March 21, 2023
11 11 11 AM
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
Latest Post
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ

ମା’ ମାଟି କାନ୍ଦୁଛି— ସଂଯୁକ୍ତା ସାହୁ

ମା’ ମାଟି କାନ୍ଦୁଛି
~~~~~~~~~
ଚିରବନ୍ଦିତା ଅଭିନିନ୍ଦିତା ଏଇ ମା’ମାଟି
ଛନ୍ଦେ ଛନ୍ଦିତା ମୃଦୁ ମନ୍ଦିତା ଏଇ ମାଆ
ସାଗର ତୋ ପାଦ ବନ୍ଦେ ,ମଥା ନୁଆଁଇ
ଜନମି କେତେ ଶୁର ବୀର ତୋ କୋଳରେ
ରଖିଯାଇଛନ୍ତି ତୋର ନାଆଁ ଯୁଗେ ଯୁଗେ
ପୁଣ୍ୟ ଶରୀର ପୀନ ପୟୋଧାରା ବାରି
ଦେଇଛୁ ଢ଼ାଳି ,ସେ ପରା ଆମ ସାହା
ତୋର ଶରୀର ଆଜି ସତଧା ବିଦୀର୍ଣ୍ଣ
ଜରାଜୀର୍ଣ୍ଣ ଆଉ ତୁ ଅତ୍ୟାଚାରରେ ପୀଡିତ
ତୋ ପ୍ରକୃତିର ଦୃଶ୍ୟ ଆଜି ଛିନ୍ନଭିନ୍ନ
ତୋ ପିଠିରେ ଦୁର୍ନୀତିର କୋରଡାମାଡ଼
ଆଉ ନାଚାର ଲାଗୁଛି ଗଣତନ୍ତ୍ର
ପୁଣି ଘୁଙ୍ଗୁଡ଼ି ମାରୁଛି ଶାଶନ କଳ
ତୋ ମାଟିରେ ମାଆ ଖାଲି ହିଂସା ,ଲୁଣ୍ଠନ
ବଳାତ୍କାର,ହତ୍ୟା ସନ୍ତ୍ରାସ ,ଷଡ଼ଯନ୍ତ୍ରର
ଲୁହର ,ଲହୁର,ଲାଳସାର,ଲାଞ୍ଛନାର
ସତରେ ଲୋ ମାଟି ମାଆ ତୋ ସନ୍ତାନ
ଆଜି ମଣିଷ ମଣିଷପଣିଆର ବାଟ ହୁଡ଼ିଛି
କେତେ କ୍ଳାନ୍ତ ଓ ଅବଶ ତୁହି ଲୋ ମାଆ
ଆଜି ତୋ ଆଖିରୁ ଅବାରିତ ଲୁହ ଝରୁଛି
ତୁ ମାଆ ଟିଏ ହୋଇ ସବୁ ସହିଛୁ
ସମସ୍ତଙ୍କୁ ତୁ କୋଳେଇ ନେଇଛୁ
ଧନ୍ୟ ଲୋ ତୁ ଧନ୍ୟ ଆମ ମାଟି ମାଆ ।

ସଂଯୁକ୍ତା ସାହୁ
ରାହାମା
ଜଗତସିଂହପୁର ।

 523 total views,  1 views today

Leave a Reply

Your email address will not be published. Required fields are marked *