December 06, 2021
11 11 11 AM
*PEACEFULL CLOUDSPHERE–Maid Čorbić*
*CALM CLOUDS-Prasanna Bhatta*
*CALM CLOUDS–Chinmayee Mohapatra*
*Calm Clouds–Marck Ogbac*
*CALM CLOUDS–Ramesh Chandra Pradhani*
*Calm Clouds–Hazel Domingo*
*Calm clouds–Gayatri mishra*
*ଭସାମେଘ–ମୁକ୍ତିରାଣୀ ଦେବତା*
*”ଭସା ମେଘ”-ସ୍ଵପ୍ନାରାଣୀ ପାଣିଗ୍ରାହୀ*
*ଭସା ମେଘ–ନିତ୍ୟାନନ୍ଦ ସିଂହ*
*ଭସାମେଘ–ଜାନକୀ ମହାନ୍ତ*
*ଭସା ମେଘ–ଅଞ୍ଜଳି ଗିରି*
*ଭସାମେଘ–ସନ୍ଧ୍ୟାରାଣୀ ହୋତା*
*ଭସା ମେଘ–ପ୍ରତିମା ବାରିକ*
*ଟିପେ ପୃଥିବୀର ମୋହ – ସୀମାଞ୍ଚଳ ପଣ୍ଡା*
*ମରିଚିକା – ମନୋଜ କୁମାର ଦାସ*
*ଅପେକ୍ଷା ର ମୁହୁର୍ତ୍ତ – ନିର୍ମଳ ବାରିକ*
*ତୁ ଥା ମୁଁ ଯାଉଛି ଋଷି – ମୁକ୍ତିରାଣୀ ଦେବତା*
*BEYOND LIMITS -Dr.Prasana Kumar Dalai*
*କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*
Latest Post
*PEACEFULL CLOUDSPHERE–Maid Čorbić* *CALM CLOUDS-Prasanna Bhatta* *CALM CLOUDS–Chinmayee Mohapatra* *Calm Clouds–Marck Ogbac* *CALM CLOUDS–Ramesh Chandra Pradhani* *Calm Clouds–Hazel Domingo* *Calm clouds–Gayatri mishra* *ଭସାମେଘ–ମୁକ୍ତିରାଣୀ ଦେବତା* *”ଭସା ମେଘ”-ସ୍ଵପ୍ନାରାଣୀ ପାଣିଗ୍ରାହୀ* *ଭସା ମେଘ–ନିତ୍ୟାନନ୍ଦ ସିଂହ* *ଭସାମେଘ–ଜାନକୀ ମହାନ୍ତ* *ଭସା ମେଘ–ଅଞ୍ଜଳି ଗିରି* *ଭସାମେଘ–ସନ୍ଧ୍ୟାରାଣୀ ହୋତା* *ଭସା ମେଘ–ପ୍ରତିମା ବାରିକ* *ଟିପେ ପୃଥିବୀର ମୋହ – ସୀମାଞ୍ଚଳ ପଣ୍ଡା* *ମରିଚିକା – ମନୋଜ କୁମାର ଦାସ* *ଅପେକ୍ଷା ର ମୁହୁର୍ତ୍ତ – ନିର୍ମଳ ବାରିକ* *ତୁ ଥା ମୁଁ ଯାଉଛି ଋଷି – ମୁକ୍ତିରାଣୀ ଦେବତା* *BEYOND LIMITS -Dr.Prasana Kumar Dalai* *କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*

ନୂଆ ବର୍ଷର ନୁଆ ପ୍ରେମିକା —ଅନିରୁଦ୍ଧ ତିଆଡ଼ି

🌹🌹ନୂଆ ବର୍ଷର ନୁଆ ପ୍ରେମିକା 🌹🌹

ଷଷ୍ଠ ରୁ ବିଦ୍ୟାୟ ନେଇ
ଆସିଲି ସପ୍ତମ,
ଅଡ଼ା ଉପ୍ରା ବିଦ୍ୟାଳୟ
ସ୍କୁଲ ମୋର ନାମ ।

ଆରମ୍ଭ ହେଲାଯେ ମୋର
ଟିକେ ପାଠ ପଢା,
ଟିକେ ଟିକେ ଦୁଷ୍ଟ ପୁଣୀ
ଟିକେ ମିଠା ଖଟା।

ଆସିଲା ଗୋଟାଏ ଝିଅ
ନାମ ଲେଖାଇଲା,
ତାକୁ ଦେଖି ସେଇଟି ମୋ
ହୁସ୍ ଉଡ଼ିଗଲା।

ପାଖେଇ ପାଖେଇ ଆସେ
ନୂଆ ବରଷ ଟେ,
ଭାବିଲି ମୁଁ ଚିଠି ଦେଵୀ
ତା ବହୀ ଭିତରେ ।

ଚିଠିରେ ଲେଖିଲି ମୁଁ
ଏମିତି ଜେ କଥା,
ହସି ହସି ବିନ୍ଧିଯିବ
ତମର ସେ ମଥା ।

ସୁନ୍ଦରୀ ଭାକିକି ଦେଲି
ରଚନା ର ଫଟୋ ,
ହିରୋଇନ୍ ଦିଶୁଥିଲା
ମୋ ଆଖିର ତା ଫଟୋ।

ନୁଆ ବର୍ଷ କାର୍ଡ ଦେଈ
ଶୁଭେଚ୍ଛା ମୁଁ ଦେଲି,
ହଲିଲାନି ଟିକେ ହେଲେ
ତାର ସେଇ ଦିଲ୍।

ଭିଲିଆନ ଭାବି ମୋତେ
ଦେଲା ହରପଟନାୟକ ଫଟୋ,
ସତର କଣ୍ ମୋ ଭଲ ପାଇବା
ତା ଆଗରେ ଛୋଟ ।

ବହୁତ୍ କାନ୍ଦିଲି ମୁଁ
କବାଟ କୁଣେ ଲୁଚି,
ଲୁହ ସାଙ୍ଗେ ବୁହୁଥିଲା
ନାକ ରୁ ତୁରାଣୀ ।

ପଛରେ ବୁଝିଲା ମୋର
ଏ ଭଲ ପାଇବା ,
ହୃଦୟରୁ ଦେଲା ମୋତେ
ନୂଆ ବର୍ଷ ଶୁଭେଚ୍ଛା ।

ଇତି କଲି ଆମର ଏ
ନୂଆ ନୂଆ ପ୍ରେମ ,
ମୋ ମନ ତା ପାଖର
ତା ପାଖେ ମୋ ମନ ।

ନବ ବର୍ଷର ଅଭିନନ୍ଦନ
ହୃଦୟରୁ ମୋର ସଭିଙ୍କୁ ,
ଜୀବନ ତମର ସୁଖ ମୟ ହେଉ
ରହିଥାଅ ଯୋଗ ଯୋଗ କୁ ।

ଅନିରୁଦ୍ଧ ତିଆଡ଼ି
ବାଲେଶ୍ବର ଅଡା
ମୋ-77351840978

 333 total views,  1 views today

Leave a Reply

Your email address will not be published. Required fields are marked *