loading

Apr
2022
2

*ହିନ୍ଦୁ ନବବର୍ଷ–ସୁଦ୍ରୁମା ପଣ୍ଡା*

*ହିନ୍ଦୁ ନବବର୍ଷ* ଭାରତ ମାତା ର ଯେତେକ ସନ୍ତାନ ମୋ ପ୍ରିୟ ଭଉଣୀ ଭାଇ, ହିନ୍ଦୁ ନବବର୍ଷେ ଶପଥ ନେବା ହେ ହିନ୍ଦୁତ୍ୱ ର ଦ୍ୱାହି ଦେଇ ।। ସଂସ୍କାର ସଂସ୍କୃତି ଯେତେ ହିନ୍ଦୁ ନୀତି ସବୁକୁ ଦେଇ ସମ୍ମାନ, ହିନ୍ଦୁସ୍ଥାନ ନାମ ସଫଳ କରିବା କରି ମାତା ଜୟଗାନ ।। ଆଜି ଚୈତ୍ର ଶୁକ୍ଳ ପ୍ରତିପଦ ତିଥି

Loading

Apr
2022
2

*ସ୍ୱତନ୍ତ୍ର ମୋ ଉତ୍କଳ ଭୂଇଁ–ତ୍ରିନାଥ ପଟ୍ଟନାୟକ*

*ସ୍ୱତନ୍ତ୍ର ମୋ ଉତ୍କଳ ଭୂଇଁ* ——————————- ଭାରତ ମାତାର କୋଳେ ଜନ୍ମିଛି ଓଡିଶା ମାଟିକୁ ଛୁଇଁ ଉତ୍କଳ ମାତାର ସନ୍ତାନ ମୁହିଁ ଓଡିଶା ମୋ ଜନ୍ମ ଭୂଇଁ ll ଫୁଟିଛି ଉତ୍କଳ ଭାଷା କମଳିନୀ ସଭିଁଙ୍କୁ ମିଳୁ ଭାଷା ପ୍ରୀତି ପୂର୍ଣ୍ଣ ହେଉ ଆଶା ସ୍ମାର୍ଟ ଓଡିଶା ଲହରୀ ଉଠୁ ଓଡିଶା ଜ୍ୟୋତି ll ଧନ୍ୟ ଏ ଓଡିଶା

Loading

Apr
2022
2

*ଆମେ କି ସତରେ ଓଡ଼ିଆ – ପବିତ୍ର ବେହେରା*

::: ଆମେ କି ସତରେ ଓଡ଼ିଆ:: ପବିତ୍ର ବେହେରା   ଓଡ଼ିଆ ଓଡିଆ ଚିତ୍କାର କରୁଛୁ ଆମେ କି ସତରେ ଓଡ଼ିଆ ନାହିଁ ଭାଷା ପ୍ରିତୀ ଜାତି ସ୍ଵାଭିମାନ ମନେ ମନେ କହୁ ଓଡ଼ିଆ ଓଡ଼ିଆ ଭାଷାକୁ ଘୃଣ୍ୟ ମନ କରି ଇଂରାଜୀ ଭାଷା କହୁ ବଢ଼ିଆ କିଏ କହୁଅଛି, ଉତ୍ତର -ଦକ୍ଷୀଣି କିଏ କହୁଅଛି ପଶ୍ଚିମ ଓଡ଼ିଶା

Loading

Apr
2022
2

*ଡିବିରି–ସନ୍ଧ୍ୟାରାଣୀ ଦାଶ(କୋରାପୁଟ)*

#ଡିବିରି ଡିବିରି ସନ୍ଧ୍ୟାରାଣୀ ଦାଶ, କୋରାପୁଟ _______ ଆଜି ସକାଳୁ ବହୁତ ବ୍ୟସ୍ତ ଥିଲା ରୀନା ।ଝିଅ ତା’ର ପ୍ରଥମ ଥର ହଷ୍ଟେଲ ଯିବ। ସେଥିପାଇଁ ତାକୁ ସବୁ ସଜାଡିବାକୁ ପଡୁଛି ଛୋଟରୁ ଛୋଟ ଜିନିଷ। ମନଟା ତା’ର ଭାରି ଭାରି ହେଇ ଯାଇଥିଲା ଏକଦମ୍।ଆଷାଢ଼ର ବର୍ଷା ବୁନ୍ଦା ଭଳି ବଡ଼ ବଡ଼ ଵରକୋଳିଆ ଟୋପା ଯେମିତି ଆଖି

Loading

Apr
2022
2

*ଡିବିରି–ସ୍ୱାଗତିକା ବେହେରା*

#ଡିବିରି ମନୁଆଟା ବାପ ଛେଉଣ୍ଡ।ବଡ଼ ଘର ପିଲା ହିଁ କୁଆଡେ ଅଧିକ ପଢନ୍ତି ଏତିକି ମନୁଆ ବୋଉ କହେ,ହେଲେ ସେ କିଛି ବୁଝେନି।ପାଠ ପଢିବା ହିଁ ତା’ର ଏକମାତ୍ର ଉଦ୍ଦେଶ୍ୟ। ତା ବୋଉ ପର ଘର ପାଇଟି କରିବାକୁ ଗଲାବେଳେ ମନୁଆ କହି ଦିଏ,”ବୋଉ ଲୋ ବୋଉ!!ଆସିଲା ବେଳେ ଭାତ ମାଗି ଆଣି ମାଗିବୁନି,ଆଣିବୁ ଖାଲି ଡିବିଏ ତେଲ।ରାତି

Loading

Apr
2022
2

*ଡିବିରି–ପ୍ରୀତିରଞ୍ଜନ ନାୟକ*

##ଡିବିରି## ଡିବି ଡିବି ଡିବି…… ମୁନ୍ଦେ କିରୋସିନି ଗୋଟେ ସଳିତା, ଯେତେ ଜାଳୁଥିବ ବସି ଜାଳୁଥା…. ଆ ମାଉସୀ ଆ ମଉସା ଡିବିରି ପରା ମୋ ବେଉସା। ନିଅ ନିଅ ନିଅ ଭଳିକି ଭଳି ଅନ୍ଧାର ଦୂରିବ ଆଲୋକ ଆସିବ ଅନ୍ଧାର ଫୁଟାଣି ଯିବ ମଉଳି। ଏମିତି ନୂଆ ଶବ୍ଦରେ ଚାକଚକ୍ୟ ଘରେ ବଢ଼ିଥିବା ମୁନା ଆଶ୍ଚର୍ଯ୍ୟ ହୋଇ

Loading

Apr
2022
2

*ଡିବିରି–ସୁଭଦ୍ରା ପଟ୍ଟାୟତ*

#ଡିବିରି ଆଈ – ଆଲ ମା’ ସୀମା ! କୁଆଡ଼େ ଗଲୁ ? ମୋ ଡିବିରିରେ ଟିକିଏ ତେଲ ପୁରେଇ ଦେଲୁ । ମୋର ତ ବୟସ ହେଲାଣି ହାତ ଥରଥର ହେଉଛି । ସୀମା (ନାତୁଣୀ) ଆସି ଆଈ ! ତୁ କାହିଁକି ଏଇ ଅଧାଭଙ୍ଗା ଡିବିରି ପାଇଁ ଏମିତି ହଉଛୁ ? ଏବେ ତ ଏମରଜେନ୍ସି

Loading

Apr
2022
2

*ଡିବିରି–ଜଗନ୍ନାଥ ଚୌଧୁରୀ*

ଡିବିରି:   -ସେଦିନ ଅ….ଆ….ଇ… ଈ….ଏହି ଶବ୍ଦରେ କମ୍ପି ଉଠୁଥାଏ ବିଦ୍ୟାଳୟ ପରିସର l ମୁଁ ନେଇଥିବା ଚକ୍ ଖଡ଼ିକୁ ଦୁଇଖଣ୍ଡ କରି ରାଣୀ ଆଉ ମୁଁ ଏହି ଚାରୋଟି ଅକ୍ଷର ବାରମ୍ବାର ଘୋଷୁଥାଉ ସିଲଟରେ l ବିଜୁଳି ଚାଲିଗଲା ତେଣୁ ଆମେ ନେଇଥିବା ଡିବିରି କୁ ଜାଳି ପୁଣି ମାତିଗଲୁ ଅ.. ଆ…ଘୋଷାରେ l ରାଜୁ ଆମ

Loading

Apr
2022
2

*ଡିବିରି–ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ*

#ଡିବିରି ସନ୍ଧ୍ୟା ସମୟ, ଘର ସାଜସଜ୍ଜାରେ ବ୍ୟସ୍ତ ଥିଲେ ଚାନ୍ଦିନୀ ମ୍ୟାଡ଼ାମ | ହଠାତ ଖାକି ପୋଷାକରେ ଥିବା ପ୍ରୀତମ ବାବୁ ଘର ଭିତରକୁ ପଶିଯାଇ ଚାନ୍ଦିନୀଙ୍କ ଶାଢ଼ୀ କାନିକୁ ଧରି ପକେଇଲେ | ଚାନ୍ଦିନୀ ପଛକୁ ବୁଲିଯାଇ ଟିକେ ରାଗିକି କହିଲା, ” ମୁଁ ଜାଣିଥିଲି ତମେ ହିଁ ଆସିଥିବ, ଇଏ ସବୁ କି ଦୁଷ୍ଟାମୀ କରୁଛ

Loading

Apr
2022
2

*ଡିବିରି–ସୌମ୍ୟା ପ୍ରିୟଦର୍ଶିନୀ*

ଶୀର୍ଷକ – ଡିବିରି ସ୍ମୃତିର ପୃଷ୍ଠା ସବୁକୁ ଖେଳେଇ ବସିଲେ କୋଉ ଗୋଟେ ପୃଷ୍ଠା ଭିତରେ କିଛି ଛୋଟ ଛୋଟ ନିର୍ଜୀବ ଇତିହାସ ସହ ବେଳେ ବେଳେ ଭେଟ ହୋଇଯାଏ। ଯେଉଁ ଇତିହାସ ଗୁଡିକ ସ୍ମୃତିଟିଏ ହୋଇଗଲା ପରେ ଆଉ ନିର୍ଜୀବ ପରି ଲାଗନ୍ତି ନାହିଁ । କାରଣ ସେମାନଙ୍କ ସହ ଯୋଡି ହୋଇଯାଏ ଅଭୁଲା ମୁହୂର୍ତ୍ତ, ଅଭୁଲା

Loading

Apr
2022
2

*ଡିବିରି–ତପସ୍ୱିନୀ ଜେନା*

ଅଣୁ ଗଳ୍ପ – ଡିବିରି **************** ରାତିର ଅନ୍ଧାର ବଢ଼ି ବଢ଼ି ଯାଉଥାଏ। ଝାଟିମାଟିର କାନ୍ଥକୁ ଡେରି ହୋଇ ଖଣ୍ଡିଏ ବହିଧରି ମୁନା ପାଠ ପଢୁଥାଏ। ମନରେ ଅନେକ ଆଶା ଓ ଆକାଂକ୍ଷା ଉଙ୍କି ମାରୁଥାଏ। ବଡ଼ ହେଲେ ଜଣେ ସଚ୍ଚୋଟ ପୋଲିସ ଅଫିସର ହୋଇ ନିଜ ଗ୍ରାମ ଓ ଦେଶର ରକ୍ଷା ପାଇଁ ଲଢ଼ିବ। ଏମିତି ଅନେକ

Loading

Apr
2022
2

*ଡିବିରି–ରିନା ପରିଡା*

ଡିବିରି ବାପା! ବାପା! ଆଇ କହୁଥିଲା, ତୁମ ସମୟରେ କରେଣ୍ଟ ବ୍ୟବସ୍ଥା ନଥିଲା କେବଳ ବତୀଟିଏ କାଁ ଭାଁ କିଛି ଲୋକଙ୍କ ପାଖରେ ଥିଲା | ସେକାଳରେ କରେଣ୍ଟ ବ୍ୟବସ୍ଥା ନଥିଲା ତେଣୁ କିଛି ଲୋକ ବତୀର ସାହାଯ୍ୟ ନେଉଥିଲେ କିନ୍ତୁ ବାପା, ମୁଁ ଜେଜେମାଙ୍କ ଠାରୁ ଶୁଣିଥିଲି ଜେଜେବାପାଙ୍କ ଅମଳ ବହୁତ ଗରୀବ ଥିଲେ ତେଣୁ ତୁମ

Loading

Apr
2022
2

*ଡିବିରି–ପ୍ରିୟଦର୍ଶିନୀ ମହାପାତ୍ର*

ଡିବିରି _________ “କୁନାବୋଉ ! ଆରେ ଏ କୁନାବୋଉ, ପାଇଲ ନା ନାହିଁ ବା ?” “ଆହେ, ଖୋଜୁଛି ପରା, ଟିକେ ରୁହ ।” “ଆରେ ଟିକେ ଝଅଟ ଖୋଜ, ତେଣେ ବେଳ ଗଡ଼ିଯିବ, ମୁଁ ଭାଗବତ ପଢ଼ିବି କେମିତି ? ତା ପରେ ପୁଣି ସାହୁକାରଙ୍କ ଘରକୁ ଯିବି, ବାବୁ ପରା ଡକେଇଛନ୍ତି ।” “ତମେ ତ

Loading

Apr
2022
2

*ରାଜନୀତି ର ଖଡ଼ି ଛୁଆଁ–କୁଞ୍ଜବିହାରୀ ଦଳାଇ*

ରାଜନୀତି ର ଖଡ଼ି ଛୁଆଁ ଆମରି ଦେଶର ଜଣେ ରାଜନେତା ପୁଅ ଅନୁରୋଧ କ୍ରମେ, ଶିଖାନ୍ତି ପୁତ୍ରକୁ ରାଜନୀତି ପାଠ ନିଷ୍ଠା ନୀତି ଓ ସମ୍ଭ୍ରମେ । ପୁଅ କହେ ବାପା ଶିକ୍ଷା ଦିଅ ତୁମେ ମୋତେ ରାଜନୀତି ପାଠ, ବାପା କୁହେ ପୁଅ ନୁହଇ ସହଜ ଶିଖିବା ଅପଢ଼ା ଶାଠ । ପୁଅ ବାଧ୍ୟ କରେ, ବାପା

Loading