॥ମିଛ ଗୀତ ॥
ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
ପ୍ରେମ ଏଠି
ମହମବତୀ ॥
ଖରା ର ଧାସ ରେ
ଜଳି ଯାଏ ତ’
କେବେ ଲିଭି ଯାଏ ।
କେବେ ଉଠା
କେବେ ପକା ।
ଢଳ ଢଳ ଝାଳ ଟୋପା
ଆଜି ର ପ୍ରେମ ।
ହାଇଟେକ଼ ପ୍ରେମ ___
ପ୍ରତିଶ୍ରୁତି ଝୁଲୁ ଥାଏ
ବାୟା ବସା ପରି ।
ଛତା ଘୁଂଚି ଯାଏ ତ’
ଚୁର଼ ମାର଼ ହେଇ ଯାଏ
ରଙ୍ଗ ର ବଖରା ॥
___________
କୋଲନରା,ରାୟଗଡ଼ା ଜିଲ୍ଲା
ମୋ_୮୯୧୭୩୨୪୫୨୫