March 21, 2023
11 11 11 AM
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
Latest Post
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ

ମନ ଝୁରେ ତୁମ ପାଇଁ –ଭାରତୀ ସାହୁ,

ମନ ଝୁରେ ତୁମ ପାଇଁ
********************
ମୋ ସପନ ଭାଙ୍ଗି ଚାଲିଗଲ ପ୍ରିୟା
ମନ ଝୁରେ ତୁମ ପାଇଁ
ସତ କହୁଛି ମୁଁ ଯେତେ ଚାହିଁଲେବି
କେବେ ଭୁଲି ପାରୁନାହିଁ ।

ତମ ପ୍ରେମ ବୋଧେ ମୋ ପାଇଁ ନଥିଲା
ଏତିକି ପାରୁଛି ବୁଝି
ଆଗରୁ ଏକଥା କେବେ ମୁଁ ଭାବିନି
ଭାବୁଛି ଯାହା ମୁଁ ଆଜି ।

ମିଠା କଥା କହି ମନ ଗଲ ନେଇ
ବିଶ୍ୱାସରେ ମନ ଦେଲି
ଏମିତି ଭାବରେ ଠକି ଦବ ବୋଲି
କେବେ ମୁଁ ଭାବି ନ ଥିଲି ।

ଏ ମିଛ ସଂସାରେ କାହାକୁ ବିଶ୍ୱାସ
ଭରସା କରିବ କୁହ
ଯାହାକୁ ବିଶ୍ୱାସ କରିଲା ଏ ମନ
ସିଏ ଦେଇଗଲା ଲୁହ ।

କଳିଯୁଗ ଇଏ ପ୍ରେମ ଏଠି ଶସ୍ତା
ବୁଝି ସୁଝି କରୁଥିବ
ପ୍ରତି ମୁହୂର୍ତ୍ତରେ ଯନ୍ତ୍ରଣା ପାଇବା
ଖାଲି ଯାହା ସାର ହେବ ।

ତମେ ଭୁଲିଗଲ କେମିତି କେଜାଣି
ମୁଁ ପାରୁନି ଚେଷ୍ଟା କରି
ଭୁଲିବାକୁ ନିତି ଯେତେ ମୁଁ ଭାବୁଛି
ସେତେ ବେଶି ହୁଏ ଝୁରି ।
************—–***—–**–
ଭାରତୀ ସାହୁ, ଯୁନିଦା ପାଟଣା, ଦଶରଥ ପୁର, ଯାଜପୁର, ମୋ-7855841101

 237 total views,  1 views today

Leave a Reply

Your email address will not be published. Required fields are marked *