ମୃତ୍ୟୁ“
ଦୁନିଆ ବଡ଼ ବିଚିତ୍ର ।ଭଗବାନ ଙ୍କ ସୃଷ୍ଟି ରେ ସତରେ ମଣିଷ ଛାର ପୋକ ମାତ୍ର। ନିଜର ନୀତି ଦିନର କାର୍ଯ୍ୟ କଳାପ ଏହି ପୃଥିବୀ ମଧ୍ୟ ରେ ରହି କରିଥାଏ ।ଜଣେ ମଣିଷ ଯେତେବେଳେ ମା କୋଳରେ ଲାଳିତ ପାଳିତ ହୋଇଥାଏ ଇଶ୍ୱରଙ୍କ ସୃଷ୍ଟି ରେ ସବୁ ମଣିଷ ଜନ୍ମ ଯେପରି ହେଇଥାଏ ସେହିପରି ଦିନେ ନା ଦିନେ ତାର ମୃତ୍ୟୁ ନିଶ୍ଚିତ ହେଇଥାଏ ।ଏହି ମୃତ୍ୟୁ ଯେ କେତେବେଳେ କାହା ସହ କିପରି ଘଟିଥାଏ ତାହା କହିହେବ ନାହିଁ।ଜଣେ ମଣିଷ ଯେତେ ବେଳେ ମରିଯାଏ ତାକୁ ନବା ପାଇଁ ମୃତ୍ୟୁ ଦେବତା ଯମ ଆସିଥାନ୍ତି ।ଏହି ମୃତ୍ୟୁ କେବେ କାହାକୁ ସନ୍ଦେସ ପ୍ରେରଣ କରି ଆସିନଥାଏ ବରଂ ହଠାତ୍ ଆସିଯାଏ।ଜନ୍ମ ଯେପରି ରହିଛି ମୃତ୍ୟୁ ମଧ୍ୟ ରହିଛି ଏହା ବିଧିର ବିଧାନ ।ଏହି ନିୟମରୁ କେହି କେବେ ବାଦ୍ ପଡିଯାଇପାରନ୍ତି ନାହିଁ ।ନିୟମ ର ଦାସ ପ୍ରତ୍ୟେକ ମଣିଷ । ମୃତ୍ୟୁ ର ସମୟ ଯେତେ ବେଳେ ସମାପ୍ତ ହେଇଯାଏ ସେହି ମଣିଷକୁ ସତ ଚେଷ୍ଟା କରି ମଧ୍ୟ ବଞ୍ଚାଇ ହୋଇନଥାଏ ।ତେଣୁ ମଣିଷ ସଦାସର୍ବଦା ସମୟର ଦାସ ଅତ୍ୟୁକ୍ତି ହେବନାହିଁ। ମୃତ୍ୟୁ ର ଅନ୍ୟ ନାମ ଯମ।ଶେଷ ସମୟରେ କାଳ ଦ ଦଉଡ଼ିରେ ବାନ୍ଧି ନେଇଯାଏ। ଜଣେ ମଣିଷ ତା ଜୀବନ କାଳ ମଧ୍ୟ ରେ ଯେପରି କର୍ମ କରିଥାଏ ଠିକ୍ ସେହିପରି ମୃତ୍ୟୁ ସମୟରେ ଦଣ୍ଡ ମିଳିଥାଏ।ଭଲ କର୍ମ କରିଥିଲେ ସ୍ବର୍ଗ ପ୍ରାପ୍ତି ହୁଏ ନହଲେ ନର୍କ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି।
ନାମ _ଅନିତା ବିଶ୍ଵାଳ ।
*****************
ସହର _ରାଉରକେଲା ।
473 total views, 1 views today
I love your web site.. very good hues & theme. Did you make this Internet site oneself or did you employ the service of a person to do it for you personally? Plz respond as I’m trying to design my very own weblog and would like to determine in which u received this from. many thanks
Superb site! I discovered it even though browsing on Yahoo News. Do you have got any solutions on ways to get stated in Yahoo News? I’ve been making an attempt for quite a while but I never ever seem to get there! A lot of thanks
Good day Every person, I’m Highly competent Search engine optimization and linkbuilding expert. I have Intense Ability to develop bulk Backlinks in just a shorter time. If you are searhing for Bulk inbound links, then Get in touch with me or Check out my gig. Many thanks
Hello there Every person, i am Really proficient Search engine optimisation and linkbuilding qualified. I’ve Intense Capability to make bulk Backlinks within a small time. In the event you are searching for Bulk one-way links, then Call me or Check out my gig. Many thanks
Many thanks for ones marvelous posting! I truly savored looking at it, you materialize for being an excellent writer.I will make sure you bookmark your blog and can eventually come back afterward. I desire to encourage continue on your terrific posts, Possess a pleasant night!
Hello! I could have sworn I’ve been to this blog before but after browsing through some of the post I realized it’s new to me. Anyways, I’m definitely happy I found it and I’ll be book-marking and checking back frequently!
You made some nice points there. Great thought dear keep it up
Very nice