October 27, 2021
11 11 11 AM
*ଲକ୍ଷ୍ୟ ପଥ – ବନଲତା ଜାଲି*
*ମୁଁ ଶିଶୁଟିଏ କହୁଛି-କଳ୍ପନା ରାୟ*
*ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ*
*ବଳୁଆ କିଏ – ସୀମାଞ୍ଚଳ ପଣ୍ଡା*
*ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା*
*ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା*
*ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା*
*ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା*
*ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା*
*ମାନବିକତା – ସୀମାଞ୍ଚଳ ପଣ୍ଡା*
*ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା*
*ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା*
*LOST IN SENSE- Dr.Prasana Kumar Dalai*
*MADE FOR EACH OTHER -Dr.Prasana Kumar Dalai*
*The current of time –  Alekha Prasad Moharana*
*Peace – Dr. Laxmikanta Dash*
*ସମୟ – ସୀମାଞ୍ଚଳ ପଣ୍ଡା*
*ତୁମକୁ ପ୍ରଣାମ ହେ ଶାସ୍ତ୍ରୀ – ସୀମାଞ୍ଚଳ ପଣ୍ଡା*
*ଯଜ୍ଞଜା-ମମତା ଶତପଥୀ*
*ଜୀବନର ସଂଜ୍ଞା –   ଡ. ପ୍ରିୟମ୍ବଦା ସାମଲ*
Latest Post
*ଲକ୍ଷ୍ୟ ପଥ – ବନଲତା ଜାଲି* *ମୁଁ ଶିଶୁଟିଏ କହୁଛି-କଳ୍ପନା ରାୟ* *ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ* *ବଳୁଆ କିଏ – ସୀମାଞ୍ଚଳ ପଣ୍ଡା* *ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା* *ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା* *ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା* *ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା* *ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା* *ମାନବିକତା – ସୀମାଞ୍ଚଳ ପଣ୍ଡା* *ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା* *ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା* *LOST IN SENSE- Dr.Prasana Kumar Dalai* *MADE FOR EACH OTHER -Dr.Prasana Kumar Dalai* *The current of time –  Alekha Prasad Moharana* *Peace – Dr. Laxmikanta Dash* *ସମୟ – ସୀମାଞ୍ଚଳ ପଣ୍ଡା* *ତୁମକୁ ପ୍ରଣାମ ହେ ଶାସ୍ତ୍ରୀ – ସୀମାଞ୍ଚଳ ପଣ୍ଡା* *ଯଜ୍ଞଜା-ମମତା ଶତପଥୀ* *ଜୀବନର ସଂଜ୍ଞା –   ଡ. ପ୍ରିୟମ୍ବଦା ସାମଲ*

ନଡ଼ିଆ — ଅନିତା ବିଶ୍ୱାଳ

🌸 ନଡ଼ିଆ🌸

 

✍️”ଜଗତର ନାଥ ଜଗନ୍ନାଥ ମନ୍ଦିରରେ ନଡ଼ିଆ ଶ୍ରେଷ୍ଠ ଫଳ ଭାବରେ ବିବେଚିତ ହେଇଥାଏ।ଜଗନ୍ନାଥଙ୍କୁ ହିନ୍ଦୁ ଧର୍ମର ଆରାଧ୍ୟ ଦେବତା ଭାବରେ ଗ୍ରହଣ କରିଛନ୍ତି ।ଗରିବ ହେଉ ବା ଧନୀ ଲୋକ ସର୍ବ ଧର୍ମ ସମନ୍ୱୟ ର ମିଳନ ସ୍ଥଳ ପୁରୀ ର ଜଗତର ନାଥ ଜଗନ୍ନାଥ ମନ୍ଦିର କହିଲେ ଅତ୍ୟୁକ୍ତି ହେବନାହିଁ।ଦାସିଆ ବାଉରୀ ଜଣେ ଗରିବ ବ୍ୟକ୍ତି ହୋଇ ମଧ୍ୟ ଶ୍ରଦ୍ଧା ରେ ଜଗତର ନାଥ ଜଗନ୍ନାଥ ଙ୍କୁ ନଡ଼ିଆ ଟିଏ ଦେଇଥିଲା ତାର ନିଷ୍ଟା ଓ ଅଚଳାଚଳ ଭକ୍ତି ସ୍ଵୟଂ ଭଗବାନ ଙ୍କୁ ମଧ୍ୟ ବ୍ୟସ୍ତବିବ୍ରତ କରାଇଦେଇଥିଲା ।ନଡ଼ିଆ ଟିର ତିନୋଟି ଆଖି ,ହୃଦୟ ରେ ତାର ନୀର। ନଡ଼ିଆ କୁ ଶ୍ରୀଫଳ କୁହାଯାଏ। ପ୍ରତ୍ୟେକ ପୂଜା ରେ ଏହି ଶ୍ରୀଫଳ ର ବ୍ୟବହାର କରାଯାଏ।ସତରେ ଭଗବାନ ଙ୍କ କରୁଣା ଅପାର ।ସେ ନଡିଆକୁ ବେଶ୍ ସୁନ୍ଦର ଭାବରେ ସୃଷ୍ଟି କରିଛନ୍ତି ।ମା ତାରିଣୀ ଙ୍କୁ ନଡ଼ିଆ ରାଣୀ ବୋଲି କୁହାଯାଏ। ପ୍ରତ୍ୟେକ ଶୁଭ ଲଗ୍ନ ରେ ମଧ୍ୟ ଏହି ନଡ଼ିଆ ର ଏକ ସକ୍ରିୟ ଭୂମିକା ରହିଛି। ନଡ଼ିଆ କୁ ବିଭିନ୍ନ ଓଷା ,ବାର ,ବ୍ରତ ରେ ପିଠାପଣା ରେ ମଧ୍ୟ ବ୍ୟବହାର କରାଯାଏ “।

ଅନିତା ବିଶ୍ୱାଳ

ରାଉରକେଲା

 145 total views,  2 views today

Leave a Reply

Your email address will not be published. Required fields are marked *