#କଳା_ରାଇଜର_କଳାବତୀ
ତୁମେ କ’ଣ ପରୀ-ରାଇଜର ରାଜଜେମା
ନା ଅପରୂପା କଳା ରାଇଜର କଳାବତୀ
ଛାଇ ନିଦରେ ଆଖି ମାତାଲ ହେବାପରେ
ଶୁଣି ବୁଝିପାର, ଉଦାସ ଆତ୍ମାର ହତାଶୀ ସ୍ୱର….
ତୁମେ କଣ ଖଣ୍ଡେ ଭସା ମେଘ ଯିଏ
ଝାଙ୍କିପଡ଼େ ପବନରେ ଢେରା ଦେଇ
ମୋ ପରି ଝୋଲାମରା ପଥ କ୍ଲାନ୍ତ ବାଟୋଇ ପାଇଁ
ତୃଷ୍ଣା ତୋଷି,ଦେବାକୁ ଟିକିଏ ଖରାବେଳ ଛାଇ…..
ତୁମେ କଣ ଅବା ସନ୍ତ୍ରାସବାଦୀଟେ
ଆସିଅଛ ପୌଷର ସଞ୍ଜ ସମ ଛଦ୍ମବେଶ ଧରି
ଟିକିଏ ଭଲପାଇବା ର ଫିମ୍ପି ମରା ସୁହାଗ ବାଣ୍ଟି
ଲୁଟିବା କୁ ଜୀବନର ତମାମ୍ ବସନ୍ତ……
ତୁମେ କିଏ? , ଯାହା ଅପେକ୍ଷାରେ
ସନ୍ଦିଗ୍ଧ ବିଶ୍ୱାସର କୁଣ୍ଠିତ ଶ୍ରଦ୍ଧାରେ
ହାଡ଼ ମାଂସ ମୋର ଲୋଚା କୋଚା ହୁଏ
ଘୁଣ ଖିଆ ଛାତିତଳୁ ଘନେଇ ଆସେ କଳା ରାତି….
ତୁମେ ଖାଲି ପାହାନ୍ତାରେ କିଆଁ ଆସ,
ଖିଆଲି ହୃଦୟ ର ସପନରେ
କୃଷ୍ଣଚୂଡାର ରକ୍ତ-ସ୍ନାତା ଦିଗନ୍ତ ରେ ,
ପ୍ରଣୟ ନଈର ଉଦାସୀ ତୁଠରେ…..
*ମନୋଜ କୁମାର ପଣ୍ଡା*
*ପ୍ରତିଷ୍ଠାତା, ମୁଖ୍ୟ ସଚିବ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ*
I have read so many articles or reviews on the topic of the blogger lovers except this post is in fact a nice paragraph,
keep it up.
Hi, i feel that i saw you visited my web site thus i got here
to return the choose?.I’m attempting to find things to enhance my web site!I assume its
adequate to use a few of your concepts!!
Wow, that’s what I was looking for, what a information! present here at this weblog, thanks admin of this web page.
I always spent my half an hour to read this website’s posts every day along with a mug of coffee.
Hi everyone, it’s my first pay a quick visit at this website, and article is really fruitful for me,
keep up posting these types of articles or reviews.
Thanks to my father who shared with me on the topic of this weblog, this web site is genuinely awesome.