November 30, 2022
11 11 11 AM
Lets talk with a  young and dynamic laureate Biswajit Nath hails from Kendujhar , district of Odisha for SLF Literary Youth Icon Award contest-. 2023
Lets talk with a  young and dynamic ink slinger Rahul Kumar Garnayak hails from Anugul , district of Odisha for SLF Literary Youth Icon Award contest-. 2023
ବଦନାମ ବାୟୁ–ମଧୁସ୍ମିତା ରାଉତ
ଜନ୍ମଦାତା — ବନଲକ୍ଷ୍ମୀ ମହାନ୍ତି
ତୁମେ ଭାରି ମନେପଡ — କଳ୍ପନା ରାୟ
ଭକ୍ତର ଭଗବାନ  — ବନଲକ୍ଷ୍ମୀ ମହାନ୍ତି 
ମାଆ ଗାୟତ୍ରୀ — ଜାନକୀ ମହାନ୍ତ
ସେଇ ଜହ୍ନ–ଭାଗ୍ୟଶ୍ରୀ ଦେ
THE VOICE OF PEACE–ROULA POLLARD
SPRING GROWS INTO NEXT YEAR–Roula Pollard
Transience–Sushant Thapa
Another Day in the City–Debarati Sen
ଏରୁଣ୍ଡିବନ୍ଧର ମୋହ–ଉର୍ମିଳା ଗଉଡ଼
Lets talk with a  young and dynamic  Poetess MS Smitali Priyadarshini Panda hails from Silver city Cuttack , district of Odisha for SLF Literary Youth Icon Award contest-. 2023
Lets talk with a  young budding Poetess MS Puspita Maharana hails from Kendujhar , district of Odisha for SLF Literary Youth Icon Award contest-. 2023
Silence Makes You So Beautiful–Nurul Hoque
Lets talk with a  young budding Poetess MS Priyanka Swain hails from Ganjam , district of Odisha for SLF Literary Youth Icon Award contest-. 2023
Lets talk with a  young budding Poetess MS Sabita Pattanayak hails from Kendujhar, district of Odisha for SLF Literary Youth Icon Award contest-. 2023
ତୁମେ ଯେବେ ଆସ — ଅଭିପ୍ସା ଧଳ
ପ୍ରେମ_କରିବି ନା ପୂଜା — ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ
Latest Post
Lets talk with a  young and dynamic laureate Biswajit Nath hails from Kendujhar , district of Odisha for SLF Literary Youth Icon Award contest-. 2023 Lets talk with a  young and dynamic ink slinger Rahul Kumar Garnayak hails from Anugul , district of Odisha for SLF Literary Youth Icon Award contest-. 2023 ବଦନାମ ବାୟୁ–ମଧୁସ୍ମିତା ରାଉତ ଜନ୍ମଦାତା — ବନଲକ୍ଷ୍ମୀ ମହାନ୍ତି ତୁମେ ଭାରି ମନେପଡ — କଳ୍ପନା ରାୟ ଭକ୍ତର ଭଗବାନ  — ବନଲକ୍ଷ୍ମୀ ମହାନ୍ତି  ମାଆ ଗାୟତ୍ରୀ — ଜାନକୀ ମହାନ୍ତ ସେଇ ଜହ୍ନ–ଭାଗ୍ୟଶ୍ରୀ ଦେ THE VOICE OF PEACE–ROULA POLLARD SPRING GROWS INTO NEXT YEAR–Roula Pollard Transience–Sushant Thapa Another Day in the City–Debarati Sen ଏରୁଣ୍ଡିବନ୍ଧର ମୋହ–ଉର୍ମିଳା ଗଉଡ଼ Lets talk with a  young and dynamic  Poetess MS Smitali Priyadarshini Panda hails from Silver city Cuttack , district of Odisha for SLF Literary Youth Icon Award contest-. 2023 Lets talk with a  young budding Poetess MS Puspita Maharana hails from Kendujhar , district of Odisha for SLF Literary Youth Icon Award contest-. 2023 Silence Makes You So Beautiful–Nurul Hoque Lets talk with a  young budding Poetess MS Priyanka Swain hails from Ganjam , district of Odisha for SLF Literary Youth Icon Award contest-. 2023 Lets talk with a  young budding Poetess MS Sabita Pattanayak hails from Kendujhar, district of Odisha for SLF Literary Youth Icon Award contest-. 2023 ତୁମେ ଯେବେ ଆସ — ଅଭିପ୍ସା ଧଳ ପ୍ରେମ_କରିବି ନା ପୂଜା — ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ

ଗ୍ରୀଷ୍ମ–ରୁକ୍ମଣୀ ସାହୁ

ଗ୍ରୀଷ୍ମ

ଅବନୀରାଣୀର ମଞ୍ଜୁଳ ମଞ୍ଚରୁ
ଧୀରେ ଧୀରେ ଅପସରି ଯାଏ
ଫୁଲ ର ଫଗୁଣ
ଅନ୍ତରହିତ ହୁଏ ବସନ୍ତ ର
ମଳୟ ପବନ
ଲିଭି ଯାଏ କାନ୍ତକମନୀୟ
ବାସନ୍ତୀ ଉଷାର ନରମ କିରଣ

ଧରା ବକ୍ଷେ ଆସେ
ରୁକ୍ଷ, କର୍କଶ, ଦୁର୍ଦମନୀୟ
ଗ୍ରୀଷ୍ମ ର ସ୍ପନ୍ଦନ
ହଜିଯାଏ ଆମ୍ର କୁଞ୍ଜରେ
କୋକିଳ ର ପଞ୍ଚମ ତାନ
ଭାସି ଆସେ ଝିଙ୍କାରି ର ଅବାରିତ
ଝୀଂ ଝୀଂ ବିକଟ ସ୍ଵନ

ବନେ ଉପବନେ ପ୍ରକଟିତ ହୁଏ
ଚମ୍ପା ମଲ୍ଲୀ ହେନା ର ମହକ
ଆମ୍ବ, ଜାମ୍ବ, ସପୁରି, ଖଜୁରୀ
ଚମକ
ପ୍ରଚଣ୍ଡ ଗ୍ରୀଷ୍ମ ର ଧୂସର ପରିବେଶ କୁ
ବିରାଟ ଶୂନ୍ୟତାରେ ପୂର୍ଣ୍ଣ କରେ
ବୈଶାଖୀ ର ଚିହ୍ନ l

କେବେ ଢାଳିଦିଏ ଅଗ୍ନିଉଦଗିରଣ ପରି ଅସହ୍ୟ ତାତିତ
କେବେ ଘୋଟିଆସେ କାଳବୈଶାଖୀ ର ଭୟଙ୍କର
ରୂପ ରାଶି
ପୁଣି କେବେ ଆମ୍ଫlନୀ,ଫନି ପରି ବାତ୍ୟା
ପୁଣି କେବେ ଆକାଶ ସୁନୀଳବକ୍ଷରେ ଭାସି ବୁଲେ
ଘନ କଳା ବଉଦ
ସୃଷ୍ଟି କରେ ସପ୍ତ ରୁଷିସୄଙ୍ଘ
ଖରା ବର୍ଷା ମିଶା ନୀଳ ଆକାଶେ
କାଟେ ପୁଣି ଇନ୍ଦ୍ରଧନୁ ର ବିଭା
ପୁଣି କେବେ ଝରି ପଡେ
ଆକାଶ ବୁକୁରୁ
ଡହ ଡହଅଗ୍ନି ର କଣିକା
ସୃଷ୍ଟି କରେ ମରୁ ମରୀଚିକା
ଦୂର ଦିଗବଳୟ ପରେ
ଗ୍ରୀଷ୍ମ ର ବେଳା ହେଲେ ହେଁ ଦାରୁଣ
ଅଟେ ସେ ଜଗତ ର ମିତ୍ର
ସୃଷ୍ଟି କରେ ମେଘ ଜନହିତ ପାଇଁ
ବିଧିର ବିଧାନ ବଡ଼ ବିଚିତ୍ର ll

ରୁକ୍ମଣୀ ସାହୁ, ଉଦଳା, ମୟୁରଭଞ୍ଜ l

 149 total views,  2 views today

One thought on “ଗ୍ରୀଷ୍ମ–ରୁକ୍ମଣୀ ସାହୁ

Leave a Reply

Your email address will not be published. Required fields are marked *