December 06, 2021
11 11 11 AM
*PEACEFULL CLOUDSPHERE–Maid Čorbić*
*CALM CLOUDS-Prasanna Bhatta*
*CALM CLOUDS–Chinmayee Mohapatra*
*Calm Clouds–Marck Ogbac*
*CALM CLOUDS–Ramesh Chandra Pradhani*
*Calm Clouds–Hazel Domingo*
*Calm clouds–Gayatri mishra*
*ଭସାମେଘ–ମୁକ୍ତିରାଣୀ ଦେବତା*
*”ଭସା ମେଘ”-ସ୍ଵପ୍ନାରାଣୀ ପାଣିଗ୍ରାହୀ*
*ଭସା ମେଘ–ନିତ୍ୟାନନ୍ଦ ସିଂହ*
*ଭସାମେଘ–ଜାନକୀ ମହାନ୍ତ*
*ଭସା ମେଘ–ଅଞ୍ଜଳି ଗିରି*
*ଭସାମେଘ–ସନ୍ଧ୍ୟାରାଣୀ ହୋତା*
*ଭସା ମେଘ–ପ୍ରତିମା ବାରିକ*
*ଟିପେ ପୃଥିବୀର ମୋହ – ସୀମାଞ୍ଚଳ ପଣ୍ଡା*
*ମରିଚିକା – ମନୋଜ କୁମାର ଦାସ*
*ଅପେକ୍ଷା ର ମୁହୁର୍ତ୍ତ – ନିର୍ମଳ ବାରିକ*
*ତୁ ଥା ମୁଁ ଯାଉଛି ଋଷି – ମୁକ୍ତିରାଣୀ ଦେବତା*
*BEYOND LIMITS -Dr.Prasana Kumar Dalai*
*କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*
Latest Post
*PEACEFULL CLOUDSPHERE–Maid Čorbić* *CALM CLOUDS-Prasanna Bhatta* *CALM CLOUDS–Chinmayee Mohapatra* *Calm Clouds–Marck Ogbac* *CALM CLOUDS–Ramesh Chandra Pradhani* *Calm Clouds–Hazel Domingo* *Calm clouds–Gayatri mishra* *ଭସାମେଘ–ମୁକ୍ତିରାଣୀ ଦେବତା* *”ଭସା ମେଘ”-ସ୍ଵପ୍ନାରାଣୀ ପାଣିଗ୍ରାହୀ* *ଭସା ମେଘ–ନିତ୍ୟାନନ୍ଦ ସିଂହ* *ଭସାମେଘ–ଜାନକୀ ମହାନ୍ତ* *ଭସା ମେଘ–ଅଞ୍ଜଳି ଗିରି* *ଭସାମେଘ–ସନ୍ଧ୍ୟାରାଣୀ ହୋତା* *ଭସା ମେଘ–ପ୍ରତିମା ବାରିକ* *ଟିପେ ପୃଥିବୀର ମୋହ – ସୀମାଞ୍ଚଳ ପଣ୍ଡା* *ମରିଚିକା – ମନୋଜ କୁମାର ଦାସ* *ଅପେକ୍ଷା ର ମୁହୁର୍ତ୍ତ – ନିର୍ମଳ ବାରିକ* *ତୁ ଥା ମୁଁ ଯାଉଛି ଋଷି – ମୁକ୍ତିରାଣୀ ଦେବତା* *BEYOND LIMITS -Dr.Prasana Kumar Dalai* *କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*

ମଣିଷତ୍ୱ

ମଣିଷତ୍ତ୍ୱ

ନିଜେ ଦୁଃଖ ସହି ଅନ୍ୟକୁ ହସାଇ ଆନନ୍ଦ ପାଏ ଯେ ଜନ,
ମର୍ତ୍ତ୍ୟ ମଣ୍ଡଳରେ ସିଏ ହିଁ ତ ଜଣେ ଈଶ୍ୱରଙ୍କ ଅଂଶ ଜାଣ ||

ଅନ୍ୟକୁ ସାହାଯ୍ୟ ଅନ୍ୟକୁପ୍ରେରଣା, ଦେବାରେ ହିଁ ତା ‘ଆନନ୍ଦ
ଦୟା,କ୍ଷମା ଗୁଣ ସର୍ବ ଶ୍ରେଷ୍ଠ ଅଟେ ଏହାହିଁ ତ ମନୁଷ୍ୟତ୍ୱ ||

କୋମଳ ହୃଦୟ କୋମଳ ଭାବନା, ନିସ୍ଵାର୍ଥ ସେବା ଯା ଗୁଣ
କୋଟିଏରେ ଗୋଟେ ଥାଆନ୍ତି ମଣିଷ, ପ୍ରମାଣ ଦିଅନ୍ତି ଜାଣ ||

ବଣମଲ୍ଲୀ କୁ ଯେ ମୁକୁଟ ପିନ୍ଧାନ୍ତି, ବିଶ୍ୱଦରବାରେ ନେଇ
ଧନ୍ୟ ଧନ୍ୟ ସେହି ଯୋଗ୍ୟତମ ସୂତ,ଦେବତାଙ୍କ ଅଂଶ ସେହି ||

କର୍ମରେ ଜିଅଁନ୍ତି କର୍ମରେ ମରନ୍ତି, କର୍ମ ବଳେ ବଳିୟାନ
ପିତା, ମାତା ବନ୍ଧୁ ଜ୍ଞାତି କୁଟୁମ୍ବ ଯେ, ତା ‘ପାଇଁ ଗର୍ବିତ ଜନ ||

ଚୁମକୀ ଦାଶ, ବଲାଙ୍ଗୀର, ଓଡିଶା

 288 total views,  1 views today

4 thoughts on “ମଣିଷତ୍ୱ

Leave a Reply

Your email address will not be published. Required fields are marked *