ମଉନ ମୂର୍ତ୍ତି
ମଉନ ମୂର୍ତ୍ତି ଅକୁହା କାହାଣୀ
ବୁଝୁଅଛି ଅବା କିଏ
ସମସ୍ତଂକ ମନେ ହରସ ଭରେ ଯେ
ସେ ନିଜେ ଦୁଃଖରେ ଥାଏ
କାହିଁ କେତେ କାଳୁ ଗଢା ସେ ହୋଇଛି
ଜୀବନ୍ତ ପରି ତା ରୂପ
ସମସ୍ତଂକ ମୁଖେ ହସ କୁ ଫୁଟେଇ
ନିଜେ ପାଉଥାଏ ଦୁଃଖ
ଇତିହାସେ ଦିନେ ପଢ଼ିଥିଲି ତାକୁ
ଦେଖିଥିଲି ଖଣ୍ଡଗିରି ରେ
ଶରୀରେ ତାହାର କ୍ଷତ ବିକ୍ଷତ ର
ଦେଖା ହୁଏ ପ୍ରତି ଅଙ୍ଗେ
କେବେ ସିଏ ଥାଏ ଗୁମ୍ଫା ର ଭିତରେ
କେବେ ମନ୍ଦିର ଦେହରେ
କେବେ ନାମ ତାର କଳାସ୍ଥାପତ୍ୟ ରେ
କେବେ ପୁଣି ଇତିହାସ ରେ
ଧନ୍ୟ କାରିଗର ସିଏ
ଗଢି ଅଛି ତୋତେ ଏତେ ଯତନ ରେ
ସୁନ୍ଦର ତୃପ୍ତି ଟି ସିଏ
ଶୁଭଶ୍ରୀ ମହାପାତ୍ର (ଭଦ୍ରକ)
I have discovered some new things from your site about computers. Another thing I have always imagined is that laptop computers have become an item that each house must have for some reasons. They offer convenient ways in which to organize homes, pay bills, search for information, study, pay attention to music and in many cases watch tv programs. An innovative solution to complete these types of tasks is by using a laptop. These pc’s are mobile, small, robust and easily transportable.
ବହୁତ ସୁନ୍ଦର ହୃଦୟ ମଧ୍ୟରେ ଥିବା ସେ ଶବ୍ଦ ତୁମର ମୋ ହୃଦୟ କୁ ଛୁଇଗଲା ମୁଁ ଶ୍ରୀ ଜଗନ୍ନାଥ ପାଖରେ ଏତିକି କାମନା କରୁଛି ସବୁବେଳେ ତୁମେ ବହୁତ ଆଗକୁ ଯାଅ