*ମୋ ଆରାଧ୍ୟ*
ମାଆ ବାପା ଗୁରୁ ସତ ବ୍ରହ୍ମା ବିଷ୍ଣୁ
ସାକ୍ଷାତରେ ମହେଶ୍ବର,
ମାତା କଲେ ସୃଷ୍ଟି ପିତା ହିଁ ପୋଷନ୍ତି
ଗୁରୁ ମୋ ଜ୍ଞାନ ଈଶ୍ବର ।।
ଘର ବିଦ୍ୟାଳୟ ଜନ୍ମ ମାଟି ପରି
ହେବ ନାହିଁ ଶ୍ରୀମନ୍ଦିର,
ସ୍ନେହ ଶ୍ରଦ୍ଧା ଭକ୍ତି ଦୟା କ୍ଷମା ଧରି
ବାଣ୍ଟୁ ଥାଏ ନିରନ୍ତର ।।
ତିନି ଦେବ ଆଉ ପଞ୍ଚ ଅମୃତରେ
ଶୋଭିତ ମୋହରି ଘର,
ଚାରିଧାମ ତୀର୍ଥୁ କି ଲାଭ ମିଳିବ
ଏହି ମୋ ସରଗ ପୁର ।।
ମାଆ ଦେବେ ସ୍ନେହ ବାପାଙ୍କ ସାହସ
ଜ୍ଞାନ ଦେବେ ଗୁରୁବର,
ଏହି ତିନି ଶକ୍ତି ଧରି ଜଗତରେ
ହୋଇବି ସଂସ୍କାରୀ ବୀର ।।
ହେ କୁଳନନ୍ଦନ ହୋଇ ସାବଧାନ
ବେଳୁ ୟାଙ୍କ ପୂଜା କର ,
ତିନିଙ୍କ ଆଶିଷେ ଦେବେ ହୋଇ ଶାନ୍ତି
ନେଇ ଯିବେ ବିଷ୍ଣୁ ପୁର।।
====================
ଲାଲବାଗ ,ଖାନନଗର
ମଙ୍ଗଳ ପୁର ,ଯାଜପୁର
୯୮୭୩୨୩୬୪୪୧
373 total views, 1 views today
Excellent blog you’ve got here.. Itís hard to find high quality writing like yours nowadays. I really appreciate individuals like you! Take care!!
I wanted to thank you for this fantastic read!! I definitely loved every bit of it. I’ve got you bookmarked to check out new stuff you post…
magnificent issues altogether, you simply gained a new reader.What may you recommend about your post that you just made somedays in the past? Any certain?
Thank you, I’ve just been searching for info about this topic for ages and yours is the best I have discovered so far. But, what in regards to the conclusion? Are you certain concerning the source?
Thanks again for the article post.Really looking forward to read more. Will read on…
free credit check transunion free credit score average credit score
There’s certainly a great deal to know about this topic. I like all ofthe points you made.