September 20, 2021
11 11 11 AM
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ*
*ନିଃଶବ୍ଦତା-ପ୍ରୀତିପଦ୍ମା ଦାସ*
*CAN’T IGNORE -Prof.Dr.Prasana Kumar Dalai*
*ପରିବର୍ତ୍ତନ – ବନଲତା ଜାଲି *
*THE RAIN IN SEPTEMBER – Prof.Dr.Prasana Kumar Dalai*
*ରିକ୍ସାବାଲା – ତପନ ସାହୁ*
*Mystery of Life – Rudra Narayan Dash*
*ନିତ୍ୟ ନମସ୍ୟ ବୀର ଯବାନ – ଜିତେନ୍ଦ୍ର ଗିରି*
*କଣ ଆମେ ସ୍ୱାଧୀନ – ଜିତେନ୍ଦ୍ର ଗିରି*
*ସ୍ୱାଧୀନତା ତୁମେ କେଉଁଠି – ଜିତେନ୍ଦ୍ର ଗିରି*
*ଗୁରୁଦେବ – ଜିତେନ୍ଦ୍ର ଗିରି*
*ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*
*ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*
*ମୁଁ – ଜିତେନ୍ଦ୍ର ଗିରି*
*ଆହେ ଗଣନାଥ – ଜିତେନ୍ଦ୍ର ଗିରି*
*Humanity–Gabriel S. Weah*
*Humanity–Stoianka Boianova*
*CRY HUMANITY–Nevenka Kovacevic*
*THE ONLY ANSWER IS HUMANITY–Dr. Paramita Mukherjee Mullick*
*Real Humanity–Mildred DJ Par*
Latest Post
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ* *ନିଃଶବ୍ଦତା-ପ୍ରୀତିପଦ୍ମା ଦାସ* *CAN’T IGNORE -Prof.Dr.Prasana Kumar Dalai* *ପରିବର୍ତ୍ତନ – ବନଲତା ଜାଲି * *THE RAIN IN SEPTEMBER – Prof.Dr.Prasana Kumar Dalai* *ରିକ୍ସାବାଲା – ତପନ ସାହୁ* *Mystery of Life – Rudra Narayan Dash* *ନିତ୍ୟ ନମସ୍ୟ ବୀର ଯବାନ – ଜିତେନ୍ଦ୍ର ଗିରି* *କଣ ଆମେ ସ୍ୱାଧୀନ – ଜିତେନ୍ଦ୍ର ଗିରି* *ସ୍ୱାଧୀନତା ତୁମେ କେଉଁଠି – ଜିତେନ୍ଦ୍ର ଗିରି* *ଗୁରୁଦେବ – ଜିତେନ୍ଦ୍ର ଗିରି* *ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି* *ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି* *ମୁଁ – ଜିତେନ୍ଦ୍ର ଗିରି* *ଆହେ ଗଣନାଥ – ଜିତେନ୍ଦ୍ର ଗିରି* *Humanity–Gabriel S. Weah* *Humanity–Stoianka Boianova* *CRY HUMANITY–Nevenka Kovacevic* *THE ONLY ANSWER IS HUMANITY–Dr. Paramita Mukherjee Mullick* *Real Humanity–Mildred DJ Par*

*ରଙ୍ଗହୀନ ହୋଲି (ସନେଟ)_ ସୁପ୍ରଜିତ ସାହୁ*

#ରଙ୍ଗହୀନ_ହୋଲି #ସନେଟ_୧

କୋଇଲିର କୁହୂ ମହୁଲର ମହୁ ଫଗୁଣର ଫଗୁଚିତା
ବସନ୍ତର ରାଗ ଫୁଲରେ ପରାଗ ଆହୁରି ଅନେକ କଥା,
ମନ ସହରର ସରହଦ ଲଙ୍ଘି କାହିଁ କେତେ ରଙ୍ଗ ନେଇ
ହଁ’ କେହି ଜଣେ ହୋଲି ଆଗମନେ ଆସିଥିଲା ମନେନାହିଁ

ପର୍ବତ – ଗଗନ ବାନ୍ଧିଥିଲେ ମନ ଦୂର ଚକ୍ରବାଳ ଠାରେ
ପକ୍ଷୀର କାକଳି ରଚୁଥିଲା କେଳି ବନର ସବୁଜିମାରେ
ନିରୀହ ନୟନେ ନୀଳ ସାଗରର ନିଶା ସବୁ ଘେନିଯାଇ
ହଁ କେହି ଜଣେ ହୋଲି ଆଗମନେ ଆସିଥିଲା ମନେ ନାହିଁ।

ସ୍ମୃତି ସଦା ସତେ ସତେଜ ଶଶୀଟେ ଜ୍ୟୋତ୍ସ୍ନାରେ କରେ ଓଦା।
ଦଲକାଏ ବାଆ ଛୁଇଁ ଗଲା ପରେ ଜୀବନଟା ଅଧା ଅଧା
ସେଇ ବାଆ ଏବେ କାଳ ବୈଶାଖୀ ହୃଦୟେ ରକ୍ତ ନଈ
ହଁ କେହି ଜଣେ ହୋଲି ଆଗମନେ ଆସିଥିଲା ମନେ ନାହିଁ,

ଭିଜା ବୟସର ବାରୁଣୀ ବୁଡ଼ରେ ପରିଣାମ ଟିଏ ହୋଇ
ହଁ କେହି ଜଣେ ହୋଲି ଆଗମନେ ଆସିଥିଲା ମନେ ନାହିଁ।।

#ସୁପ୍ରଜିତ୍ ସାହୁ

 95 total views,  2 views today

Leave a Reply

Your email address will not be published. Required fields are marked *