ମୁଁ ଖୁସି , ମୁଁ ଚାଷୀ
ଏଥର ହୋଇଛି ଭଲ ଧାନ ଅମଳ
ଚାଷୀ ମନରେ ପଶିଛି ବଳ
ଓଡ଼ିଆର ମେରୁଦଣ୍ଡ ଧାନ ଚାଷ
ଲୋକଙ୍କୁ ପୋଷେ ସେ ସାରା ବରଷ।।
କାଦୁଅରେ ସିଏ ସ୍ଵପ୍ନ ବୁଣେ
ଖଳାରେ ସେ ସ୍ଵପ୍ନ ଫଳାଏ
ମାଟିର ମଣିଷ ମାଟିରେ ସୁଏ
ଆମ ପେଟକୁ ସେ ଦାନା ଦିଏ
ଚାଷୀ ସିଏ.. ଚାଷୀ ସିଏ…।।
ଜୀବନ ପ୍ରଦୀପ ପ୍ରଧାନ , ନୟାଗଡ