January 20, 2022
11 11 11 AM
*ମୋ ପ୍ରିୟା–ରୋହିତ୍ ଦାସ*
*Wake up–Priyanka Banerjee*
*NEVER,NEVER–Priyanka Banerjee*
*WOMAN–Priyanka Banerjee*
*BISCUITS  – Chinmayee Mohapatra*
*Biscuits – Sudipta Mishra*
*BISCUITS – Shiv Raj Pradhan*
*Biscuits – Devi Maya Pradhan*
*BISCUITS – Sreekanta Panda*
*Biscuits -You May Try- Shampa Saha*
*BISCUITS – BRENDA MOHAMMED*
*SWEETNESS IN MOUTH – Amb Maid Čorbić*
*ବିସ୍କୁଟ – ବୁଲୁ ବିଷୋୟୀ*
*ବିସ୍କୁଟ – ଶ୍ରୀପଦ୍ମନ ରଣା*
*ବିସ୍କୁଟ – ବନସ୍ମିତା ପଣ୍ଡା*
*ବିସ୍କୁଟ – ସରୋଜ କୁମାର ସାହୁ*
*ବିସ୍କୁଟ  – ଅଞ୍ଜଳି ଗିରି*
*ବିସ୍କୁଟ – ସ୍ବର୍ଣ୍ଣରେଖା ପଣ୍ଡା*
*ବିସ୍କୁଟ – ଅଜୟ ମହାଲା*
*ବିସ୍କୁଟ-ଗାୟତ୍ରୀ ମିଶ୍ର*
Latest Post
*ମୋ ପ୍ରିୟା–ରୋହିତ୍ ଦାସ* *Wake up–Priyanka Banerjee* *NEVER,NEVER–Priyanka Banerjee* *WOMAN–Priyanka Banerjee* *BISCUITS  – Chinmayee Mohapatra* *Biscuits – Sudipta Mishra* *BISCUITS – Shiv Raj Pradhan* *Biscuits – Devi Maya Pradhan* *BISCUITS – Sreekanta Panda* *Biscuits -You May Try- Shampa Saha* *BISCUITS – BRENDA MOHAMMED* *SWEETNESS IN MOUTH – Amb Maid Čorbić* *ବିସ୍କୁଟ – ବୁଲୁ ବିଷୋୟୀ* *ବିସ୍କୁଟ – ଶ୍ରୀପଦ୍ମନ ରଣା* *ବିସ୍କୁଟ – ବନସ୍ମିତା ପଣ୍ଡା* *ବିସ୍କୁଟ – ସରୋଜ କୁମାର ସାହୁ* *ବିସ୍କୁଟ  – ଅଞ୍ଜଳି ଗିରି* *ବିସ୍କୁଟ – ସ୍ବର୍ଣ୍ଣରେଖା ପଣ୍ଡା* *ବିସ୍କୁଟ – ଅଜୟ ମହାଲା* *ବିସ୍କୁଟ-ଗାୟତ୍ରୀ ମିଶ୍ର*

ମୋ ଭାଷା ଓଡ଼ିଆ ଆଜି

🙏ମୋ ଭାଷା ଓଡ଼ିଆ ଆଜି… 🙏

ଚକ୍ରବ୍ୟୁହ ମଧ୍ୟେ ଫସି ଯାଇଅଛି
ଓଡ଼ିଆ ଭାଷାଟି ଆଜି,
ବିଦେଶୀ ଭାଷାର ଖଣ୍ଡି ପ୍ରଭାବରେ
ବାବୁ ସାହେବକୁ ସାଜି ।
ଡାଡି ମମି ଠାରୁ ଆରମ୍ଭ ହୋଇଣ
ଗୁଡ୍ ନାଇଟ୍ ପର୍ଯ୍ୟନ୍ତ,
ଏଥିରେ ସାମିଲ୍ ହେବାପାଇଁ କିମ୍ପା
ନେଇଥାଆନ୍ତି ସିଦ୍ଧାନ୍ତ ।
ଓଡ଼ିଆ ବୋଲିଣ ଗର୍ବ କରୁଥାଉ
ଲୋକ ଦେଖାଣିଆ ଏହା,
ଶଗଡ଼ ଗତିରେ ଓଡ଼ିଶାର ଭାଷା
ରାଜକାର୍ଯ୍ୟ ମଧ୍ୟେ ଯାହା ।
କେତେ ଅଭିମନ୍ୟୁ ଫସି ରହିଗଲେ
ଚକ୍ରବ୍ୟୁହର ଭିତରେ,
ଅର୍ଜୁନଙ୍କ ଭଳି ବୀରଦର୍ପେ ଆଜି
ଉଦ୍ଧାର କର ସତରେ ।
ଓଡ଼ିଆ ସଂସ୍କୃତି ଓଡ଼ିଆଙ୍କ କୃତୀ
ସାରା ବିଶ୍ୱ ଅଛି ଜାଣି
କାଗଜ ପତ୍ରରେ ସୀମିତ ନରଖି
ବାସ୍ତବକୁ ଆଣ ଟାଣି ।


ପ୍ରଶାନ୍ତ କୁମାର ଶତପଥୀ
ଛତ୍ରପୁର, ଗଞ୍ଜାମ

 165 total views,  1 views today

Leave a Reply

Your email address will not be published. Required fields are marked *