ମଣିଷତ୍ତ୍ୱ
ନିଜେ ଦୁଃଖ ସହି ଅନ୍ୟକୁ ହସାଇ ଆନନ୍ଦ ପାଏ ଯେ ଜନ,
ମର୍ତ୍ତ୍ୟ ମଣ୍ଡଳରେ ସିଏ ହିଁ ତ ଜଣେ ଈଶ୍ୱରଙ୍କ ଅଂଶ ଜାଣ ||ଅନ୍ୟକୁ ସାହାଯ୍ୟ ଅନ୍ୟକୁପ୍ରେରଣା, ଦେବାରେ ହିଁ ତା ‘ଆନନ୍ଦ
ଦୟା,କ୍ଷମା ଗୁଣ ସର୍ବ ଶ୍ରେଷ୍ଠ ଅଟେ ଏହାହିଁ ତ ମନୁଷ୍ୟତ୍ୱ ||କୋମଳ ହୃଦୟ କୋମଳ ଭାବନା, ନିସ୍ଵାର୍ଥ ସେବା ଯା ଗୁଣ
କୋଟିଏରେ ଗୋଟେ ଥାଆନ୍ତି ମଣିଷ, ପ୍ରମାଣ ଦିଅନ୍ତି ଜାଣ ||ବଣମଲ୍ଲୀ କୁ ଯେ ମୁକୁଟ ପିନ୍ଧାନ୍ତି, ବିଶ୍ୱଦରବାରେ ନେଇ
ଧନ୍ୟ ଧନ୍ୟ ସେହି ଯୋଗ୍ୟତମ ସୂତ,ଦେବତାଙ୍କ ଅଂଶ ସେହି ||କର୍ମରେ ଜିଅଁନ୍ତି କର୍ମରେ ମରନ୍ତି, କର୍ମ ବଳେ ବଳିୟାନ
ପିତା, ମାତା ବନ୍ଧୁ ଜ୍ଞାତି କୁଟୁମ୍ବ ଯେ, ତା ‘ପାଇଁ ଗର୍ବିତ ଜନ ||
ଚୁମକୀ ଦାଶ, ବଲାଙ୍ଗୀର, ଓଡିଶା
Thank you a lot. your blog has extremely good content.
terrific and impressive blog. I actually wish to thanks, for giving us
better information.
excellent and also incredible blog site. I actually want to thanks, for providing us far better information.
Good write-up.
I absolutely appreciate this site.
Thanks!