April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ରଙ୍ଗହୀନ ହୋଲି (ସନେଟ)_ ସୁପ୍ରଜିତ ସାହୁ*

#ରଙ୍ଗହୀନ_ହୋଲି #ସନେଟ_୧

କୋଇଲିର କୁହୂ ମହୁଲର ମହୁ ଫଗୁଣର ଫଗୁଚିତା
ବସନ୍ତର ରାଗ ଫୁଲରେ ପରାଗ ଆହୁରି ଅନେକ କଥା,
ମନ ସହରର ସରହଦ ଲଙ୍ଘି କାହିଁ କେତେ ରଙ୍ଗ ନେଇ
ହଁ’ କେହି ଜଣେ ହୋଲି ଆଗମନେ ଆସିଥିଲା ମନେନାହିଁ

ପର୍ବତ – ଗଗନ ବାନ୍ଧିଥିଲେ ମନ ଦୂର ଚକ୍ରବାଳ ଠାରେ
ପକ୍ଷୀର କାକଳି ରଚୁଥିଲା କେଳି ବନର ସବୁଜିମାରେ
ନିରୀହ ନୟନେ ନୀଳ ସାଗରର ନିଶା ସବୁ ଘେନିଯାଇ
ହଁ କେହି ଜଣେ ହୋଲି ଆଗମନେ ଆସିଥିଲା ମନେ ନାହିଁ।

ସ୍ମୃତି ସଦା ସତେ ସତେଜ ଶଶୀଟେ ଜ୍ୟୋତ୍ସ୍ନାରେ କରେ ଓଦା।
ଦଲକାଏ ବାଆ ଛୁଇଁ ଗଲା ପରେ ଜୀବନଟା ଅଧା ଅଧା
ସେଇ ବାଆ ଏବେ କାଳ ବୈଶାଖୀ ହୃଦୟେ ରକ୍ତ ନଈ
ହଁ କେହି ଜଣେ ହୋଲି ଆଗମନେ ଆସିଥିଲା ମନେ ନାହିଁ,

ଭିଜା ବୟସର ବାରୁଣୀ ବୁଡ଼ରେ ପରିଣାମ ଟିଏ ହୋଇ
ହଁ କେହି ଜଣେ ହୋଲି ଆଗମନେ ଆସିଥିଲା ମନେ ନାହିଁ।।

#ସୁପ୍ରଜିତ୍ ସାହୁ

Loading

13 thoughts on “*ରଙ୍ଗହୀନ ହୋଲି (ସନେଟ)_ ସୁପ୍ରଜିତ ସାହୁ*

  1. When someone writes an paragraph he/she maintains the thought of a user in his/her mind that how a user can know it.
    Therefore that’s why this paragraph is perfect. Thanks!

    my website – tracfone

  2. Hi there, I do believe your website could be having internet browser compatibility problems.

    When I take a look at your web site in Safari, it looks fine
    however when opening in IE, it has some overlapping issues.

    I merely wanted to give you a quick heads up! Besides
    that, fantastic website!

    my blog post – tracfone special

  3. Whats Going down i am new to this, I stumbled upon this I’ve found It positively useful and it has aided me out loads. I hope to give a contribution & help different customers like its aided me. Good job.

Leave a Reply

Your email address will not be published. Required fields are marked *