April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ନୂଆ ବର୍ଷର ନୁଆ ପ୍ରେମିକା —ଅନିରୁଦ୍ଧ ତିଆଡ଼ି

🌹🌹ନୂଆ ବର୍ଷର ନୁଆ ପ୍ରେମିକା 🌹🌹

ଷଷ୍ଠ ରୁ ବିଦ୍ୟାୟ ନେଇ
ଆସିଲି ସପ୍ତମ,
ଅଡ଼ା ଉପ୍ରା ବିଦ୍ୟାଳୟ
ସ୍କୁଲ ମୋର ନାମ ।

ଆରମ୍ଭ ହେଲାଯେ ମୋର
ଟିକେ ପାଠ ପଢା,
ଟିକେ ଟିକେ ଦୁଷ୍ଟ ପୁଣୀ
ଟିକେ ମିଠା ଖଟା।

ଆସିଲା ଗୋଟାଏ ଝିଅ
ନାମ ଲେଖାଇଲା,
ତାକୁ ଦେଖି ସେଇଟି ମୋ
ହୁସ୍ ଉଡ଼ିଗଲା।

ପାଖେଇ ପାଖେଇ ଆସେ
ନୂଆ ବରଷ ଟେ,
ଭାବିଲି ମୁଁ ଚିଠି ଦେଵୀ
ତା ବହୀ ଭିତରେ ।

ଚିଠିରେ ଲେଖିଲି ମୁଁ
ଏମିତି ଜେ କଥା,
ହସି ହସି ବିନ୍ଧିଯିବ
ତମର ସେ ମଥା ।

ସୁନ୍ଦରୀ ଭାକିକି ଦେଲି
ରଚନା ର ଫଟୋ ,
ହିରୋଇନ୍ ଦିଶୁଥିଲା
ମୋ ଆଖିର ତା ଫଟୋ।

ନୁଆ ବର୍ଷ କାର୍ଡ ଦେଈ
ଶୁଭେଚ୍ଛା ମୁଁ ଦେଲି,
ହଲିଲାନି ଟିକେ ହେଲେ
ତାର ସେଇ ଦିଲ୍।

ଭିଲିଆନ ଭାବି ମୋତେ
ଦେଲା ହରପଟନାୟକ ଫଟୋ,
ସତର କଣ୍ ମୋ ଭଲ ପାଇବା
ତା ଆଗରେ ଛୋଟ ।

ବହୁତ୍ କାନ୍ଦିଲି ମୁଁ
କବାଟ କୁଣେ ଲୁଚି,
ଲୁହ ସାଙ୍ଗେ ବୁହୁଥିଲା
ନାକ ରୁ ତୁରାଣୀ ।

ପଛରେ ବୁଝିଲା ମୋର
ଏ ଭଲ ପାଇବା ,
ହୃଦୟରୁ ଦେଲା ମୋତେ
ନୂଆ ବର୍ଷ ଶୁଭେଚ୍ଛା ।

ଇତି କଲି ଆମର ଏ
ନୂଆ ନୂଆ ପ୍ରେମ ,
ମୋ ମନ ତା ପାଖର
ତା ପାଖେ ମୋ ମନ ।

ନବ ବର୍ଷର ଅଭିନନ୍ଦନ
ହୃଦୟରୁ ମୋର ସଭିଙ୍କୁ ,
ଜୀବନ ତମର ସୁଖ ମୟ ହେଉ
ରହିଥାଅ ଯୋଗ ଯୋଗ କୁ ।

ଅନିରୁଦ୍ଧ ତିଆଡ଼ି
ବାଲେଶ୍ବର ଅଡା
ମୋ-77351840978

 570 total views,  1 views today

Leave a Reply

Your email address will not be published. Required fields are marked *