March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

🕉️ନିରାକାର🕉️—ଶକ୍ତିଦା ବିଷୋୟୀ

🕉️ନିରାକାର🕉️

ଶକ୍ତିଦା ବିଷୋୟୀ

ରୂପରେଖ ନାହିଁ ଆକାର ତ ନାହିଁ
ସର୍ବ ବ୍ୟାପି ନିରାକାର
ଅନୁଭବ ମାତ୍ର ବାରାଟ ଈଶ୍ବର
ସୃଷ୍ଟି କର୍ତ୍ତା ଜଗତର ।।୧
ପାଦପ ଯା ଧରା ମସ୍ତକ ଯା ସରା
ସାଗର ଯାର ଉଦର
ଜଠରାଗ୍ନି ତେଜ ହିରନ୍ଯ ଗର୍ଭାୟ
ନିଶ୍ବାସ ଧୀର ସମୀର।।୨
ଆସ୍ଥିମାଂସ ମଜ୍ଜା ଶଇଳ ପାହାଡ଼
କାନନ ଗିରି କନ୍ଦର
ଅଚିନ୍ତ୍ଯ ଅବୟ ସେ ସଚିଦା ନନ୍ଦ
ନିତ୍ୟାନନ୍ଦ ଅବିକାର।।୩
ସ୍ଥୂଳ ନେତ୍ରେ ଦୃଶ୍ଯ ନୋହେ ରୂପ କାନ୍ତି
ଜ୍ଞାନ ନେତ୍ରେ ଅନୁଭବେ
ସର୍ବଘଟେ ବାସ ସର୍ବ ବିଦ୍ଯମାନ
ଦୃଶ୍ୟ ସ୍ପର୍ଶ ନୁହେଁ ଭବେ।।୪
ସରିତ ଝରଣା ଶିରା ଯା ପ୍ରଶିରା
ମସ୍ତକ ଯା ହିମାଳୟ
ପୁଷ୍କର ପଙ୍କଜ ନର୍ବିକାର ତେଜ
ଶଙ୍ଖ ଚକ୍ର ଯା ବଳୟ।।୫
ସଂସାର ରକ୍ଷକ ତ୍ରୀଗୁଣାତ୍ମ ଶୂନ୍ଯ
ବିଶ୍ବ ନିୟନ୍ତା ଈଶ୍ବର
ଗାମ୍ଭିର୍ଯ୍ଯ ମୂରତି ନିର୍ବିକାର ନିତି
ପରମେଶ୍ବ ନିରାକାର।।୬
🕉️🕉️🕉️🕉️🕉️🕉️🕉️
ସୋରଡା, ଗଞ୍ଜାମ୍

Loading

5 thoughts on “🕉️ନିରାକାର🕉️—ଶକ୍ତିଦା ବିଷୋୟୀ

  1. Thank you a lot for sharing this with all of us you actually realize what you are speaking about!
    Bookmarked. Please additionally visit my website =). We may have a hyperlink exchange contract among us

  2. Terrific post however , I was wanting to know if you could write a litte more on this topic?
    I’d be very grateful if you could elaborate a little bit further.
    Kudos!

  3. When someone writes an post he/she maintains the image of a user in his/her brain that how a user can be aware of it.
    So that’s why this paragraph is outstdanding.

    Thanks!

  4. Wow! This blog looks just like my old one!
    It’s on a entirely different topic but it has pretty
    much the same page layout and design. Great choice of colors!

Leave a Reply to Phillip Cancel reply

Your email address will not be published. Required fields are marked *