-: ମୁଁ ପରୀ କହୁଛି :-
*****************
ଧରଣୀ ବକ୍ଷ ରେ ହସି ଖେଳୁଥିଲି
ଜନ୍ମିବା ଦିନରୁ ମୁହିଁ
ପିତା ମାତା ଙ୍କ ର ଅଲିଅଳ କନ୍ୟା
ବଞ୍ଚିଥିଲେ ମୁଖ ଚାହିଁ
ଜୀବନ, ମରଣ, ଦୁନିଆଁ ବିଷୟେ
ନଥିଲା ମୋହର ଜ୍ଞାନ
ଦୁଷ୍କର୍ମ କି ହତ୍ୟା ଜାଣିବ କେମିତି
ନିଷ୍ପାପ ଶିଶୁ ର ମନ
ହେଲି ଅପହୃତା, କଲେ ନିର୍ଯ୍ୟାତିତା
ଅଙ୍ଗ ନାହିଁ ଶରୀରରେ
ନାଟକୀୟ ରୂପ ଘଟଣା କୁ ଦିଅ
ଦିନ ବିତେ ତଦନ୍ତରେ
ଜୀବନ ର ଅର୍ଥ ବୁଝିବା ପୂର୍ବରୁ
ମୃତ୍ୟୁ ସାଥୀ କଲା ମୋତେ
ହୀନ ରାଜନୀତି ବିକ୍ଷୋଭ, ଧାରଣା
କିବା ଫେରାଇବ ସତେ !
ଦୂରଦର୍ଶନ ଓ ସମ୍ବାଦପତ୍ର ରେ
ନାମ ଚର୍ଚ୍ଚା ଶୁଭୁଅଛି
ଗାଁ, ଗଳି ଆଉ ରାଜପଥ ଠାରେ
ଆନ୍ଦୋଳନ ହେଉଅଛି
ନ୍ୟାୟ ପାଇବାର କ୍ଷୀଣ ଆଶା ନେଇ
ବୁଲୁଛନ୍ତି ବାପା ମାଆ
ମୋହରି ସ୍ମୃତିରେ କୁଟୁମ୍ବ କାନ୍ଦନ୍ତି
କାନ୍ଦୁଛି ମୋହରି ଗାଁ
ନ୍ୟାୟ ଦେବ ବୋଲି କହୁଛ ସଭିଏଁ
ପୁଣି ଜାଳ କେବେ ନିଆଁ
ପାରିବାର ମୋର କାନ୍ଦୁଛି ଏବେ ବି
ଲୁହ ଢାଳେ ମୋ ମାଆ
କନ୍ୟା ଙ୍କ ସୁରକ୍ଷା, ଶିଶୁ ଙ୍କର ରକ୍ଷା
ସମ୍ମାନ ପାଆନ୍ତୁ ନାରୀ
ଆଜି ବି ରାଜ୍ୟର କୋଣ ଅନୁକୋଣେ
ଅଛନ୍ତି ସହସ୍ର ପରୀ
ସାମାଜିକ ସ୍ଥିତି ସୁଦୃଢ କର ହେ
ସାଜନି ନୀରବ ଦର୍ଶକ
ଅବର୍ତ୍ତମାନରେ ପରୀ ମୁଁ କହୁଛି
ରଖ ମଣିଷ ଜାତି ର ଟେକ |
*******************
ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ
ସମାଜ ବିଜ୍ଞାନ ବିଭାଗ
ରେଭେନ୍ସା ବିଶ୍ୱବିଦ୍ୟାଳୟ 🙏
2,242 total views, 1 views today
Very nice post. I just stumbled upon your weblog and
wanted to say that I have really enjoyed browsing your blog
posts. In any case I’ll be subscribing to your rss feed and I hope you write again very
soon!
my web site tracfone
I’m not sure where you are getting your info, butgreat topic. I needs to spend some time learning much more or understanding more.Thanks for great info I was looking for thisinfo for my mission.
It’s hard to come by experienced people for this topic, however, you seem like you knowwhat you’re talking about! Thanks
Hi there, I read your new stuff like every week. Your story-telling style is witty, keep it up!
Hmm is anyone else experiencing problems with the images on this blogloading? I’m trying to find out if its a problem on my end orif it’s the blog. Any feed-back would be greatly appreciated.
I don’t even know how I ended up here, but I thought this post was great.I do not know who you are but definitely you are going to a famous bloggerif you are not already Cheers!
A big thank you for your blog post.Much thanks again. Awesome.
Nice post. I was checking constantly this blog and I’m impressed!Very useful info specially the last part I care forsuch info a lot. I was looking for this particular information for avery long time. Thank you and good luck.
What’s up, after reading this amazing paragraph i am too glad to share my experience here with friends.
I want to to thank you for this wonderful read!! I definitely enjoyed every bit of it. I have you bookmarked to look at new things you postÖ
Good post but I was wondering if you could write alitte more on this subject? I’d be very thankful if youcould elaborate a little bit further. Bless you!