March 25, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ନଡ଼ିଆ — ଅନିତା ବିଶ୍ୱାଳ

🌸 ନଡ଼ିଆ🌸

 

✍️”ଜଗତର ନାଥ ଜଗନ୍ନାଥ ମନ୍ଦିରରେ ନଡ଼ିଆ ଶ୍ରେଷ୍ଠ ଫଳ ଭାବରେ ବିବେଚିତ ହେଇଥାଏ।ଜଗନ୍ନାଥଙ୍କୁ ହିନ୍ଦୁ ଧର୍ମର ଆରାଧ୍ୟ ଦେବତା ଭାବରେ ଗ୍ରହଣ କରିଛନ୍ତି ।ଗରିବ ହେଉ ବା ଧନୀ ଲୋକ ସର୍ବ ଧର୍ମ ସମନ୍ୱୟ ର ମିଳନ ସ୍ଥଳ ପୁରୀ ର ଜଗତର ନାଥ ଜଗନ୍ନାଥ ମନ୍ଦିର କହିଲେ ଅତ୍ୟୁକ୍ତି ହେବନାହିଁ।ଦାସିଆ ବାଉରୀ ଜଣେ ଗରିବ ବ୍ୟକ୍ତି ହୋଇ ମଧ୍ୟ ଶ୍ରଦ୍ଧା ରେ ଜଗତର ନାଥ ଜଗନ୍ନାଥ ଙ୍କୁ ନଡ଼ିଆ ଟିଏ ଦେଇଥିଲା ତାର ନିଷ୍ଟା ଓ ଅଚଳାଚଳ ଭକ୍ତି ସ୍ଵୟଂ ଭଗବାନ ଙ୍କୁ ମଧ୍ୟ ବ୍ୟସ୍ତବିବ୍ରତ କରାଇଦେଇଥିଲା ।ନଡ଼ିଆ ଟିର ତିନୋଟି ଆଖି ,ହୃଦୟ ରେ ତାର ନୀର। ନଡ଼ିଆ କୁ ଶ୍ରୀଫଳ କୁହାଯାଏ। ପ୍ରତ୍ୟେକ ପୂଜା ରେ ଏହି ଶ୍ରୀଫଳ ର ବ୍ୟବହାର କରାଯାଏ।ସତରେ ଭଗବାନ ଙ୍କ କରୁଣା ଅପାର ।ସେ ନଡିଆକୁ ବେଶ୍ ସୁନ୍ଦର ଭାବରେ ସୃଷ୍ଟି କରିଛନ୍ତି ।ମା ତାରିଣୀ ଙ୍କୁ ନଡ଼ିଆ ରାଣୀ ବୋଲି କୁହାଯାଏ। ପ୍ରତ୍ୟେକ ଶୁଭ ଲଗ୍ନ ରେ ମଧ୍ୟ ଏହି ନଡ଼ିଆ ର ଏକ ସକ୍ରିୟ ଭୂମିକା ରହିଛି। ନଡ଼ିଆ କୁ ବିଭିନ୍ନ ଓଷା ,ବାର ,ବ୍ରତ ରେ ପିଠାପଣା ରେ ମଧ୍ୟ ବ୍ୟବହାର କରାଯାଏ “।

ଅନିତା ବିଶ୍ୱାଳ

ରାଉରକେଲା

 366 total views,  1 views today

2 thoughts on “ନଡ଼ିଆ — ଅନିତା ବିଶ୍ୱାଳ

  1. Superb put up. I was checking constantly this website And that i’m amazed! Very beneficial data specifically the remaining segment ?? I preserve these types of details a whole lot. I was seeking this sure details for years. Thanks and fantastic luck.

  2. Hi there There. I found your weblog the usage of msn. This is the definitely well penned write-up.I’ll Ensure that you bookmark it and come back to read through further within your practical facts.Thanks to the article. I’ll unquestionably return.

Leave a Reply

Your email address will not be published. Required fields are marked *