July 05, 2022
11 11 11 AM
କମ୍ଭୁ-କଟକ ରେ କୋଟି ବ୍ରହ୍ମାଣ୍ତ ନାୟକ–ପବିତ୍ର ବେହେରା
*ଈଶ୍ବରଙ୍କୁ ପ୍ରଶ୍ନ–ହୃଦୟ ରଞ୍ଜନ ପରିଡ଼ା*
ବୁନ୍ଦାଏ ଲୁହ — ଭାରତୀ ପଣ୍ଡା
ବୁନ୍ଦାଏ ଲୁହ — ତପସ୍ୱିନୀ ଜେନା
ବୁନ୍ଦାଏ ଲୁହ — ନିର୍ମଳ ବାରିକ
ବୁନ୍ଦାଏ ଲୁହ — ସରୋଜ କୁମାର ସାହୁ
ବୁନ୍ଦାଏ ଲୁହ — ଚୁମକି ଦାସ
ବୁନ୍ଦାଏ ଲୁହ — ସୁଧାଂଶୁ ଗିରି
ବୁନ୍ଦାଏ ଲୁହ — ଜ୍ଞାନ ରଞ୍ଜନ ନାୟକ
ବୁନ୍ଦାଏ ଲୁହ — ମୁକ୍ତିରାଣୀ ଦେବତା
A spoon of tears —  Ratikanta Samal
A spoon of tears — Chinmayee Mohapatra
A spoon of tears — Sreekanta Panda
A spoon of tears — Dr.Satish C.Srivastava
A spoon of Tears — Shiw Shankar Shaw
A spoon of Tears — Pankajam Kottarath
A spoon of Tears — Bagawath Bhandari
A spoon of Tears — Afrose Saad
ବୁନ୍ଦାଏ ଲୁହ — ଭାରତୀ ପଣ୍ଡା
ବୁନ୍ଦାଏ ଲୁହ — ସ୍ୱାଗତିକା ବେହେରା
Latest Post
କମ୍ଭୁ-କଟକ ରେ କୋଟି ବ୍ରହ୍ମାଣ୍ତ ନାୟକ–ପବିତ୍ର ବେହେରା *ଈଶ୍ବରଙ୍କୁ ପ୍ରଶ୍ନ–ହୃଦୟ ରଞ୍ଜନ ପରିଡ଼ା* ବୁନ୍ଦାଏ ଲୁହ — ଭାରତୀ ପଣ୍ଡା ବୁନ୍ଦାଏ ଲୁହ — ତପସ୍ୱିନୀ ଜେନା ବୁନ୍ଦାଏ ଲୁହ — ନିର୍ମଳ ବାରିକ ବୁନ୍ଦାଏ ଲୁହ — ସରୋଜ କୁମାର ସାହୁ ବୁନ୍ଦାଏ ଲୁହ — ଚୁମକି ଦାସ ବୁନ୍ଦାଏ ଲୁହ — ସୁଧାଂଶୁ ଗିରି ବୁନ୍ଦାଏ ଲୁହ — ଜ୍ଞାନ ରଞ୍ଜନ ନାୟକ ବୁନ୍ଦାଏ ଲୁହ — ମୁକ୍ତିରାଣୀ ଦେବତା A spoon of tears —  Ratikanta Samal A spoon of tears — Chinmayee Mohapatra A spoon of tears — Sreekanta Panda A spoon of tears — Dr.Satish C.Srivastava A spoon of Tears — Shiw Shankar Shaw A spoon of Tears — Pankajam Kottarath A spoon of Tears — Bagawath Bhandari A spoon of Tears — Afrose Saad ବୁନ୍ଦାଏ ଲୁହ — ଭାରତୀ ପଣ୍ଡା ବୁନ୍ଦାଏ ଲୁହ — ସ୍ୱାଗତିକା ବେହେରା

ନାରୀ– ଶ୍ରୀ କେ. ତ୍ରିମୁଲ୍ଲା ଆଚାରୀ

ନାରୀ
++++++++++++

ନାରୀ ଅଟେ ବ୍ରହ୍ମଚାରିଣୀ ପୁଣି

ସଂସାରୀ
ପ୍ରକୃତି କୋଳେ ଅତି ସୁନ୍ଦରୀ, ଅତି ମନୋହରୀ ll

ପ୍ରସବ ବେଦନା ସହଇ,
ସୃଷ୍ଟି ସଂରଚନା କରଇ ll

ସେଇଠୁ ଆରମ୍ଭ ସେଇଠି ଶେଷ,
ବାକି ରହିଯାଏ ଅବଶେଷ ll

ତୁମେ ହୋଇଥିଲ ଅହଲ୍ୟା, ଦ୍ରୌପଦୀ, ତାରା, କୁନ୍ତୀ, ମନ୍ଦୋଦରୀ ll

ସଂସାରେ ରଚିଲ ଇତିହାସ ତୁମେ,
ତୁମ କଥା ଗାଥା କରେ ବଖାଣି ll

ପାଷାଣୀ ରୁ ତୁମେ ଅହଲ୍ୟା ହୋଇ,
ଦ୍ରୌପଦୀ ରୂପେ ଶିକ୍ଷା ଦିଅଇ
ତାରା, କୁନ୍ତୀ, ମନ୍ଦୋଦରୀ ରୂପେ,
ନାରୀର କରାମତି ଦେଖାଇ ll

ହେ ପରମେଶ୍ୱରୀ, ଜଗଦମ୍ବା ଜଗତେ ଶ୍ୱରୀ,
ତୁ ଚାହିଁଲେ ସୃଷ୍ଟି ତୁ ଚାହିଁଲେ ରଚନା,
ତୁ ଚାହିଁଲେ ବିଲୟ, ତୁ ଚାହିଁଲେ ପ୍ରଳୟ ହିଁ ପ୍ରଳୟ
କାହାକୁ ଜ୍ଞାତ ବା ଅଜ୍ଞାତ ଏକଥା ମୁଁ ନ ଜାଣଇ ll

ରାଣୀ ଲଷ୍ମୀବାଇ ହୋଇ ମାଁ ଗୋ
ଶତ୍ରୁ ସଂହାରିଲୁ,
ଇନ୍ଦିରା ନାମେ ଦେଶକୁ ଶାସିଲୁ ll
ମଦର ଟେରେସା ହୋଇ,
ଦୁଃଖୀରଙ୍କି ସେବା କଲୁ l
ନନ୍ଦିନୀ ନାମେ ଉତ୍କଳେ ରାଜ କଲୁ,
କୁନ୍ତଳା ନାମେ ସମାଜ ର ମଙ୍ଗଳ କଲୁ ll

ତୁହି ମା ଜନନୀ ତୁହି ମାଁ ଜଗତେ ଶ୍ୱରୀ,
ହେ ପରମେଶ୍ୱରୀ, ହେ ପରମେଶ୍ୱରୀ ll

ନିର୍ଭୟା ରୂପେ ଜନ୍ମ ନେଲୁ,
ରାକ୍ଷସ ଚିନ୍ହିଲୁ
କଷଣେ କଷଣେ ନାରୀ ଦୁଃଖ
ତୁ ବୁଝିଲୁ ll

ପ୍ରିୟଙ୍କା ରୂପରେ ମାଁ ଗୋ
ଅତ୍ୟାଚାରିତ ହେଲୁ ,
ଜଗତେ ହାରିଲୁ ନମସ୍କାର କଲୁ ll

ତୁହି ମାଁ ଜଗତେଶ୍ୱରୀ,
ହେ ପରମେଶ୍ୱରୀ ll
ଏ ଅଧମ ତତେ କରଇ,
ଜୁହାରୀ ll

ଏ ପରମେଶ୍ୱରୀ
ହେ ଜଗତେଶ୍ୱରୀ ll
💐💐💐💐💐💐💐💐

ଶ୍ରୀ କେ. ତ୍ରିମୁଲ୍ଲା ଆଚାରୀ
ଉତ୍କଳ ବିଶ୍ୱବିଦ୍ୟାଳୟ
(ଓଡ଼ିଆ – ଏମ୍. ଏ ) ପ୍ରଥମ ବର୍ଷ
ଦୂର ନିରନ୍ତର ଶିକ୍ଷା
🌹🌹🌹🌹🌹🌹🌹🌹

 356 total views,  1 views today

One thought on “ନାରୀ– ଶ୍ରୀ କେ. ତ୍ରିମୁଲ୍ଲା ଆଚାରୀ

  1. ନାରୀର ବିଭିନ୍ନ ରୂପ, ବିଭିନ୍ନ କର୍ତ୍ତବ୍ୟ ଖୁବ୍ ସୁନ୍ଦର ବର୍ଣ୍ଣନା ହୋଇଛି। ପ୍ରକୃତରେ ନାରୀ ନାରାୟଣୀ,ତା ରୂପ ଅନେକ , ନାରୀ ଭିତରେ ମା ଶକ୍ତି ସର୍ବଦା ବିରାଜିତ । ହୃଦୟ ସ୍ପର୍ଶୀ ହୋଇଛି କବିତା ଟି ।

Leave a Reply

Your email address will not be published.

sixty ÷ = 15