March 03, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ମୁଁ ପରୀ କହୁଛି — ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ

-: ମୁଁ ପରୀ କହୁଛି :-
*****************
ଧରଣୀ ବକ୍ଷ ରେ ହସି ଖେଳୁଥିଲି
ଜନ୍ମିବା ଦିନରୁ ମୁହିଁ
ପିତା ମାତା ଙ୍କ ର ଅଲିଅଳ କନ୍ୟା
ବଞ୍ଚିଥିଲେ ମୁଖ ଚାହିଁ

ଜୀବନ, ମରଣ, ଦୁନିଆଁ ବିଷୟେ
ନଥିଲା ମୋହର ଜ୍ଞାନ
ଦୁଷ୍କର୍ମ କି ହତ୍ୟା ଜାଣିବ କେମିତି
ନିଷ୍ପାପ ଶିଶୁ ର ମନ

ହେଲି ଅପହୃତା, କଲେ ନିର୍ଯ୍ୟାତିତା
ଅଙ୍ଗ ନାହିଁ ଶରୀରରେ
ନାଟକୀୟ ରୂପ ଘଟଣା କୁ ଦିଅ
ଦିନ ବିତେ ତଦନ୍ତରେ

ଜୀବନ ର ଅର୍ଥ ବୁଝିବା ପୂର୍ବରୁ
ମୃତ୍ୟୁ ସାଥୀ କଲା ମୋତେ
ହୀନ ରାଜନୀତି ବିକ୍ଷୋଭ, ଧାରଣା
କିବା ଫେରାଇବ ସତେ !

ଦୂରଦର୍ଶନ ଓ ସମ୍ବାଦପତ୍ର ରେ
ନାମ ଚର୍ଚ୍ଚା ଶୁଭୁଅଛି
ଗାଁ, ଗଳି ଆଉ ରାଜପଥ ଠାରେ
ଆନ୍ଦୋଳନ ହେଉଅଛି

ନ୍ୟାୟ ପାଇବାର କ୍ଷୀଣ ଆଶା ନେଇ
ବୁଲୁଛନ୍ତି ବାପା ମାଆ
ମୋହରି ସ୍ମୃତିରେ କୁଟୁମ୍ବ କାନ୍ଦନ୍ତି
କାନ୍ଦୁଛି ମୋହରି ଗାଁ

ନ୍ୟାୟ ଦେବ ବୋଲି କହୁଛ ସଭିଏଁ
ପୁଣି ଜାଳ କେବେ ନିଆଁ
ପାରିବାର ମୋର କାନ୍ଦୁଛି ଏବେ ବି
ଲୁହ ଢାଳେ ମୋ ମାଆ

କନ୍ୟା ଙ୍କ ସୁରକ୍ଷା, ଶିଶୁ ଙ୍କର ରକ୍ଷା
ସମ୍ମାନ ପାଆନ୍ତୁ ନାରୀ
ଆଜି ବି ରାଜ୍ୟର କୋଣ ଅନୁକୋଣେ
ଅଛନ୍ତି ସହସ୍ର ପରୀ

ସାମାଜିକ ସ୍ଥିତି ସୁଦୃଢ କର ହେ
ସାଜନି ନୀରବ ଦର୍ଶକ
ଅବର୍ତ୍ତମାନରେ ପରୀ ମୁଁ କହୁଛି
ରଖ ମଣିଷ ଜାତି ର ଟେକ |

*******************
ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ
ସମାଜ ବିଜ୍ଞାନ ବିଭାଗ
ରେଭେନ୍ସା ବିଶ୍ୱବିଦ୍ୟାଳୟ 🙏

Loading

11 thoughts on “ମୁଁ ପରୀ କହୁଛି — ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ

  1. Very nice post. I just stumbled upon your weblog and
    wanted to say that I have really enjoyed browsing your blog
    posts. In any case I’ll be subscribing to your rss feed and I hope you write again very
    soon!

    my web site tracfone

  2. Hmm is anyone else experiencing problems with the images on this blogloading? I’m trying to find out if its a problem on my end orif it’s the blog. Any feed-back would be greatly appreciated.

  3. I don’t even know how I ended up here, but I thought this post was great.I do not know who you are but definitely you are going to a famous bloggerif you are not already Cheers!

Leave a Reply

Your email address will not be published. Required fields are marked *